Browsing Category

ଦେଶ ବିଦେଶ

(Video) ନିୟନ୍ତ୍ରଣ ହରାଇ ବାଇକକୁ ଜୋରଦାର୍ ଧକ୍କା ଦେଲା କାର୍, ହେଲେ ବି ଡେଇଁପଡ଼ି ଠିଆହୋଇଗଲା ଡ୍ରାଇଭର

ନୂଆଦିଲ୍ଲୀ: ୟୁପୀର ସମ୍ଭଲରେ ଘଟିଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ଏକ ଅନିୟନ୍ତ୍ରିତ କାର ଆଗରୁ ଆସୁଥିବା ବାଇକକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ,…

ରପ୍ତାନି ବନ୍ଦ ସତ୍ୱେ ଗହମର ମୂଲ୍ୟ ବୃଦ୍ଧିରେ ଲାଗୁନି ରୋକ, ମୂଲ୍ୟ ହ୍ରାସ କରିବାକୁ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର

ନୂଆଦିଲ୍ଲୀ: ଦେଶରେ ଦେଖା ଦେଇଛି ଗହମ ଅଭାବୀ ସଙ୍କଟ, ଏହି କାରଣରୁ ଗହମର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ମେ ୨୦୨୨ ରେ, ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ହେତୁ ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ମେ…

ବୃଦ୍ଧି ପାଇଲା ଶିଳ୍ପ ଉତ୍ପାଦନ, ପୁଣି ହ୍ରାସ ପାଇଲା ବୈଦେଶିକ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ତାର କଳା ବାଦଲ ଛାଇଥିବା ବେଳେ ସେପ୍ଟମ୍ବର ମାସରେ ଭାରତର ଉଦ୍ୟୋଗିକ ଉତ୍ପାଦନ(ଆଇଆଇପି) ଗତ ବର୍ଷ ସମାନ ମାସ ତୁଳନାରେ ୩.୧ ପ୍ରତିଶତ ବୃଦ୍ଧି ପାଇଛି । ସରକାର ତଥ୍ୟ ଅନୁସାରେ…

ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗ ଦେଲେ ଆଦିତ୍ୟ ଠାକରେ

ମହାରାଷ୍ଟ୍ର: ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ମହାରାଷ୍ଟ୍ରର ପୁର୍ବତ୍ତନ ମନ୍ତ୍ରୀ ଆଦିତ୍ୟ ଠାକରେ ଶୁକ୍ରବାର ହଙ୍ଗୋଲିର କଲମନୂରୀରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଛନ୍ତି । ଆଦିତ୍ୟ ଠାକରେ…

ଖେଳ କରିଦେଲା ଭାରତ: ଯୁଦ୍ଧ ମଧ୍ୟରେ ରୁଷଠାରୁ ଶସ୍ତାରେ ତେଲ କିଣି ଆମେରିକାକୁ ମହଙ୍ଗାରେ ବିକ୍ରି କଲା

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱ ଉପରେ ଗମ୍ଭୀର ଭାବେ ପ୍ରଭାବ ପକାଇଛି। ଯୁଦ୍ଧ ଆରମ୍ଭରୁ ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ଋଷ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ତେବେ…

୨୦୨୨ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କଲା ମୁଡିଜ୍

ନୂଆଦିଲ୍ଲୀ: ରେଟିଂ ଏଜେନ୍ସି ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଦିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୭.୭ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଛି। ଦେଶ ଭିତରେ ବୃଦ୍ଧି ପାଉଥିବା ସୁଧ ହାର ଏବଂ…

NPSରେ ଜମା ହୋଇଥିବା ଅର୍ଥ ଉପରେ ଅର୍ଥମନ୍ତ୍ରୀଙ୍କ ବଡ ବୟାନ, ଜାଣନ୍ତୁ ଓପିଏସ୍ ସମ୍ବନ୍ଧରେ କ’ଣ ରହିଛି ସରକାରଙ୍କ ଆଭିମୁଖ୍ୟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ରାଷ୍ଟ୍ରୀୟ ପେନଶନ ଯୋଜନା(NPS)ରେ ଜମା କରୁଥିବା ବ୍ୟକ୍ତିଙ୍କର ଅଟେ। ଏବଂ ଆଇନ୍ ଅନୁଯାୟୀ ରାଜ୍ୟ ସରକାର ଏହାକୁ ନେଇ ପାରିବେ ନାହିଁ । ଅର୍ଥମନ୍ତ୍ରୀ…

୯ ବର୍ଷ ପରେ ଧ୍ୱଂସ ହେବ ପୃଥିବୀ ! ଜଳବାୟୁ ପରିବର୍ତ୍ତନ ରିପୋର୍ଟକୁ ନେଇ ବଢିଲା ଭୟ

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ଦେଶ ନିଜର ଉନ୍ନତୀ ପାଇଁ ପରିବେଶ ନଷ୍ଟ କରିବା ଲାଗିଛି । ଫଳରେ ଏହା ପୃଥିବୀ ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଉଛି । ଯେଉଁ କାରଣରୁ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା…

ଚର୍ଚ୍ଚାରେ  ଏୟାରଟେଲର ୯୯ଟଙ୍କା ପ୍ଲାନ, ୨୮ଦିନ ଭାଲିଡିଟି ସହ ହାଇସ୍ପିଡ ଇଣ୍ଟରନେଟର ମଜା

ବାଙ୍ଗାଲୁରୁ: ଆପଣ ଏୟାରଟେଲ ସିମ ବ୍ୟବହାର କରୁଛନ୍ତି କି? ତେବେ ଗୋଟେ ମାସ ପାଇଁ କେଉଁ କେଉଁ ଭାଲିଡିଟି ପ୍ଲାନ ସହ ଶସ୍ତାରେ କିପରି ରିଚାର୍ଜ କରାଇବେ ତାହା ଜାଣି ରଖନ୍ତୁ । ଏୟାରଟେଲର କଲିଂ ପ୍ଲାନ ସହ ଡାଟା ଓ…

ରାଜୀବ ଗାନ୍ଧି ହତ୍ୟା ମାମଲା: ଜେଲରୁ ମୁକ୍ତ ହେବେ ନଳିନୀ ସମେତ ସମସ୍ତ ୬ ଦୋଷୀ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ଏହି ମାମଲାରେ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯିବ । ନଳିନୀ ଶ୍ରୀହରନଙ୍କ ସମେତ ଅନ୍ୟ…