Browsing Category
ଦେଶ ବିଦେଶ
ଭାରତ ସରକାରଙ୍କ ବଡ଼ ନିଷ୍ପତି, ବଫର ଷ୍ଟକ୍ ବୃଦ୍ଧି କରିବା ପାଇଁ ୧୦ ଲକ୍ଷ ଟନ୍ ହରଡ଼ ଡାଲି ଆମଦାନୀ କରିବେ
ନୁଆଦିଲ୍ଲୀ: ପାଣିପାଗ ଏବଂ 'ୱିଲ୍ଟ' ରୋଗ ହେତୁ ଉତ୍ପାଦନରେ ସମ୍ଭାବ୍ୟ ଅଭାବକୁ ନଜରରେ ରଖି ଡାଲିର ଘରୋଇ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଚଳିତ ବର୍ଷ (ଡିସେମ୍ବର-ନଭେମ୍ବର) ମଧ୍ୟରେ ପ୍ରାୟ ଏକ ମିଲିୟନ୍ ଟନ୍…
ଆରମ୍ଭ ହେଲା ହକି ବିଶ୍ୱକପ ମହାମୁକାବିଲା; ଜାଣନ୍ତୁ କାହା ସହ କେଉଁ ଦିନ ହେବ ଭାରତର ମୁକାବିଲା
ଭୁବନେଶ୍ୱର: ଆଉ କିଛି ସମୟ ପରେ ଆରମ୍ଭ ହେବ ହକି ବିଶ୍ୱ କପ ୨୦୨୩ର ମହା ମୁକାବିଲା । ଯାହାକୁ ନେଇ ପ୍ରସ୍ତୁତି ସରିଥିବା ବେଳେ ଖେଳାଳିମାନେ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି । ତେବେ ଏହି ମୟାଚ ଦେଖିବା ପାଇଁ…
ସମ୍ପୂର୍ଣ୍ଣ ଭାବେ ବଦଳିଯିବ ଦେଶର ମେଡିକାଲ ଶିକ୍ଷା ବ୍ୟବସ୍ଥା! NMC ନିଷ୍ପତ୍ତିକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ
ନୂଆଦିଲ୍ଲୀ: ଦେଶରେ ମେଡିକାଲ ଶିକ୍ଷାର ପୂରା ଢାଞ୍ଚା ବଦଳିବାକୁ ଯାଉଛି । ଏଣିକି ସାରା ଦେଶରେ ଏମବିବିଏସ ଶେଷ ବର୍ଷର ଗୋଟିଏ ପରୀକ୍ଷା ହେବ । ସମସ୍ତ ସରକାରୀ, ଘରୋଇ ମେଡିକାଲ କଲେଜ, ୟୁନିଭରସିଟି ଯେଉଁଠି ବି ପଢ଼ୁଥିଲେ…
ଯଦି କେନ୍ଦ୍ର ସରକାର ନିଷ୍ପତି ନେବେ, ତେବେ ଦିଲ୍ଲୀରେ ନିର୍ବାଚିତ ସରକାର କ’ଣ ପାଇଁ: ସୁପ୍ରିମକୋର୍ଟ
ନୁଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଅଧିକାରୀଙ୍କ ଭାଗ ବଣ୍ଟାକୁ ନେଇ କଡ଼ା ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ। 'ଯଦି ପ୍ରଶସନଠାରୁ ଆରମ୍ଭ କରି ସମସ୍ତ ନିଷ୍ପତି କେନ୍ଦ୍ର ସରକାରଙ୍କ ନିର୍ଦେଶରେ…
ପ୍ରସିଦ୍ଧ ହଲିଉଡ୍ ଗାୟିକା ଲିସା ମ୍ୟାରୀ ପ୍ରେସଲୀଙ୍କ ପରଲୋକ
ନୂଆଦିଲ୍ଲୀ: ହଲିଉଡ୍ ମ୍ୟୁଜିକ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର ଆସିଛି । ବିଶିଷ୍ଟ ଗାୟିକା ଲିସା ମ୍ୟାରୀ ପ୍ରେସଲୀଙ୍କ ୫୪ ବର୍ଷରେ ପରଲୋକ ଘଟିଛି । କାର୍ଡିଆକ ଆରେଷ୍ଟରେ ସେ ତାଙ୍କର ଲସ୍…
କି ଯୁଗ ହେଲା ଭାଇ! ଡ୍ରାଇଭର, ସିପାହି ପୋଷ୍ଟ ପାଇଁ ଆବେଦନ କରୁଛନ୍ତି ଡାକ୍ତରୀ, ଇଞ୍ଜିନିୟରିଂ, MBA, MCA ପ୍ରାର୍ଥୀ
ନୂଆଦିଲ୍ଲୀ: ସାଧାରଣ ଭାବେ ବଡ଼ ପୋଷ୍ଟରେ ଚାକିରି କଲେ ଅଧିକ ଦରମା, ମାନ ସମ୍ମାନ ମିଳିବା ସହିତ ସମାଜରେ ଅନେକ ଖ୍ୟାତି ରହିଥାଏ । ତେବେ ଏହିସବୁ ଭାବନା ଏବେ ବୋଧହୁଏ ଚୁଲିକୁ ଗଲାଣି । ଯଦି ଡାକ୍ତର, ଇଞ୍ଜିନିୟର…
ସାଇ ଦର୍ଶନ ପାଲଟିଲା ମହାନିର୍ବାଣ: ଅକାଳରେ ଲିଭିଗଲା ୧୦ ଭକ୍ତଙ୍କ ଜୀବନ, ଶିରିଡ଼ି ଯାତ୍ରା ସାଜିଲା କାଳ
ନୂଆଦିଲ୍ଲୀ: କଥାରେ ଅଛି ‘ବିଧିର ବିଧାନ କେ କରିବ ଆନ ।’ ଆଜି ହସଖୁସିରେ ବୁଲୁଥିବାର ସୁସ୍ଥ ମଣିଷଟି ଆସନ୍ତାକାଲିକୁ ଆରପାରିକୁ ଚାଲିଯାଉଛି । କାହାର ଆୟୁଷ କେତେବେଳେ ସରିବ ତାହା ମଣିଷ ହାତରେ ନଥାଏ । ତେବେ ଏପରି…
ଛଟେଇ ହେବେ ୩.୫ ଲକ୍ଷ କର୍ମଚାରୀ! Amazon, HP ପରି ଅନେକ କମ୍ପାନୀ ଚାକିରିଆଙ୍କ ବଢ଼ିଲା ମୁସ୍କିଲ
ନୂଆଦିଲ୍ଲୀ: ଆଇଟି କ୍ଷେତ୍ରର ଅନେକ ବଡ଼ ବଡ଼ କମ୍ପାନୀରେ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଫଳରେ ଏହା କର୍ମଚାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ଆମାଜନ କମ୍ପାନୀ ୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ କାର୍ଯ୍ୟରୁ…
ଆମେରିକାର ରାଷ୍ଟ୍ରପତିଙ୍କ ଘରୁ ମିଳିଲା ଗୋପନୀୟ କାଗଜପତ୍ର, ଆଶ୍ଚର୍ଯ୍ୟ ପ୍ରକଟ କଲେ ବିଡେନ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ବ୍ୟକ୍ତିଗତ ବାସଭବନରୁ ଗୋପନୀୟ କାଗଜପତ୍ର ଉଦ୍ଧାର କରାଯାଇଛି। ଡେଲାୱେରର ୱିଲମିଙ୍ଗଟନରେ ଥିବା ତାଙ୍କ ଘରେ ମିଳିଥିବା ଡକ୍ୟୁମେଣ୍ଟଗୁଡ଼ିକ ଓବାମା ପ୍ରଶାସନର ତାରିଖ…
ଜାତୀୟ ଗଣମାଧ୍ୟମରେ ହକି ବିଶ୍ୱକପକୁ ଉପେକ୍ଷା: କ୍ରିକେଟ ପରି ହକିକୁ ଗୁରୁତ୍ୱ ମିଳୁନି, ମୁହଁ ଖୋଲିଲେ ପୂର୍ବତନ କ୍ରୀଡ଼ାବିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲା ଦୁଇ ସହର ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ ହୋଇ ରହିଛି ।…