Browsing Category
ଦେଶ ବିଦେଶ
ରାଜନୈତିକ ଦଳ କାହିଁକି ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଛନ୍ତି ? ନିର୍ବାଚନ ଆୟୋଗ ଏବଂ ସରକାରଙ୍କୁ ନୋଟିସ୍ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଧାର୍ମିକ ନାମ ଏବଂ ନିର୍ବାଚନ ପ୍ରତୀକ ଥିବା ରାଜନୈତିକ ଦଳ ବିରୋଧରେ ହୋଇଥିବା ପିଟିସନର ଶୁଣାଣି ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ କାହିଁକି ଧାର୍ମିକ ନାମ ଏବଂ ଚିହ୍ନ…
ନିଜ ସନ୍ତାନକୁ ରକ୍ଷାକରିବା ପାଇଁ ମହାବଳବାଘ ସହ ଲଢ଼ିଗଲା ମା; ଆଉ ତାପରେ ଯାହା ଘଟିଲା ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଉମରିଆ :କୁହାଯାଏ ଯେ ଇଶ୍ବର ପ୍ରତ୍ୟେକ ସ୍ଥାନରେ ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବେ ନାହିଁ, ସେଥିପାଇଁ ସେ 'ମା' କୁ ଆମ ପାଇଁ ପଠାଇଛନ୍ତି । ଜଣେ ମାତା ସମସ୍ତ ଦୁଃଖ ଓ ଯନ୍ତ୍ରଣା ସହିତ ଲଢ଼ି ନିଜ ସନ୍ତାନକୁ ସୁରକ୍ଷା…
ଅଙ୍ଗନବାଡି ଖାଦ୍ୟ ବଣ୍ଟନରେ ଅନିୟମିତତା ;୧୧୦.୮୩ କୋଟି ଟଙ୍କାର ପୁଷ୍ଟିକର ଖାଦ୍ୟ ଧୂଳିସାତ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ବଡ ଅସଙ୍ଗତି ସାମ୍ନାକୁ ଆସିଛି। ଏହା ବିହାରର ଚାରା ସ୍କାମ ସହିତ ସମାନ। ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଅଡିଟ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ…
IRCTC ଟୁର୍ ପ୍ୟାକେଜ୍: ଛୁଟିଦିନରେ କେରଳ ବୁଲିବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ: ଯଦି ଆପଣ ଅକ୍ଟୋବର ମାସରେ କେରଳ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି। ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଅଜାଦୀର ଅମୃତ…
MidDay Mealରେ ମିଳୁଛି କ୍ଷୀର,ଫଳ,ସାଲାଡ୍ ,ମଟର ପନୀର:ଫଟୋ ଭାଇରଲ ହେବା ପରେ ଚର୍ଚ୍ଚାରେ ଏହି ସ୍କୁଲ
ଉତ୍ତରପ୍ରଦେଶ:ଆପଣ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ବିଷୟରେ ନିହାତି ଶୁଣିଥିବେ । ପିଲାମାନଙ୍କୁ ଶିକ୍ଷା ସହ ଯୋଡିବା ପାଇଁ ଏହା ଏକ ମାଧ୍ୟମ କହିଲେ ଭୁଲ ହେବ ନାହିଁ । ତେବେ ଖାଦ୍ୟରେ ମୁଖ୍ୟତଃ ଅଣ୍ଡା ସୋୟାବିନ ନଚେତ…
ବିଶ୍ୱର ବିଚିତ୍ର ରଙ୍ଗୀନ୍ ହ୍ରଦ: ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ
ସାରା ବିଶ୍ୱରେ ଏମିତି କିଛି ନଦୀ, ହ୍ରଦ ତଥା ଜଳାଶୟ ଅଛି, ଯାହାର ରହିଛି କିଛି ସ୍ୱତନ୍ତ୍ର୍ୟ । ସେମିତି ଏକ ଅଦ୍ଭୁତ ହ୍ରଦ ହେଉଛି କାନାଡ଼ାର ‘ସ୍ପଟେଡ୍ ଲେକ୍’ ବା ଚିତ୍ରିତ ହ୍ରଦ । ବ୍ରିଟିଶ୍ କଲମ୍ବିଆର ଓକାନାଗାନ…
Land Of Midnight:ଏକ ଏଭଳି ସ୍ଥାନ ଯେଉଁଠାରେ ୬୯ ଦିନ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ଆଉ ୯୦ ଦିନ ଅନ୍ଧକାର
ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନର ଜୀବନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଗୋଟିଏ ବର୍ଷରେ ୬୯ ଦିନ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଶୀତଦିନେ ୯୦ ଦିନ ପର୍ଯ୍ୟନ୍ତ ଏହି ସ୍ଥାନରେ ସୂର୍ଯ୍ୟ ଦୃଶ୍ୟମାନ ହୁଏ ନାହିଁ ।…
କ୍ରିଟିକାଲ୍ ଲିମ୍ ଇସକେମିଆ ରୋଗ କଣ ଜାଣନ୍ତୁ;କୋଲେଷ୍ଟ୍ରଲ ପାଇଁ ବୃଦ୍ଧି ପାଉଛି ଏହି ରୋଗ
କୋଲେଷ୍ଟ୍ରଲ ହେଉଛି ଏକ ମହମ ପଦାର୍ଥ ଯାହା ଶରୀରରେ କୋଷ ଗଠନ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ପରିମାଣ ବଢି ଯାଏ, ତେବେ ଶରୀରରେ ରକ୍ତ ପ୍ରବାହରେ ସମସ୍ୟା ଦେଖାଦେଇଥାଏ । ଏହା…
Video: ୩ ସେକେଣ୍ଡରେ ୫୦ ଫୁଟ ଉଚ୍ଚରୁ ଖସିଲା ଦୋଳି, ମହିଳା ଏବଂ ଶିଶୁ ସମେତ ୧୦ ଆହତ
ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ପଞ୍ଜାବର ମୋହାଲି ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମୋହାଲି ମେଳାରେ ହଠାତ୍ ଏକ ଦୋଳି ଭାଙ୍ଗି ୫୦ ଫୁଟ ଉପରୁ ଖସି ପଡିଛି। ଦୋଳି ଝୁଲୁଥିବା ସମୟରେ ଦୋଳି ଖସି ପଡିବାରୁ ଏଥିରେ…
Cyrus Mistry death;ଟ୍ରାଫିକ ନିୟମ ଅବମାନନା ସହ ଦ୍ରୁତଗତି ପାଇଁ ଗଲା ହରାଇଲେ ଜୀବନ
ମୁମ୍ବାଇ : ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବିଳାସପୂର୍ଣ୍ଣ କାର ଯେଉଁଥିରେ ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀ ଯାତ୍ରା କରୁଥିଲେ, ଏକ ଡିଭାଇଡରକୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ…