Browsing Category

ଦେଶ ବିଦେଶ

ପିଏମ୍ କିସାନ ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତି ବର୍ଷ ଛଅ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଏ ।…

ବଦଳିବ ଫେସବୁକ୍‌, ଭିନ୍ନ ରୂପରେ ଦେଖାଯିବ ନ୍ୟୁଜ ଫିଡ୍‌

ମୁମ୍ବାଇ: ଫେସବୁକ୍‌ ବ୍ୟବହାର ବିଶ୍ୱର ଅନେକ ଲୋକ କରନ୍ତି । କମ୍ପାନୀ ନିଜର ନ୍ୟୁଜ୍‌ ଫିଡ୍‌ରେ ବଡ ପରିବର୍ତ୍ତନ କରିବାକୁ ଯାଉଛି । କମ୍ପାନୀ ନିଜର ନୂଆ ଫିଚର ଘୋଷଣା କରିଛି । ଫେସବୁକ୍‌ ନୂଆ ଫିଚର ଆଇଓଏସ୍‌ ଓ…

ଏବେ ୧୭ ବର୍ଷରେ କରିହେବ ଭୋଟର କାର୍ଡ ଆବେଦନ, ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶର ଯୁବ ଭୋଟରଙ୍କ ପାଇଁ ବଡ଼ ଖବର । ଏବେ ଭୋଟର କାର୍ଡ ତିଆରି କରିବା ପାଇଁ ୧୮ ବର୍ଷ ହେବା ଜରୁରୀ ନୁହେଁ, ବରଂ ୧୭ ବର୍ଷରେ ବି ଭୋଟର ଆଇଡି କାର୍ଡ ଆବେଦନ କରିପାରିବେ । ନିର୍ବାଚନ ଆୟୋଗ ଏହି ବଡ଼ ଘୋଷଣା…

ମିଗ୍ ବିମାନ କ୍ରାସ: ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଲା ଭଗ୍ନାଂଶ

ରାଜସ୍ଥାନ: ରାଜସ୍ଥାନରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ବାଡମେରରେ ଏକ ମିଗ ବିମାନ କ୍ରାସ ହୋଇଥିବା ନେଇ ଖବର ସାମନାକୁ ଆସିଛି । ତେବେ ଏହି ବିମାନରେ ୨ ଜଣ ପାଇଲଟ ରହିତିବା ଜଣାଯାଇଛି । ଏହି ଦୁର୍ଘଟଣାର ଭିଡିଓ ଏବେ…

ଚାକିରି ପାଇଁ ବିଦେଶକୁ ଯାଉଥିବା ବ୍ୟକ୍ତିଙ୍କୁ ସରକାରଙ୍କ ବଡ଼ ଅଫର୍, କେନ୍ଦ୍ରମନ୍ତ୍ରୀ କଲେ ଘୋଷଣା

ଯଦି ଆପଣ ମଧ୍ୟ ଚାକିରି ପାଇଁ ବିଦେଶ ଯିବାକୁ ଚାହାଁନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଆମେରିକା ଏବଂ ବ୍ରିଟେନ ସହ ସାମାଜିକ ସୁରକ୍ଷା ଚୁକ୍ତିନାମା (ଏସଏସଏ) ଉପରେ ଆଲୋଚନା କରୁଛନ୍ତି ।…

ଆରମ୍ଭ ହେଲା ଚେସ୍ ଅଲିମ୍ପିୟାଡ୍, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାଗ ନେଲାନି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେସ୍ ଅଲିମ୍ପିୟାଡ୍ ର ଉଦଘାଟନ କରିଛନ୍ତି । ତାମିଲନାଡୁର ମାମଲ୍ଲାପୁରମରେ ଆଜିଠାରୁ ୪୪ ତମ ଚେସ୍ ଅଲିମ୍ପିୟାଡ୍ ଆରମ୍ଭ ହୋଇଛି । ଏଥର ଚେସ୍ ରେ ଋଷ ଏବଂ ଚୀନ୍ ଏଥର ଭାଗ…

ଚାଷୀମାନଙ୍କୁ ମାଲାମାଲ କରିପାରେ ଗୋମୂତ୍ର: ମୁଖ୍ୟମନ୍ତ୍ରୀ ମଧ୍ୟ କରିଛନ୍ତି ବିଜନେସ, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ: ଭଲ ରୋଜଗାର ପାଇଁ କେଉଁ ବ୍ୟବସାୟ କରିବା ଉଚିତ ସେ ନେଇ ଅନେକ ଯୁବବର୍ଗ ଏବେ ଚିନ୍ତାରେ ରହିଛନ୍ତି । ବିଶେଷ କରି କୃଷକମାନେ ଏହାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି । କାରଣ ଚାଷରେ ଏବେ ବିଶେଷ ଲାଭ ହେଉ…

ଜଜମାନଙ୍କୁ ଟାର୍ଗେଟ୍ କରିବାର ଏକ ସୀମା ରହିଛି, ମିଡିଆ ରିପୋର୍ଟ ଉପରେ କ୍ଷୁବ୍ଧ ହେଲେ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଜଜଙ୍କୁ ଟାର୍ଗେଟ୍ କରିବାର ଏକ ସୀମା ରହିଛି। ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଗଣମାଧ୍ୟମକୁ ନେଇ ଏହି ଟିପ୍ପଣୀ କରିଛନ୍ତି। ଜଜଙ୍କ ପକ୍ଷରୁ ମାମଲାର ଶୁଣାଣି…

ବଢ଼ିଲା ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡ଼ୁଆ, ହାତରୁ ଗଲା ମନ୍ତ୍ରୀପଦ

ନୂଆଦିଲ୍ଲୀ: ପାର୍ଥ ଚାଟାର୍ଜୀଙ୍କ ଉପରେ ମମତା ସରକାର ବଡ଼ ଆକ୍ସନ ନେଇଛନ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ସଂପୃକ୍ତି ଜଣାପଡ଼ିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଦିଆଯାଇଛି । ପାର୍ଥ ଚାଟାର୍ଜୀ…

ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି, ଏହି ପାଖଣ୍ଡିମାନଙ୍କ ସାମ୍ନାରେ କଦାପି ନୁହେଁ: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ‘ରାଷ୍ଟ୍ରପତ୍ନୀ’ ପରି ଆପତ୍ତିଜନକ ଟିପ୍ପଣୀ କରିବା ପରେ ବିବାଦ ଘେରରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଏହାକୁ ନେଇ ମୁହାଁମୁହିଁ ବିଜେପି ଏବଂ କଂଗ୍ରେସ।…