
Browsing Category
ଦେଶ ବିଦେଶ
ରାସନ କାର୍ଡଧାରୀଙ୍କ ପାଇଁ ନୂଆ ସୂଚନା,ଏହି କାମ ନକଲେ ମିଳିବ ନାହିଁ ରାସନ
ନୂଆଦିଲ୍ଲୀ :ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ ଅଛି ଏବଂ ଆପଣ ସରକାରୀ ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜ଼ରୁରୀ ଅଛି । ଜନସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଉପଲବ୍ଧ ରାସନ ନିୟମରେ…
Infosys କର୍ମଚାରୀ ଏକସଙ୍ଗେ କରିପାରିବେ ଦୁଇଟି ଚାକିରି! କମ୍ପାନୀର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ସାଧାରଣ ଭାବେ ଗୋଟିଏ କମ୍ପାନୀରେ ଗୋଟିଏ କାମ କରିବାର ନିୟମ ରହିଥାଏ । ଯଦି ଆପଣଙ୍କୁ ଏକ ସଙ୍ଗେ ଦୁଇଟି ଚାକିରି କରିବାର ସୁଯୋଗ ମିଳେ, ତେବେ ଏହା ନିଶ୍ଚିତ ଭାବେ ଏକ ଖୁସି ଖବର ହେବ ।…
ଜମି ପାଇଁ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ: ଦୁଇଦିନରେ ଚାଲିଗଲା ୧୭୦ ଜଣଙ୍କର ଜୀବନ
ନୂଆଦିଲ୍ଲୀ: ଜମି ବିବାଦ କାରଣରୁ ଚାଲିଯାଇଛି ୧୭୦ ଜଣଙ୍କ ଜୀବନ । ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ଧରଣର ସଂଘର୍ଷ ଘଟି ମାତ୍ର ଦୁଇ ଦିନ ମଧ୍ୟରେ ଏତେସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ସୁଦାନର ଦକ୍ଷିଣ ପ୍ରାନ୍ତର…
ଭାରତର ୩ କୋଟିପତି ସାରା ଜୀବନରେ ଯେତେ କମାଇଛନ୍ତି, ତାଠୁ ଅଧିକ ୧୦ ମାସରେ ହରାଇଛନ୍ତି ଜୁକରବର୍ଗ
ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ବାଦ୍ ଦେଲେ ଚଳିତ ବର୍ଷ ଦୁନିଆର ଶୀର୍ଷ ୧୦ ବିତ୍ତଶାଳୀଙ୍କ ପାଇଁ ଦୁଃସ୍ଵପ୍ନଠୁ କିଛି କମ୍ ନୁହେଁ। ଶୀର୍ଷ ୧୦ରୁ ୯ କୋଟିପତି ଏ ପର୍ଯ୍ୟନ୍ତ ୨୫୦ ବିଲିୟନ ଡଲାରରୁ ଅଧିକ ସଂପତ୍ତି ହରାଇ…
ଘରୁ ମିଳିଲା ୧ ଲକ୍ଷ ଅସରପା: ସାପ, କଇଁଛ, ବିଲେଇ, ଠେକୁଆଙ୍କ ପରି ୩୦୦ ପ୍ରକାର ଜୀବଙ୍କୁ କାହିଁକି ଘରେ ରଖିଥିଲେ ମହିଳା
ନୂଆଦିଲ୍ଲୀ: ଅଧିକାଂଶ ଲୋକ ନିଜ ଘରମାନଙ୍କରେ ପଶୁପକ୍ଷୀଙ୍କୁ ରଖିବାକୁ ପସନ୍ଦ କରିଥାନ୍ତି । ବେଳେବେଳେ ଏହା ସେମାନଙ୍କ ପାଇଁ ବିପଦର କାରଣ ସାଜିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଘରୁ…
XBB Sub-Variant ପାଇଁ ପୁଣି ଆସିପାରେ କରୋନାର ଏକ ନୂଆ ଲହର: ଚେତାବନୀ ଦେଲା WHO
ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କରୋନା ଭାଇରସ୍ ନିଜ କବଳରେ ରଖିଆସିଛି । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ…
ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରେସରେ ୪ ପ୍ରାର୍ଥୀ
ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତିକୁ ନେଇ ତୀବ୍ର ସମାଲୋଚନାର ଶିକାର ହେବ ପରେ ମାତ୍ର ୪୫ ଦିନର କାର୍ଯ୍ୟକାଳକୁ ସମାପ୍ତ କରି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍। ଦୁଇ ବର୍ଷ ପରେ ହେବାକୁ ଥିବା ବ୍ରିଟେନର ଆଗାମୀ ସାଧାରଣ…
Video : ମେଳାରେ ବଡ଼ ଦୁର୍ଘଟଣା , ଦୋଳି ଖେଳୁଥିବା ବେଳେ ଅଚାନକ୍ ଖସିପଡ଼ିଲେ ଲୋକେ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରାୟତଃ ଏପରି ଭିଡିଓ ସାମ୍ନାକୁ ଆସେ, ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡିଯାଏ । ନିକଟରେ ଅନେକ ଏକ ଦୁର୍ଘଟଣା ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କର ବି ଲୋମ ଟାଙ୍କୁରି ଯିବ ।…
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଡାଲି ସମେତ ଏହି ଜିନିଷଗୁଡ଼ିକର କମିଲା ମୂଲ୍ୟ
ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା…
NCF 2022: ଜାତୀୟ ପାଠ୍ୟକ୍ରମ ରୂପରେଖ ଲଞ୍ଚ କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଭିତ୍ତିଭୂମି ପାଇଁ ଏନସିଏଫ୍ (ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା) ୨୦୨୨ ଆରମ୍ଭ କରିଛନ୍ତି । ଏହା ସହିତ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ମଧ୍ୟ…