Browsing Category

ଦେଶ ବିଦେଶ

ଅଗ୍ନିପଥ ଯୋଜନାକୁ ନେଇ ବ୍ୟାକ୍‌ଫୁଟ୍‌ରେ କେନ୍ଦ୍ର ସରକାର, ଅଶାନ୍ତ ଯୁବକଙ୍କୁ ମନାଇବାକୁ ଚଲାଇଛନ୍ତି ପ୍ରଚେଷ୍ଟା

ନୁଆଦିଲ୍ଲୀ: ବଡ଼ ଉତ୍ସାହର ସହିତ ସରକାର "ଅଗ୍ନିପଥ' ଯୋଜନା ଘୋଷଣା କରିବା ପରେ ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଲାଗି ରହିଛି। ସଶସ୍ତ୍ର ବଳରେ ସ୍ୱଳ୍ପକାଳିନ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା…

୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ କମିଲା ଖାଇବା ତେଲ, ଆଗକୁ ହୋଇପାରେ ଅଧିକ ଶସ୍ତା

ନୁଆଦିଲ୍ଲୀ: ଗତକିଛି ମାସ ଧରି ଖାଇବା ତେଲର ଦର ସାଧାରଣ ନାଗରିକଙ୍କ ଚିନ୍ତାର କାରଣ ପାଲଟିଥିଲା। ଏବେ ତେଲର ଦରରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ନିକଟରେ ଆଦାମନୀ-ୱିଲମାର୍ ଖାଇବା ତେଲର ଦର ୧୦ ଟଙ୍କା ପ୍ରତି…

ଫେସବୁକରେ ଭାଙ୍ଗିଲା ବନ୍ଧୁତା: ଘରେ ପଶି ମା’ ଏବଂ ଝିଅଙ୍କ ସହ ଏମିତି କଲା ଯୁବକ

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣକ ଘରେ ପଶି ମା ଏବଂ ଝିଅଙ୍କ ଉପରେ ଅତ୍ୟାଚାର କରିଛି ସରଫିରା ଯୁବକ । ତେବେ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଫେସବୁକରେ…

୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦରେ କରିପାରିବେ ବିବାହ: ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ-ହରିଆଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ, ୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦର ପୁଅର ସହ ବିବାହ କରିପାରିବେ । ଏହା ସହ ୧୬…

ଜାମ୍ମୁକାଶ୍ମୀରରେ ସୁରକ୍ଷା ବାହିନୀ ପାଇଁ ବଡ ସଫଳତା, କୁପୱାଡା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆଲଆଉଟ୍ ଜାରି ରହିଛି। ଜାମ୍ମୁ-କାଶ୍ମୀର ପୋଲିସ ସୂଚନା ଅନୁସାରେ କୁପୱାଡା ଏବଂ କୁଲଗାମରେ ଚାଲିଥିବା ଦୁଇଟି ଆତଙ୍କବାଦ ବିରୋଧୀ ଅପରେଶନରେ ଦୁଇ ପାକିସ୍ତାନୀ ଆତଙ୍କୀଙ୍କ…

ପେଗାସସ୍‌ ପରେ ହାର୍ମିଟ୍‌ ସ୍ଫାଏୱେୟର ବିପଦ, ଲୋକଙ୍କ ଅଜାଣତରେ ଡାଟା ଓ କଲ୍‌କୁ ଗୁପ୍ତ ଭାବେ ଯାଞ୍ଚ କରୁଛି…

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଏୱେୟର ନାମ ତ ଆପଣ ନିଶ୍ଚିତ ଶୁଣିଥିବେ । ଲୋକଙ୍କ ସ୍ମାର୍ଟଫୋନ୍‌ରେ ଡାଟା, କଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାକୁ ଗୁପ୍ତରେ ତଦନ୍ତ କରିବାକୁ ନେଇ ଭାରତରେ ଖୁବ୍‌ ହଙ୍ଗାମା ହୋଇଛି ।…

ଚାଲିଥିଲା ରିସେପସନ୍‌ ପାର୍ଟି, ମଞ୍ଚ ଉପରେ କନିଆଁକୁ ମାଡ଼ ମାରିଲା ବର, ସୋଶାଲ ମିଡିଆରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ:  ଜମିଥିଲା ଖଚାଖଚ ଭିଡ । ଉପସ୍ଥିତ ଥିଲେ ସମସ୍ତ ଅତଥିଗଣ । ମଞ୍ଚ ଉପରେ ଠିଆ ହୋଇଥିଲେ ବର କନ୍ୟା । ଚାଲିଥିଲା ରିସେପସନ୍‌ ପାର୍ଟି । ଭୋଜିଭାତ ନାଚ ଗୀତରେ ମସଗୁଲ ଥିଲେ ସମସ୍ତେ । ଏତିକି ବେଳେ ହଠାତ୍‌…

ଆକାଶରେ ହୋଇଗଲା ଅଘଟଣ: କାହିଁକି ଅଧାରୁ ଫେରିଲା ଇଣ୍ଡିଗୋ ବିମାନ?

ନୂଆଦିଲ୍ଲୀ: ମଝି ଆକାଶରୁ ପ୍ରତ୍ୟାବର୍ତ୍ତନ କରିଛି ଇଣ୍ଡିଗୋ ବିମାନ । ଦିଲ୍ଲୀ ଯାଉଥିବା ସମୟରେ ଅଘଟଣ ଘଟିଯିବାରୁ ବାଧ୍ୟ ହୋଇ ବିମାନ ଫେରି ଆସିଛି । ବିମାନ ସହ ଏଭଳି ଏକ ଅଘଟଣ ଘଟିବା ପରେ ଦିଲ୍ଲୀ ପରିବର୍ତ୍ତେ…

ମ୍ୟୁଜିକ୍ କନସର୍ଟ ସମୟରେ ଆଖିବୁଜା ଗୁଳିମାଡ଼, ପୋଲିସ ସମେତ ଅନେକ ଲୋକ ଆହତ

ନୁଆଦିଲ୍ଲୀ: ଆମେରିକାରେ ପୁଣି ସର୍ବସାଧାରଣ ସ୍ଥାନରେ ଗୁଳିକାଣ୍ଡର ଖବର ଆସିଛି। ୱାଶିଂଟନ୍ ଡିସିରେ ହ୍ୱାଇଟ୍ ହାଉସ୍ ନିକଟରୁ ପ୍ରାୟ ତିନି କିଲୋମିଟର ଦୁରରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ପୋଲିସ କର୍ମିଙ୍କ ସମେତ…

ଆସାମରେ ବନ୍ୟା ସ୍ଥିତି ସାଂଘାତିକ: ୪୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୨୪ ଘଣ୍ଟାରେ ୯ ମୃତ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ରବିବାର ଦିନ ଆହୁରି ବିଗିଡ଼ିଯାଇଛି, ଫଳରେ ୩୩ ଜିଲ୍ଲାରେ ପ୍ରାୟ ୪୨.୨୮ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ସବୁଆଡ଼େ ହାହାକାର ପଡ଼ିଯାଇଛି । ସାରା ରାଜ୍ୟକୁ ବର୍ଷା ଓ ବନ୍ୟା…