CHARIDHAM
Browsing Category

ଦେଶ ବିଦେଶ

ଏବେ ବିଶ୍ୱ ଦେଖିବ ଭାରତର ଶକ୍ତି: ତେଜସକୁ ନେଇ ସୂଚନା ମାଗୁଛି ୧୬ ଦେଶ, ଜାଣନ୍ତୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତରେ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ(LCA) ତେଜସ ଏମକେ୨ ପ୍ରସ୍ତୁତି ଜାରି ରହିଛି । ଏହାର ପ୍ରସ୍ତୁତି ଆହୁରି ଜୋରଦାର କରିବା ପାଇଁ ଯୋଜନା କରାଯାଉଛି । ତେବେ ଭାରତକୁ ବର୍ତ୍ତମାନ ୧୬ଟି ଦେଶ ତେଜସକୁ ନେଇ…

Red Bull owner Death:୭୮ ବର୍ଷ ବୟସରେ ଆଖିବୁଝିଲେ ରେଡ ବୁଲର ସହ ପ୍ରତିଷ୍ଠାତା ଡିଟ୍ରିଚ

ନୂଆଦିଲ୍ଲୀ: ଏନର୍ଜୀ ଡ୍ରିଙ୍କସ୍ କମ୍ପାନୀର ସହ ପ୍ରତିଷ୍ଠାତା ତଥା ରେଡ ବୁଲ ଫର୍ମୁଲା ୱାନର ରେସିଂ ଦଳର ପ୍ରତିଷ୍ଠାତାଙ୍କ ଦେହାନ୍ତ ହୋଇ ଯାଇଛି । ଅଷ୍ଟ୍ରିଆର ବିଲିୟନିୟର ଡିଟ୍ରିଚ ମ୍ୟାଟେଚିଜଙ୍କ ଦେହାନ୍ତ ହୋଇଛି।…

ମୋଦୀଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; ୭୫ହଜାର ଯୁବ ମାନଙ୍କୁ ମିଳିବ ନିଯୁକ୍ତି

ମୁମ୍ବାଇ: ମୋଦୀଙ୍କ ପଥରେ ସିନ୍ଦେ । ପ୍ରଧାନମନ୍ତ୍ରୀ ରୋଜଗାର ମେଳାର ନିଷ୍ପତ୍ତି ଶୁଣାଇବା ପରେ ଏବେ ସିନ୍ଦେ ମଧ୍ୟ ଏହାର ଡାକରା ଦେଇ ଦେଇଛନ୍ତି । ମହାରାଷ୍ଟ୍ର ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ଯୁବ ମାନଙ୍କ…

ଆଉ କିଛି ଘଣ୍ଟା ପରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା, ବର୍ଷା ଭାଙ୍ଗିନଦେଉ ଦର୍ଶକଙ୍କ ହୃଦୟ

ମେଲବୋର୍ଣ୍ଣ: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ମୁହାଁମୁହିଁ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ବହୁପ୍ରତୀକ୍ଷିତ ଏହି ମୁକାବିଲା ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ…

ଧମାକାଦାର ଅଫର ନେଇ ଆସିଛି ଆମାଜନ: ଜାଣନ୍ତୁ କେଉଁ ପ୍ରଡକ୍ଟରେ ପାଇବେ ଫାଇଦା

ମୁମ୍ବାଇ: ଫେଷ୍ଟିଭ ସିଜନରେ ଜବରଦସ୍ତ ଧମାକା ଅଫର ନେଇ ଆସିଛଇ ଅନଲାଇନ ସପିଙ୍ଗ ଆପ ଆମାଜନ । ବିଭିନ୍ନ ପ୍ରଡକ୍ଟରେ ରିହାତି ସହିତ ଅନ୍ୟାନ୍ୟ ଅଫର ପ୍ରଦାନ କରୁଛଇ ଏହି କମ୍ପାନୀ । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ…

ISROକୁ ବଡ଼ ସଫଳତା ;ପ୍ରଥମ ବ୍ୟବସାୟୀକ ମିଶନ ସଫଳ

ନୂଆଦିଲ୍ଲୀ :ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଐତିହାସିକ ସଫଳତା ହାସଲ କରିଛି । ଇସ୍ରୋ ରବିବାର ଦିନ ଏଠାରେ ଥିବା ମହାକାଶ କେନ୍ଦ୍ରରୁ ଭାରୀ ରକେଟ୍ LVM-3-M2 / OneWeb India-1 କୁ ସଫଳତାର ସହ ଲଞ୍ଚ କରିଛି…

ଛାତି ପାଖ ଶ୍ୱାସନଳୀରେ ଅଟକି ରହିଥିଲା ୧.୫ ସେମିର ଲୁହା ନଟ୍: ଏମିତି ବାହାର କଲେ ଡାକ୍ତର

ଶ୍ୱାସନଳୀରୁ ବାହାରିଲା ଲୁହା ନଟ୍ । ଜଣେ ବ୍ୟକ୍ତିଙ୍କର ଛାତି ପାଖ ଶ୍ୱାସନଳୀରୁ ୧.୫ ସେଣ୍ଟିମିଟରର ଏକ ଲୁହା ନଟ୍ ବାହାରିଥିବା ଦେଖାଯାଇଛି । ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ ବିରଳ ଘଟଣା ଘଟିଛି । ଜଣେ…

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ: ମିଳିଲା ୧୦୦ ସାଂସଦଙ୍କ ସମର୍ଥନ!

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ଆକଳନ ଅରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଖବର ଆସୁଛି ଯେ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ…

Video: ସାଇକେଲ ଚଳାଉଥିବା ଝିଅ ଉପରେ ମାଡ଼ିଗଲା କାର୍, ଭଗବାନ ବଞ୍ଚାଇଦେଲେ ଜୀବନ

ନୂଆଦିଲ୍ଲୀ: ଗାଁ ମାନଙ୍କରେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ଛୋଟ ପିଲାମାନେ ଦାଣ୍ଡ ଦୁଆରେ ବୁଲୁଥାନ୍ତି। ସେମାନଙ୍କର କୌଣସି କଥା ପ୍ରତି ଭୟ ନଥାଏ। କାରଣ ପାଖରେ ତାଙ୍କର ଘର ରହିଥାଏ। କିନ୍ତୁ ଅନେକ ସମୟରେ ପିଲା ଏବଂ…

ଦୀପାବଳିରେ ସ୍ୱାସ୍ଥ୍ୟ ବିଭାଗର ନିଆରା ଅଫର: ଯକ୍ଷ୍ମା ରୋଗୀଙ୍କୁ ଆଣ, ୫୦ ହଜାର ପୁରସ୍କାର ନିଅ

ଆଗ୍ରା: ଆଗ୍ରା ମାଲୱା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦୀପାବଳିରେ ଏକ ନିଆରା ପୁରସ୍କାର ଯୋଜନା ଘୋଷଣା କରିଛି । ଏହି ଯୋଜନା ଅଧିନରେ, ଟିଭି ବା ଯକ୍ଷ୍ମା ରୋଗୀଙ୍କୁ ମେଡିକାଲ ଆଣିବା ଲୋକଙ୍କୁ ୫୦୦ରୁ ୫୦ ହଜାର ଟଙ୍କା…