Browsing Category

ଦେଶ ବିଦେଶ

ଜେସିଣ୍ଡା ଆରଡର୍ଣ୍ଣଙ୍କ ସ୍ଥାନରେ କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜେସିଣ୍ଡା ଆରଡର୍ଣ୍ଣଙ୍କ ସ୍ଥାନରେ କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଲେବର ପାର୍ଟିରୁ ଏକମାତ୍ର ପ୍ରାର୍ଥୀମାନେ କ୍ରିସ ମନୋନୀତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ।…

ବ୍ରିଟେନ ପ୍ରଧାନମନ୍ତ୍ରୀ ସିଟ୍ ବେଲ୍ଟ ନ ପିନ୍ଧିଥିବାରୁ ପଡ଼ିଲା ଏତିକି ଜରିମାନା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଗତ ଗୁରୁବାର ଦିନ କାରରେ ବସି ଲୋକମାନଙ୍କ ପାଇଁ ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଯେଉଁ ଭିଡ଼ିଓରେ ସେ ସିଟ ବେଲ୍ଟ ପିନ୍ଧିନଥିଲେ । ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ଏବଂ ବିଭିନ୍ନ…

ଓଡ଼ିଆ ସମେତ ୧୩ଟି ଭାଷାରେ ହେବ SSC ପରୀକ୍ଷା: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଏଣିକି ଇଂରାଜୀ କି ହିନ୍ଦି ନୁହେଁ, ୧୨ଟି ଆଞ୍ଚଳିକ ଭାଷାରେ ଷ୍ଟାଫ୍ ସିଲେକ୍ସନ (ଏସଏସସି)…

୩୫ଟି ସାମଗ୍ରୀ ଉପରେ ବଢ଼ିବ Custom Duty! ବଜେଟ ୨୦୨୩ରେ କେନ୍ଦ୍ର ସରକାର କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ର ସରକାରଙ୍କ ବଜେଟ ଆଗତ ହେବ । ବର୍ତ୍ତମାନ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବାରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଜେଟରେ କିଛି ବଡ଼ ଧରଣର ଘୋଷଣା ହୋଇପାରେ ।…

OIC ଲାଗୁକଲା ନୂଆ ନିୟମ: ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ଆଉ ଉଠିବନି କଶ୍ମୀର ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କଶ୍ମୀର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ତେବେ ଅଧିକାଂଶ ସମୟରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଇସଲାମିକ ସହଯୋଗ ସଂଗଠନ (ଓଆଇସି)ରେ ଉଠାଇଥାଏ । ସାରା ବିଶ୍ୱରେ ଓଆଇସି…

ବ୍ରିଜ ଭୂଷଣ ସିଂଙ୍କ ବିରୁଦ୍ଧରେ ଅଭିଯୋଗର ହେବ ତଦନ୍ତ: ୭ ଜଣିଆ କମିଟି ଗଠନ କଲା ଭାରତୀୟ ଅଲିମ୍ପିକ ଆସୋସିଏସନ

ନୂଆଦିଲ୍ଲୀ: ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ୭ ଜଣିଆ କମିଟି ଗଠନ କରିଛି। ଏହି କମିଟିରେ ମେରି କମ୍, ଡୋଲା…

ଆଜିଠାରୁ Meta ଲାଗୁ କଲା ନୂଆ ଫିଚର: ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ ହେବ Facebook, WhatsApp ଓ Instagram

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ଆଣିଛି । ଏହାଦ୍ୱାରା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ମେସେଞ୍ଜରକୁ ଗୋଟିଏ ସ୍ଥାନରୁ କଣ୍ଟ୍ରୋଲ କରିବାର ବିକଳ୍ପ…

AAPରେ ଯୋଗଦେଲେ ଅଭିନେତ୍ରୀ ସମ୍ଭାବନା ସେଠ ଓ BJP ନେତ୍ରୀ ଉଷା କାଉଲ

ନୂଆଦିଲ୍ଲୀ: ଅଭିନେତ୍ରୀ ସମ୍ଭାବନା ସେଠ ଆମ୍ ଆଦମୀ ପାର୍ଟି (ଆପ)ରେ ଯୋଗ ଦେଇଛନ୍ତି । ସମ୍ଭାବନା ହିନ୍ଦି ଓ ଭୋଜପୁରୀ ଫିଲ୍ମର ଜଣେ ଜଣାଶୁଣା ଚେହେରା ଭାବେ ପରିଚିତ । ତେବେ ସମ୍ଭାବନାଙ୍କ ସହିତ ମଧ୍ୟପ୍ରଦେଶ ଭାଜପାର…

(VIDEO) କାହିଁକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବ୍ଲୁ ଗୁମ୍ଫା; ଜାଣନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ରହସ୍ୟ ବିଷୟରେ

ନୂଆଦିଲ୍ଲୀ: ବ୍ଲୁ ଗ୍ରୋଟୋ କିମ୍ବା ବ୍ଲୁ ଗୁମ୍ଫା, ଯାହାକି ଏକ ଜଳସ୍ତରୀୟ ସମୁଦ୍ର ଗୁମ୍ଫା । ଏହା ବାଲୁନ୍ ନାମକ ଏକ ଛୋଟ ଉପସାଗରରେ ଅବସ୍ଥିତ । ବ୍ଲୁ ଗ୍ରାଟୋ ବିସେଭୋ ଦ୍ୱୀପର ପୂର୍ବ ପାଶ୍ୱର୍ରେ ପ୍ରାୟ ୪.୫…

‘ଇସ୍ତଫା ଦେବାର ପ୍ରଶ୍ନ ଉଠୁନି: ମୁହଁ ଖୋଲିଲେ ସୁନାମି ଆସିବ’-ବ୍ରିଜଭୁଷଣ ସିଂ

ନୂଆଦିଲ୍ଲୀ:ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୁଷଣଙ୍କ ବିରୋଧରେ ଦେଶର ବଡ଼ ବଡ଼ କୁସ୍ତି ଯୋଦ୍ଧାମାନେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ବ୍ରିଜଭୁଷଣଙ୍କୁ ପଦବୀରୁ ହଟାଇବା ପାଇଁ ଗତ ଦୁଇଦିନ ଧରି ଜନ୍ତର ମନ୍ତର…