Browsing Category

ଦେଶ ବିଦେଶ

ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତର ଦୌଡ଼ିଲେ ୩ କିଲୋମିଟର: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଳୀ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିଶ୍ୱାସ କରାଯାଏ । କାରଣ ଡାକ୍ତରଙ୍କ ଯୋଗୁଁ ହିଁ ମଣିଷ ଅନେକ ରୋଗରୁ ସୁସ୍ଥ ହୋଇପାରିଥାଏ । ତେବେ ବର୍ତ୍ତମାନ ଏଭଳି ଜଣେ ମହାନ୍ ଡାକ୍ତର ବିଷୟରେ ସାରା ଦେଶରେ ଚର୍ଚ୍ଚା…

ଶସ୍ତା ହେଲା LPG ଗ୍ୟାସ: ୩୦୦ ଟଙ୍କା କମ ଦାମରେ ଗ୍ରାହକ ପାଇବେ ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର ବୁକ କରିବା ପାଇଁ ଯାଉଥିବା ଗ୍ରାହକମାନଙ୍କ ପାଇଁ ବଡ ଖୁସି ଖବର । ସାରା ଦେଶରେ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ଏବେ…

ଦରବୃଦ୍ଧି ରୋକିବାକୁ RBIର ପ୍ରୟାସକୁ ଝଟକା: ଅଗଷ୍ଟରେ ପୁଣି ବଢ଼ିଲା ମୁଦ୍ରସ୍ଫୀତି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ପୁଣି ବଢ଼ିଲା ମୁଦ୍ରସ୍ଫୀତି । କନ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ପୁଣି ଥରେ ବଢ଼ି ୭ ପ୍ରତିଶତ ପାର୍ କରିଛି । ଯାହା ଜୁଲାଇରେ ୬.୭୧ ପ୍ରତିଶତ ରହିଥିଲା । ଆଉ ଏବେ ଏହା ପୁଣି ବଢ଼ିବା…

ଖେଳ ସରିଗଲା! ବୟଫ୍ରେଣ୍ଡ ସହ ସ୍ତ୍ରୀଙ୍କୁ ରେଡ ହ୍ୟାଣ୍ଡେଡ ଧରିଲେ ସ୍ୱାମୀ: ଆଉ ତା ପରେ…

ଆଗ୍ରା: ସ୍ୱାମୀ- ସ୍ତ୍ରୀ ଏବଂ ତାଙ୍କ ବୟଫ୍ରେଣ୍ଡ, ଏମିତି କିଛି ତ୍ରକୋଣୀୟ ଲଭ ଷ୍ଟୋରୀ ଏବେ ଟ୍ରେଣ୍ଡରେ । ପ୍ରତିଦିନ ଏମିତି କିଛି ଘଟଣା ନିଶ୍ଚୟ ଦେଖାଯାଉଛି । ଏହାର ଆଉ ଏକ ଉଦାହରଣ ଦେକିବାକୁ ମିଳିଛି ଉତ୍ତରପ୍ରଦେଶର…

ଏହି ବଡ଼ ଭୁଲ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଥିଲେ ସଲମାନ ଖାନ୍

ମୁମ୍ବାଇ: ଆତତାୟୀଙ୍କ ଟାର୍ଗେଟରେ ଥିଲେ ବଲିଉଡର ଭାଇଜାନ ସଲମାନ ଖାନ । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୁଣି ଥରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ସୋମବାର…

New Invention! ବାଇକର ଦାମ୍ ୩୦୦୦ ଟଙ୍କା: ୧ ଲିଟର ପେଟ୍ରୋଲରେ ଚାଲିବ ୧୨୦ କି.ମି. ଦୂରତା

ନୂଆଦିଲ୍ଲୀ: ଏବେ ପେଟ୍ରୋଲ-ଡିଜେଲର ଦରବୃଦ୍ଧି ଗାଡିଚାଳକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଯଦି ଏହି ସମୟରେ ଆପଣଙ୍କୁ କୁହାଯାଏ ଏମିତି ଏକ ଗାଡି ବିଷୟରେ, ଯାହା ଗୋଟିଏ ଲିଟର ପେଟ୍ରୋଲରେ ୧୨୦…

ବିଏସ୍‌ଏଫ୍ ହେଡ୍ କନଷ୍ଟେବଳ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଦରମା ୮୧,୧୦୦

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ୧୨ ପାସ୍ କରିଥିବା ଆଶାୟୀଙ୍କ ପାଇଁ ଆସିଛି ବିଜ୍ଞପ୍ତି। ବିଏସ୍‌ଏଫ୍ ହେଡ୍ କନଷ୍ଟେବଳ(ରେଡିଓ ଅପରେଟର) ଏବଂ (ରେଡିଓ ମେକାନିକ୍‌)ର…

RSS ପୋଷାକରେ ନିଆଁ ଲଗେଇ ଟ୍ୱିଟରରେ ରାଜନୀତି ତାତି ବଢ଼େଇଲେ କଂଗ୍ରେସ

ନୂଆଦିଲ୍ଲୀ :କାପଡ଼ାକୁ ନେଇ ଏବେ ରାଜନୀତି ଆରମ୍ଭ ହେଇଯାଇଛି। ବିଜେପି ରାହୁଲ ଗାନ୍ଧୀ ଙ୍କୁ ବିଦେଶୀ କମ୍ପାନୀର ଟି ସାର୍ଟ ପିନ୍ଧିବା ନେଇ କହିଥିବା ବେଳେ ଏବେ କଂଗ୍ରେସ ଟ୍ଵିଟରେ ନିଆଁ ଲଗେଇ ଦେଇଛି । ଆପଣ ମଧ୍ୟ…

ଜ୍ଞାନବ୍ୟାପି ଧର୍ମପିଠ ମାମଲାରେ ହିନ୍ଦୁଙ୍କ ସପକ୍ଷରେ ନିଷ୍ପତ୍ତି…

ବାରଣାସୀ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପି ଧର୍ମପୀଠ ମାମଲାରେ ହିନ୍ଦୁ ପକ୍ଷରେ ଆବେଦନ ଗ୍ରହଣ କଲେ ବାରଣାସୀ କୋର୍ଟ । ହିନ୍ଦୁ ପକ୍ଷଙ୍କ ଆବେଦନ ଗ୍ରହଣ କରି ଶୁଣାଣି ଅନୁମତି ଦେବା ସହ ମୁସଲମାନ ପକ୍ଷଙ୍କ ଆବେଦନକୁ…

୧୫ରେ ଉଜ୍‌ବେକିସ୍ତାନ ଯିବେ ମୋଦୀ;ସାଂଘାଇ ସହଯୋଗ ସଂଗଠନରେ ଦେବେ ଯୋଗ

 ନୂଆଦିଲ୍ଲୀ : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ ଓ ୧୬ ତାରିଖରେ ଦୁଇଦିନିଆ ଉଜ୍‌ବେକିସ୍ତାନ ଗସ୍ତରେ ଯିବେ । ଏହି ଅବସରରେ ସେ ସାଂଘାଇ ସହଯୋଗ ସଂଗଠନ ( ଏସ୍‌ସିଓ ) ବୈଠକରେ ଭାଗନେବେ । ବିଦେଶ…