Browsing Category
ଦେଶ ବିଦେଶ
ଡାକ୍ତରଖାନାରେ ପହଞ୍ଚିଲେ ଆଲିଆ ଏବଂ ରଣବୀର, ଦମ୍ପତିଙ୍କୁ ଦେଖି ପ୍ରଶଂସକଙ୍କ ବଢୁଛି ଉତ୍ସାହ
ମୁମ୍ବାଇ: କପୁର ପରିବାରରେ ଖୁସି ଏବଂ ଉତ୍ସାହର ବାତାବରଣ ରହିଛି। କାରଣ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ସେମାନଙ୍କର ପ୍ରଥମ ଶିଶୁକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଉଭୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଡାକ୍ତରଖାନା…
ବିଆଇଏସ୍ ମାନାଙ୍କ ବିନା ପ୍ରେସର କୁକର ବିକ୍ରି କରୁଥିବା କ୍ଲାଉଡଟେଲଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ
ନୂଆଦିଲ୍ଲୀ: ମୁଖ୍ୟ କମିଶନର ଶ୍ରୀମତୀ ନିଧି ଖରେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) କ୍ଲାଉଡଟେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ)…
୧୮ ବର୍ଷ ଛାତ୍ରୀଙ୍କ ପ୍ରେମରେ ପଡିଲେ ଶିକ୍ଷକ, ପ୍ରେମ ପାଇଁ ଚାଲି ଗଲା ଚାକିରୀ
ଜଣେ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଭଲ ପାଉଥିଲେ। ସେ ଛାତ୍ରୀ ଜଣଙ୍କ ପାଇଁ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ଛାଡି ଘରୁ ଅଲଗା ମଧ୍ୟ ହୋଇଗଲେ। ପ୍ରେମ ଏତେ ଆଗକୁ ବଢ଼ିଲା ଯେ ଶିକ୍ଷକ ଛାତ୍ରୀଙ୍କୁ ବିବାହ ମଧ୍ୟ କରିଥିଲେ।…
ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ସିଡନୀ ପୋଲିସ
ନୁଆଦିଲ୍ଲୀ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ। ଦୁଷ୍କର୍ମ ଅଭିଯୋଗରେ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ଜାଣିବାକୁ ମିଳିଛି ଯେ ନଭେମ୍ବର ୨ ରେ ଜଣେ…
ତିନି ମାସ ମଧ୍ୟରେ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି ଫୋନ ପେ’; ସହରାଂଚଳ ଠାରୁ ଏବେ ଗ୍ରାମାଂଚଳ ସବୁ ଠାରେ ବଢୁଛି ଚାହିଦା
ମୁମ୍ବାଇ: ଭାରତର ଅଗ୍ରଣୀ ଫିନ୍ ଟେକ ପ୍ଲାଟଫର୍ମ ଫୋନପେ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମଗ୍ର ଭାରତରେ ମର୍ଚାଂଟ ପାର୍ଟନରମାନଙ୍କୁ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି । ଶୁଭାରମ୍ଭ ହେବାର ମାତ୍ର ୩ ମାସ…
ମୋର୍ବି ବ୍ରିଜ୍ ଦୁର୍ଘଟଣାର ନୂଆ ଖୁଲାସା: ୨ କୋଟିର କାମକୁ ମାତ୍ର ୧୨ଲକ୍ଷ ଟଙ୍କାରେ ସାରି ଦିଆଯାଇଥିଲା
ଅହମ୍ମଦାବାଦ: ଗୁଜୁରାଟର ମୋର୍ବିରେ ହୋଇଥିବା ବ୍ରିଜ ଦୁର୍ଘଟଣାର ତଦନ୍ତରେ ଦିନକୁ ଦିନ ନୂଆ ଖୁଲାସା କରାଯାଉଛି । ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଓରେୱା ବ୍ରିଜର ମରାମତି ପାଇଁ ୨ କୋଟି ଟଙ୍କା ମିଳିଥିଲା ।…
୯ରୁ ନୂତନ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ୨୦୨୩ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାରାଦେଶରେ ନଭେମ୍ବର ୯ ତାରିଖରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଏହା ଡିସେମ୍ବର ୮ ତାରିଖ…
ଅଲଗା ହୋଇଯିବେ ଷ୍ଟାର ଦମ୍ପତି ସାନିଆ-ଶୋଏବ! ପାକିସ୍ତାନୀ ମିଡ଼ିଆରେ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାନିଆ-ଶୋଏବଙ୍କୁ ନେଇ ପାକିସ୍ତାନୀ ମିଡ଼ିଆରେ ଏକ ବଡ଼ଧରଣର ଚର୍ଚ୍ଚା ହେଉଛି । ଗତ ୨୦୧୦ରେ…
KGF Star ରକିଭାଇଙ୍କ ଷ୍ଟାରଡମ୍ ଆକାଶକୁ ଛୁଇଁଛି: ବାପା କିନ୍ତୁ ଆଜି ବି ବସ୍ ଡ୍ରାଇଭିଂ କରୁଛନ୍ତି!
ନୂଆଦିଲ୍ଲୀ: କେଜିଏଫ ଷ୍ଟାର ୟଶ ଓରଫ ରକିଭାଇଙ୍କୁ କିଏ ବା ନ ଜାଣେ । କେଜିଏଫ ଫିଲ୍ମ ମାଧ୍ୟମରେ ଖୁବ୍ କମ୍ ସମୟରେ ସାଉଥ ଷ୍ଟାର ୟଶ ନିଜର ଏକ ସ୍ୱତନ୍ତ୍ର ଷ୍ଟାରଡମ୍ ତିଆରି କରିବାରେ ସକ୍ଷମ ହୋଇଥିଲେ । କେଜିଏଫ ପାଇଁ…
ସାଇରସ୍ ମିସ୍ତ୍ରୀ ଦୁର୍ଘଟଣା: ମହିଳା ଗାଡ଼ି ଚାଳକଙ୍କ ନାମରେ ଦାୟର ହେଲା ମାମଲା
ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ଏହି ମାମଲାରେ ପୋଲିସ ଗାଡ଼ି ଡ୍ରାଇଭର ଅନହିତା ପଣ୍ଡୋଲାଙ୍କ ନାମରେ କେସ୍ ଦାୟର କରିଛି । ଦୁର୍ଘଟଣା…