Browsing Category

ଦେଶ ବିଦେଶ

ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ଇଡି, ୮ ଘଣ୍ଟା ଧରି କରୁଥିଲା ପଚରାଉଚରା

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସଞ୍ଜୟ ରାଉତଙ୍କୁ ଅଟକ ରଖିଛି । ୮ ଘଣ୍ଟା ଧରି ଇଡି ସଞ୍ଜୟ ରାଉତଙ୍କୁ ତାଙ୍କ ଘରେ ହିଁ ପଚରାଉଚରା କରୁଥିଲା । ଇଡି ଏହି ଚଢ଼ଉ ପାତ୍ରା ଚଲ୍ ଘୋଟାଲା ସହ ଜଡ଼ିତ ମନି ଲଣ୍ଡ୍ରି…

ଭାରୋତ୍ତୋଳନରେ ଆଉ ଏକ ସ୍ୱର୍ଣ୍ଣ ଜିତିଲା ଭାରତ, ଇତିହାସ ରଚିଲେ ଲାଲାରିନୁଙ୍ଗା

କମନୱେଲଥ ଗେମ୍ସରେ ଭାରତ ପଦକ ବିଜୟ ଅଭିଯାନ ଜାରି ରହିଛି । ବର୍ମିଂହାମରେ ଚାଲିଥିବା କମନୱେଲଥ୍ ଗେକ୍ସ ୨୦୨୨ର ତୃତୀୟ ଦିନରେ ଭାରତୀୟ ୱେଟଲିଫ୍ଟର ଲାଲରିନୁଙ୍ଗା ଜେରେମୀ ପୁରୁଷ ୬୭ କେଜି ବର୍ଗରେ ରେକର୍ଡ ଓଜନ ଉଠାଇ…

ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର

ନୂଆଦିଲ୍ଲୀ: ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର । ସେ କୋଲକାତାର ଚେତଲା ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା…

ମୌସୁମୀର ଗତିରେ ଲାଗିଲା ବ୍ରେକ୍, ଚାଷ କାର୍ଯ୍ୟ ବିଳମ୍ବରେ ବଢିପାରେ ଖାଦ୍ୟ ପଦାର୍ଥର ଦାମ

ନୂଆଦିଲ୍ଲୀ: ମୌସୁମୀ ଗତିରେ ଲାଗିଲା ବ୍ରେକ। ପ୍ରଭାବିତ ହୋଇପାରେ ଚାଷ କାମ। ଭାରତର ପାଣିପାଗ(ଆଇଏମଡି) ଅନୁଯାୟୀ, ମୌସୁମୀରେ ବିଳମ୍ବ କାରଣରୁ ଉତ୍ତର ଭାରତରେ ଧାନବୁଣା ପ୍ରଭାବିତ ହେବ। ମୌସୁମୀ ନିଜର ସ୍ଵାଭାବିକ…

କ୍ୟାସ୍ କାଣ୍ଡ ପରେ କଂଗ୍ରେସର ଆକ୍ସନ, ଝାଡଖଣ୍ଡର ତିନି ବିଧାୟକ ସସପେଣ୍ଡ

ନୂଆଦିଲ୍ଲୀ: ଝାଡଖଣ୍ଡ କଂଗ୍ରେସର ୩ ବିଧାୟକଙ୍କ ନିକଟରୁ ନଗଦ ଜବତ ହେବା ପରେ ପାର୍ଟି ବଡ କାର‌୍ୟ୍ୟାନୁଷ୍ଠାନ ନେଇଛି। କ୍ୟାସକୁ ନେଇ ରାଜ୍ୟରେ ଅଡୁଆ ସ୍ଥିତିରେ ଥିବା କଂଗ୍ରେସ ଏବେ ତିନି ବିଧାୟକଙ୍କୁ ଦଳରୁ ନିଲମ୍ବିତ…

ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡିପିରେ ଲଗାନ୍ତୁ ତ୍ରିରଙ୍ଗା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ର ୯୧ ତମ ଅଧ୍ୟାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥର 'ମନ କି ବାତ' ଅତ୍ୟନ୍ତ ସ୍ୱତନ୍ତ୍ର…

ୟୁଟ୍ୟୁବ୍ ଦେଖି ୧୨ ବର୍ଷର ପିଲା ରୋଷେଇ ଘରେ ପ୍ରସ୍ତୁତ କଲା ମଦ, ସ୍କୁଲ ନେଇ ସାଙ୍ଗମାନଙ୍କୁ ଦେଲା, ପୁଣି…

ତିରୁଅନନ୍ତପୁରମ: ଜଣେ ୧୨ ବର୍ଷୀୟ ବାଳକ ୟୁଟ୍ୟୁବ୍ ଭିଡିଓ ଦେଖି ମଦ ପ୍ରସ୍ତୁତ କଲା। ପୁଣି ସ୍କୁଲରେ ନିଜ ସାଙ୍ଗମାନଙ୍କୁ ପିଇବାକୁ ଦେଲା। ମଦର ଦୁଇ ଢୋକ ପିଇବା ପରେ ସାଙ୍ଗମାନଙ୍କ ଦେହ ବିଗିଡିବା ସହ ବାନ୍ତି ହେବାରେ…

ସଞ୍ଜୟ ରାଉତଙ୍କ ହେବ ଗିରଫଦାରୀ ? ଘରେ ଇଡିର ଚଢାଉ ଜାରି

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମୁସ୍କିଲ ବଢିବାରେ ଲାଗିଛି। ରବିବାର ସକାଳେ ତାଙ୍କ ଘରେ ଇଡି ଟିମର ଚଢାଉ ଜାରି ରହିଛି। ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ରାଉତଙ୍କୁ ପଚରା ଉଚୁରା କରାଯାଉଛି।…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍- ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଘରେ ଉଡାନ୍ତୁ ତ୍ରିରଙ୍ଗା ପତାକା

ନୂଆଦିଲ୍ଲୀ: ଦେଶ ସ୍ଵାଧୀନତାର ୭୫ତମ ବର୍ଷପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ‘ଅମୃତ ମହୋତ୍ସବ’ ଏକ ଜନ ଆନ୍ଦୋଳନର ରୂପ ନେଉଛି। ସମସ୍ତ କ୍ଷେତ୍ର ଏବଂ ସମାଜର ପ୍ରତିଟି ବର୍ଗର ଲୋକେ ଏଥିରେ ଆୟୋଜିତ ଭିନ୍ନ ଭିନ୍ନ…

ପୁଣି ସୁନା ହେଲା ମହଙ୍ଗା, ଗୋଟିଏ ସପ୍ତାହରେ ମୂଲ୍ୟ ଏତେ ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ବିବାହ ସିଜନ୍ ଯିବା ପରେ ସୁନା ଗହଣା ଦାମ୍‌ରେ ସାମାନ୍ୟ ହ୍ରାସ ପାଇଥିଲା। ଏହା ପରେ ସୁନା ଦରରେ ହ୍ରାସ ବୃଦ୍ଧି ଲାଗି ରହିଥିଲା। ଏଥି ସହିତ, ଏହାର ମୂଲ୍ୟରେ ସପ୍ତାହକ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ…