Browsing Category

ଦେଶ ବିଦେଶ

ମସ୍କଙ୍କ ବଡ ଘୋଷଣା, Twitter କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି Trump

ଟେସଲା ସିଇଓ ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ନୂଆ ନୂଆ ରୁଲ ପରିବର୍ତ୍ତନ କରିଛନ୍ତି। ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନରୁଦ୍ଧାର ବିଷୟରେ ଆଲୋଚନା ହେଉଥିବା ବେଳେ…

ଆଉ ନାହାନ୍ତି ପ୍ରସିିଦ୍ଧ ଅଭିନେତ୍ରୀ ତବସୁୁମ: ୭୮ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଟକ୍ ସୋ ହୋଷ୍ଟ ତବସୁମଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ତବସୁମ ୭୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ଖବର ଅନୁଯାୟୀ, ତବସୁମଙ୍କର ହୃଦଘାତ…

ଅବସରପ୍ରାପ୍ତ IAS ଅଫିସର ଅରୁଣ ଗୋଏଲ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଅବସରପ୍ରାପ୍ତ IAS ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଦେଶର ସର୍ବୋଚ୍ଚ ସଂସ୍ଥାର ତୃତୀୟ ପଦବୀ ପ୍ରାୟ ୩ ମାସ…

ଓଡ଼ିଶା କ୍ୟାଡରର ୩ IASଙ୍କୁ କେନ୍ଦ୍ରରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ୟାଡରର ୩ ଆଇଏଏସଙ୍କୁ କେନ୍ଦ୍ରରେ ଦାୟିତ୍ୱ ଦେଇଛନ୍ତି ସରକାର । ସଞ୍ଜୟ ରସ୍ତୋଗି ହୋଇଛନ୍ତି ରସାୟନ ଓ ସାର ମନ୍ତ୍ରାଳୟର ଅତିରିକ୍ତ ସଚିବ । ଏହା ସହ କୃଷି ମନ୍ତ୍ରାଳୟର ଅତିରିକ୍ତ…

ଖାଦ୍ୟ ଡେଲିଭରୀ ପାଇଁ ସିଙ୍ଗାପୁରରୁ ଆଣ୍ଟାର୍କଟିକା: ୩୦ ହଜାର କିଲୋ ମିଟର ଦୂରରେ ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରୀର ଆଶ୍ଚର୍ଯ୍ୟକର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ । ନିକଟରେ ଜଣେ ମହିଳା ଚର୍ଚ୍ଚା କୁ ଆସିଛନ୍ତି କାରଣ ସେ ଖାଦ୍ୟ ବିତରଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସିଙ୍ଗାପୁରର…

‘ଗଡକରୀ ଏକ ନୂତନ ଆଦର୍ଶ’ ଛତ୍ରପତି ଶିବାଜୀ ପୁରୁଣା କଥା’, କହି ପୁଣି ବିବାଦରେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର: ଛତ୍ରପତି ଶିବାଜୀଙ୍କ ଉପରେ ବୟାନ ଦେଇ ପୁଣି ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ଏକ କାର୍ଯ୍ୟକ୍ରମରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରାତନ ଯୁଗର ବିଷୟରେ କହିଥିଲେ ଏବଂ ନିତିନ ଗଡକରୀ…

ପାକିସ୍ତାନକୁ ପୁଣି ବୋକା ବନାଇଲା ଚୀନ: ଗ୍ୱାଦର ବନ୍ଦର ଦ୍ୱାରା ଲୋକଙ୍କ ମିଳୁନି ଲାଭ

ନୂଆଦିଲ୍ଲୀ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନକୁ ଚୀନ ପୁଣିଥରେ ବୋକା ବନାଇଛି । ପାକିସ୍ତାନର ଗ୍ୱାଦର ବନ୍ଦରରେ ଆର୍ଥିକ ଉନ୍ନତି ଆଣିବା ପାଇଁ ଚୀନ ପ୍ରତିଶ୍ରୁତି ଦେଇଥିଲା । ପାକିସ୍ତାନ ସରକାରଙ୍କୁ…

ୟୁକ୍ରେନ୍ ସୈନ୍ୟଙ୍କ ନୃଶଂସ କାଣ୍ଡ: ସରେଣ୍ଡର କରିଥିବା ନିରସ୍ତ୍ର ଋଷୀୟ ସୈନ୍ୟଙ୍କୁ ନିର୍ମମ ଭାବେ କଲେ ହତ୍ୟା

ନୂଆଦିଲ୍ଲୀ: ୟୁକ୍ରେନ୍ ୧୦ରୁ ଅଧିକ ଋଷୀୟ ସୈନିକଙ୍କୁ ଯୁଦ୍ଧ ବନ୍ଦୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛି ଋଷ । ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ୟୁକ୍ରେନ୍ ସୈନ୍ୟମାନେ ଋଷର ନିରସ୍ତ୍ର ଯବାନଙ୍କୁ ନିର୍ମମ ଭାବେ…

(Video) ଶ୍ରଦ୍ଧା ହତ୍ୟା ମାମଲା: CCTV ଫୁଟେଜରେ ବ୍ୟାଗ ନେଇ ଯାଉଥିବା ନଜର ଆସିଲା ଅଫତାବ, ସେଥିରେ ଶ୍ରଦ୍ଧାଙ୍କ ଶରୀରର ଅଙ୍ଗ ଥିବା ପୋଲିସ…

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଗତ ମାସ ସକାଳେ ବ୍ୟାଗ ଧରି ତାଙ୍କ ଘର ବାହାରେ ବୁଲୁଥିବାର ନଜର ଆସିଥିଲା । ସିସିଟିଭି ଫୁଟେଜରୁ ଏହାର ଖୁଲାସା ହୋଇଛି । ସନ୍ଦେହ…

ବିରଳ ରୋଗ ପାଇଁ ମୁହଁରେ ଉଠିଲା ମାତ୍ରାଧିକ ଚୁଟି: ନିକଟକୁ ଆସିବାକୁ ଭୟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ବେଳେବେଳେ ଲୋକମାନେ ଏପରି ଅଜଣା ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଯେ, ଡାକ୍ତର ସେହି ରୋଗ ବିଷୟରେ କିଛି ଜାଣି ପାରନ୍ତି ନାହିଁ । ଫଳରେ ପିଡ଼ିତ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ତେବେ…