Browsing Category
ଦେଶ ବିଦେଶ
ଜି-୨୦ ଶିଖର ସମ୍ମିଳନୀରେ ମିଳିତ ଜାତିସଂଘକୁ ମୋଦିଙ୍କ କଟାକ୍ଷ: ଆମେରିକା- ୟୁରୋପକୁ ଦେଲେ ଏପରି ପରାମର୍ଶ
ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡୋନେସିଆ ବାଲିରେ ୨ ଦିନ ଧରି ଏ-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସେଠାରେ ଭାରତ ସମେତ ୧୦ ପ୍ରମୁଖ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଅଛନ୍ତି । ଏହି ସମ୍ମୀଳନୀରେ ଭାରତର ପ୍ରଧାନମନ୍ତ୍ରୀ…
ମିଜୋରାମରେ ଖସିପଡିଲା ପଥର ଖଣି, ଆଠ ଶ୍ରମିକ ମୃତ୍ୟୁ ଓ ଚାରି ନିଖୋଜ
ଆଇଜାୱଲ୍: ସୋମବାର ଦିନ ମିଜୋରାମ ପଥର ଖଣି ଭୁଷୁଡି ପାଡିବାର ଘଟାଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ୧୨ଜଣ ମଜୁରିଆ ଫଶିଯାଇଥିଲେ । ଏପର୍ଯ୍ୟନ୍ତ ୮ଟି ଶବ ଉଦ୍ଧାର କରାଯାଇଛି, ଏଥିରୁ ୩ଜଣଙ୍କ ଶରୀର ପୁରା ଖଣ୍ଡବିଖଣ୍ଡିତ…
ଆତ୍ମହତ୍ୟା କଲେ ଓଡ଼ିଆ RAW ଅଫିସର! ଡିପ୍ରେସନ୍ କାରଣ ହୋଇପାରେ ବୋଲି ସନ୍ଦେହ
ନୂଆଦିଲ୍ଲୀ: ଭାରତୀୟ ଗୁଇନ୍ଦା ସଂସ୍ଥା (RAW)ର ଓଡ଼ିଆ ଅଫିସର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଦିଲ୍ଲୀ ସ୍ଥିତ ଅଫିସର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ RAW ଅଫିସରଙ୍କ ନାଁ…
ବେଆଇନ୍ ଧର୍ମାନ୍ତରଣ ଦେଶର ସୁରକ୍ଷା ପ୍ରତି ବିପଦ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଚାପ, ପ୍ରତାରଣା କିମ୍ବା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଏକ ଗୁରୁତର ମାମଲା ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ଏହା କେବଳ ଧାର୍ମିକ ସ୍ୱାଧୀନତାର ଅଧିକାର ବିରୁଦ୍ଧରେ ନୁହେଁ ବରଂ…
ଆମେରିକାରେ ପୁଣି ଆଖିବୁଜା ଗୁଳିବର୍ଷା: ୩ ମୃତ, ୨ ଆହତ
ନ୍ୟୁୟର୍କ: ଆମେରିକାରେ ପୁଣି ଥରେ ଆଖିବୁଜା ଗୁଳିବର୍ଷଣର ଖବର ଆସିଛି । ଆମେରିକାର ଭର୍ଜିନିଆ ୟୁନିଭରସିଟି(ୟୁଭିଏ)ରେ ଏହି ଗୁଳି ବିନିମୟ ହୋଇଛି ଯେଉଁଥିରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଦୁଇ ଜଣ ଆହତ ହୋଇଛନ୍ତି ।…
ଟ୍ୱିଟର- ଫେସବୁକ ପରେ ଆମାଜନରେ ବଡ ଛଟେଇ, ସଂଖ୍ୟାଧିକ କର୍ମଚାରୀଙ୍କୁ କାଢିବା ନେଇ ଚାଲିଛି ପ୍ରସ୍ତୁତି
ହାଇଦ୍ରାବାଦ: ଆଗକୁ ଆମାଜନ କମ୍ପାନୀର ଦଶ ହଜାର କମୀଚାରୀଙ୍କୁ କଢାଯିବା ନେଇ ପ୍ରସ୍ତୁତି ଚାଲିଛି । ଟ୍ୱିଟର ଓ ମେଟା କମ୍ପାନୀର ଦୁନିଆରୁ ଲୋକମାନଙ୍କ ଚାକିରୀ ଉପରେ ଘୋର ସଙ୍କଟ ଦେଖାଦେଇଛି । ତେବେ ସୋମବାର ଦିନ…
‘ବୟଫ୍ରେଣ୍ଡ ହୁଅ, ୫୭ ଲକ୍ଷ ଟଙ୍କା ଦରମା ନିଅ’: କୋଟିପତି ମହିଳାଙ୍କୁ ମିଳିଲା ନୂଆ ପ୍ରେମ
ନୂଆଦିଲ୍ଲୀ: ୧୭ ବର୍ଷ ବୟସରେ କୋଟିପତି ହୋଇଥିବା ଯୁବତୀଙ୍କ ଲଭଷ୍ଟୋରୀ ଏବେ ଭାଇରାଲ ହେବାରେ ଲାଗିଛି । ଯୁବତୀଙ୍କ ନାଁ ଜେନ ପାର୍କ ହୋଇଥିବା ବେଳେ ତାଙ୍କୁ ଏବେ ୨୬ ବର୍ଷ ବୟସ ହୋଇସାରିଛି । ଜେନ୍ ନିଜ ପ୍ରେମିକ ସହ…
ସ୍କୁଲ ପିଲାମାନଙ୍କୁ ଆର୍ଥିକ ଶିକ୍ଷାର ABCD ଶିଖାଇବ RBI; ସିଲାବସ୍ ପ୍ରସ୍ତୁତ, ଜାଣନ୍ତୁ କେବେ ହେବ କାର୍ଯ୍ୟକାରୀ ?
ନୂଆଦିଲ୍ଲୀ: ଏବେ ସ୍କୁଲରେ ପିଲାମାନେ ପଢିବେ ଅର୍ଥନୀତି ପାଠ। ସହିତ ବିଦ୍ୟାଳୟ ଶିକ୍ଷା ବୋର୍ଡ ପାଇଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ତିନୋଟି ରାଜ୍ୟ…
ଆଜିର ସ୍ୱପ୍ନ ଆସନ୍ତାକାଲି ବାସ୍ତବତାରେ ପରିଣତ ହେବ, ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଶିଶୁ ଦିବସ ଅବସରରେ ଆଜି ସକାଳେ (ନଭେମ୍ବର ୧୪, ୨୦୨୨) ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତି ଭବନ କଲ୍ଚରାଲ୍ ସେଣ୍ଟର (ଆରବସିସି) ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏହି…
ସ୍କୁଲ ବସ୍ ଓଲଟିବାରୁ ବଡ଼ ଦୁର୍ଘଟଣା: ୨ ଜଣଙ୍କର ମୃତ୍ୟୁ, ଅନେକ ଗୁରୁତର
ଡେରାଡୁନ୍: ଉତ୍ତରାଖଣ୍ଡର ସିତାରଗଞ୍ଜରେ ଏକ ସ୍କୁଲ ବସ୍ ଓଲଟିପଡ଼ିଛି । ଏହି ଦୁର୍ଘଟଣାରେ ଜଣେ ଶିକ୍ଷକ ଓ ଜଣେ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ସମୟରେ ବସରେ ୫୧ ଜଣ…