Browsing Category
ଦେଶ ବିଦେଶ
ଟିକା ନେଲେ ମିଳିବ ମଦ, ଏଭଳି କିଛି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ
ଚେନ୍ନାଇ: ଟିକାକରଣକୁ ନେଇ କଠୋର ହେଲା ତାମିଲନାଡୁ ନୀଲଗିରିସ୍ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଏଣିକି ଟିକାର ଦୁଇଟି ଡୋଜ ନେଇଥିଲେ ହିଁ ମଦ ମିଳିବ ନଚେତ୍ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ…
୧୭ ବର୍ଷର ଯୁବତୀ ସହିତ ଗଣଦୁଷ୍କର୍ମ, ସମ୍ପର୍କୀୟଙ୍କ ସମେତ ତିନି ଗିରଫ
ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ଠାରେ ଜଣେ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଛି । ୧୭ ବର୍ଷର ଯୁବତୀଙ୍କ ସାମୁହିକ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ…
Twitterରେ ଗାଳି-ଗୁଲଜ କଲେ ଏତିକି ଦିନ ଭିତରେ ବନ୍ଦ ହୋଇଯିବ ଆକାଉଣ୍ଟ୍
ନୂଆଦିଲ୍ଲୀ: ଏଣିକି ଟୁଇଟର୍ ରେ ଗାଳି ଗୁଲଜ କରିବା ଭାରୀ ପଡ଼ିପାରେ । କାରଣ ଟୁଇଟର୍ ଏମିତି ଏକ ଫିଚର୍ ନେଇ ଆସିଛି ଯାହା ଅଧୀନରେ ଯଦି କୌଣସି ବ୍ୟକ୍ତି ଖରାପ ଭାଷାର ବ୍ୟବହାର କରୁଛି ତେବେ ସେମାନଙ୍କ ଆକାଉଣ୍ଟ୍ ସାତ ଦିନ…
ଯୁବତୀଙ୍କ ପେଟରୁ ବାହାରିଲା ୨ କେଜି ବାଳ; ଦେଢ ଘଣ୍ଟା ନାକେଦମ ହେଲେ ଡ଼ାକ୍ତର
ନୂଆଦିଲ୍ଲୀ: ଝିଅଟିର ପେଟରୁ ୨ କେଜିର ବାଳ ବାହାରିଛି । ଅପରେସନ କରୁଥିବା ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ବଳରାମପୁରରେ ଦେଖିବାକୁ ମିଳିଛି । ପେଟ ଯନ୍ତ୍ରଣା…
ମହିଳା ୱେଟରଙ୍କ ସୁନ୍ଦରତାରେ ପାଗଳ ହୋଇଗଲା କଷ୍ଟମର୍, ମୋଟା ଅଙ୍କର ଟିପ୍ ସହିତ ଲେଖିଲେ ଖାସ୍ ନୋଟ୍
ଲଣ୍ଡନ: ଅନେକ ଲୋକ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ଅବା ଫୁଡ୍ ଆଉଟଲେଟ୍ ଦେଖି ଯାଆନ୍ତି ଖାଇବାକୁ ଯାଆନ୍ତି । ହେଲେ ଆପଣ ମାନେ କେବେ ଦେଖିଛନ୍ତି କି ବିଲ୍ ଠାରୁ ଅଧିକ କୌଣସି ୱେଟର୍ ଙ୍କୁ ଟିପ୍ ଦେବାର । ହଁ କିଛି ଏପରି…
କୋଭିଡରୁ ମୁକ୍ତି ପାଇଁ ୩ ଡୋଜ୍ ଟିକା ନେବାକୁ ପଡ଼ିବ: ଫାଉଚୀଙ୍କ ଦାବି
ୱାଶିଂଟନ୍: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଛି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଶା ଆଶଙ୍କା ଲାଗି ରହିଥିବାରୁ ଟିକାକୁ ଏବେ କା ସମୟରେ ଅଧିକ ଗୁରୁତ୍ୱର ସହିତ ନେଇଛନ୍ତି କେନ୍ଦ୍ର…
ଜନ୍ମାଷ୍ଟମୀ ଉପବାସ ରଖିବାରୁ ପିଲାଙ୍କୁ ମାଡ଼ ମାରିଲେ ଶିକ୍ଷକ, ହେଲେ ନିଲମ୍ବିତ
ଛତିଶଗଡ଼: ଏକ ସରକାରୀ ସ୍କୁଲର ଶିକ୍ଷକ ଜନ୍ମାଷ୍ଟମୀ ଅବସରରେ ଉପବାସ ରଖିବାରୁ ଛାତ୍ରୀଙ୍କୁ ମାଡ଼ ମାରିଛନ୍ତି ଓ ପରେ ସ୍କୁଲରୁ ନିଲମ୍ବିତ କରିଛନ୍ତି । ଏନେଇ ଗୁରୁବାର ଦିନ ସୂଚନା ଦିଆଯାଇଛି । ଏହିଭଳି ଘଟଣା ଦେଖିବାକୁ…
ଗପିବା ପାଇଁ ଗଣି ଗଣି ଟଙ୍କା ନଉଛି ପ୍ରେମିକା; ହେଲେ ପ୍ରେମିକ ଦେଉଛି କାହିଁକି?
ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ସମ୍ପର୍କ ଯାହା ବିଶ୍ୱାସ ଓ ଭଲ ପାଇବା ଉପରେ ନିର୍ଭର କରିଥାଏ । ଧୋକା ଦେବା ଦ୍ୱାରା ଏହି ସମ୍ପର୍କ ଉପରେ ଆଉ ଥରେ ବିଶ୍ୱାସ କରିବା କଷ୍ଟକର ହୋଇ ପଡିଥାଏ । ତେବେ କିଛି ଲୋକଙ୍କ ଧୋକା…
ବିଧାନସଭା ତଳେ ଠାବ ହେଲା ସୁଡଙ୍ଗ, ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇଛି ଏହି ଗୁପ୍ତରାସ୍ତା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଗୁରୁବାର ଦିନ ଏକ ସୁଡ଼ଙ୍ଗ ଠାବ ହୋଇଛି । ବିଧାନସଭା ଅଧ୍ୟକ୍ଷ ରାମ ନିବାସ ଗୋୟଲ୍ କହିଛନ୍ତି ଯେ, ବିଧାନସଭା ଓ ଲାଲକିଲ୍ଲାକୁ ଏହି ସୁଡଙ୍ଗ ଯୋଡ଼ୁଛି । ସୁଡ଼ଙ୍ଗଟି ବ୍ରିଟିଶ୍ ଶାସନକାଳର…
ସୁପ୍ରିମକୋର୍ଟରୁ ମମତା ସରକାରଙ୍କୁ ଝଟକା, ପୀଠ କହିଲେ-ଆପଣଙ୍କ ଆବେଦନର ଶୁଣାଣି କରି ସମୟ ବରବାଦ କରି ପାରିବୁ ନାହିଁ
ନୂଆଦିଲ୍ଳୀ : ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଲା ଜୋରଦାର ଝଟକା । ସୁପ୍ରିମକୋର୍ଟ ଶୁକ୍ରବାର ସଂଘ ଲୋକ ସେବା ଆୟୋଗ(ୟୁପିଏସସି)ର ବିନା ପରାମର୍ଶରେ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ନିଯୁକ୍ତ କରିବା…