Browsing Category
ଦେଶ ବିଦେଶ
IRCTC ପକ୍ଷରୁ ଆସିଲା ଶସ୍ତା ପ୍ୟାକେଜ୍: କମ୍ ଟଙ୍କାରେ ବୁଲନ୍ତୁ ଥାଇଲାଣ୍ଡ, ଜାଣନ୍ତୁ ବୁକିଂ ଡିଟେଲ୍ସ
ନୂଆଦିଲ୍ଲୀ: ଯଦି ଆପଣମାନେ ବୁଲିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ପ୍ଲାନ୍ ଅଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଟୁର୍ ପ୍ୟାକେଜ୍ ଲଞ୍ଚ…
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ସନ୍ଥକବି ଭୀମଭୋଇ ଚେୟାର: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ । ପୂର୍ବରୁ ଦିଲ୍ଲୀ ଓ ଛତିଶଗଡ଼ର ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବିଙ୍କ ଚେୟାର…
ଚର୍ଚ୍ଚାରେ ‘3 Idiots’ର ୱାଙ୍ଗଚୁକ୍: ମାଇନସ୍ ୧୮ଡିଗ୍ରୀ ତାପମାତ୍ରାରେ ଲଦାଖର ଖୋଲା ଆକାଶତଳେ କାହିଁକି ଶୋଇଛନ୍ତି ଜାଣନ୍ତୁ?
ନୂଆଦିଲ୍ଲୀ: ଲଦାଖର ୟୁନିଅନ୍ ଟେରିଟୋରୀରେ ରହୁଥିବା ଜଣେ ଶିକ୍ଷାବିତ୍ ତଥା ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ କହିଛନ୍ତି ଯେ ପ୍ରଶାସନ ତାଙ୍କ ସ୍ୱରକୁ ଦମନ କରିବାକୁ ଚାହୁଁଛି। ଲଦାଖର ପରିବେଶ ଏବଂ ସଂସ୍କୃତି ବଞ୍ଚାଇବା…
ପାଣ୍ଡବମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ବାଛି ପାରିନଥିଲେ, ଆମେ ଆମର ପଡ଼ୋଶୀଙ୍କୁ ବାଛି ପାରିବୁନି: ପାକିସ୍ତାନ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ…
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘The India Way: Strategies for an Uncertain World’ ପୁଣେଠାରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକଟି…
ବଡ଼ ଖବର: ପାକିସ୍ତାନରେ ଘାଟିକୁ ଓଲଟିଲା ବସ,୩୭ ମୃତ୍ୟୁ
ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ରବିବାର ପାକିସ୍ତାନରେ ଏକ ସଡକ ଦୁର୍ଘଟଣା ଦେଖାଦେଇଛି। ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ବସ୍ ରାସ୍ତାରୁ ଖସି ପଡିଛି। ଦକ୍ଷିଣ…
ଲାଲଚୁଡ଼ି ପିନ୍ଧି ବୋହୂ ହୁଅନ୍ତି ଆଉ ତାପରେ କରନ୍ତି ଏପରି କିଛି, ଜାଣନ୍ତୁ କାହାକୁ ବିବାହ କରନ୍ତି କିନ୍ନର
ନୂଆଦିଲ୍ଲୀ: କିନ୍ନରଙ୍କ ଜୀବନରେ ଏଭଳି ବହୁତ କଥା ରହିଛି ଯାହା ଏପର୍ଯ୍ୟନ୍ତ ରହସ୍ୟମୟ। ଏଭଳି ବହୁତ କଥା ରହିଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ସାଧାରଣତଃ ବିଶ୍ୱାସ କରାଯାଏ ଯେ କିନ୍ନରମାନେ ସମାଜଠାରୁ…
ସୋସିଆଲ ମିଡ଼ିଆର ମନମାନି ଚଳିବନି: ସଂସ୍ଥା ବିରୋଧରେ ଅଭିଯୋଗ କରିପାରିବେ ୟୁଜର୍ସ, କେନ୍ଦ୍ର ସରକାର ଗଠନ କଲେ GAC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଅନେକ ସମୟରେ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ତେବେ ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ…
ଶେଷ ପର୍ଯ୍ୟାୟରେ ଭାରତ ଯୋଡୋ ଯାତ୍ରା, ସଭିଁଙ୍କ ମୁହଁରେ ଯାତ୍ରାର ପ୍ରସଂଶା
ଶ୍ରୀନଗର:ରାହୁଲ ଗାନ୍ଧୀ ଭାରତକୁ ଏକଜୁଟ କରିବା ତଥା ଏକତ୍ରିତ ହୋଇ ଆମ ଦେଶକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ କରିଥିଲେ ଭାରତ ଯୋଡୋ ଯାତ୍ରା। ଯାହା ୧୨ ଟି ରାଜ୍ୟ ଦେଇ ଜମ୍ମୁ…
ମଦପ୍ରେମୀଙ୍କୁ ସରକାର ଦେଲେ ବଡ଼ ଝଟକା, ମହଙ୍ଗା ହେବ ମଦ୍ୟପାନ
ନୂଆଦିଲ୍ଲୀ: ଯେଉଁମାନେ ମଦ୍ୟ ପିଇବା ବହୁତ ଭଲ ପାଆନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ଦୁଃଖ ଖବର ଯାହା ତାଙ୍କୁ ଚକିତ କରିଦେବ। ଆସନ୍ତା ଏପ୍ରିଲ ୧ ରୁ ଉତ୍ତରପ୍ରଦେଶରେ ମଦ ମହଙ୍ଗା ହେବାକୁ ଯାଉଛି। ଜାନୁୟାରୀ ୨୮, ୨୦୨୩…
କଶ୍ମୀରକୁ ଭୁଲି ଯାଅ, ଭାରତ ସହ ବନ୍ଧୁତା ସ୍ଥାପନ କର: ପାକିସ୍ତାନକୁ ସିଧାସିଧା କହିଲେ ସାଉଦୀ ଅରବ-UAE
ନୂଆଦିଲ୍ଲୀ: ପାକିସ୍ତାନରେ ବର୍ତ୍ତମାନ ସମୟରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ତେବେ ଏଭଳି ସ୍ଥିତିରେ ପାକିସ୍ତାନର ହାତ ମୁସଲିମ୍ ଦେଶମାନେ…