Browsing Category

ଦେଶ ବିଦେଶ

ଯାଉ ଯାଉ ତାଲିବାନକୁ ବଡ ଯନ୍ତ୍ରଣା ଦେଇ ଚାଲିଗଲା ଆମେରିକା, ଅକାମୀ କରି ଦେଲା ଶତାଧିକ ବିମାନ ଓ ଅସ୍ତ୍ର ଶସ୍ତ୍ର

ନୂଆଦିଲ୍ଲୀ : ଆମେରିକା ସେନା ନିଜର ସମୟ ସୀମା ପୂର୍ବରୁ ଆଫଗାନିସ୍ତାନ ଛାଡି ଚାଲିି ଯାଇଛି । କାବୁଲରୁ ଆମେରିକାର ଶେଷ ବିମାନ ଉଡାଣ ଭରିବା ପରେ ତାଲିବାନ ଉତ୍ସବ ପାଳନ ଆରମ୍ଭ କରି ଦେଇଛି । ହେଲେ ଯାଉ ଯାଉ ଆମେରିକା…

ଇତିହାସରେ ପ୍ରଥମଥର ପାଇଁ ଆଜି ୯ ସୁପ୍ରିମକୋର୍ଟ ଜଜ୍ ନେବେ ଶପଥ

ନୂଆଦିଲ୍ଲୀ: ଦେଶର ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ୯ ବିଚାରପତି ଆଜି ପଦ ଓ ଗୋପନୀୟତାର ଶପଥ ନେବେ । ଖାସ୍ ହେଉଛି କି ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଜ୍ ବି ସାମିଲ ଅଛନ୍ତି । କର୍ଣ୍ଣାଟକ ହାଇକୋର୍ଟର…

ତାଲିବାନ୍ କବଜାରେ କାବୁଲ ଏୟାରପୋର୍ଟ, ଗୁଳି ଫୁଟାଇ ଏପରି କଲେ ସେଲିବ୍ରେସନ । ଦେଖନ୍ତୁ ଭିଡିଓ

କାବୁଲ: ୧୯ ବର୍ଷ ୧୦ ମାସ ୨୫ ଦିନ ପରେ ଆମେରିକା ଶେଷରେ ଆଫଗାନିସ୍ତାନ ଛାଡିଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ସୋମବାର ବିଳମ୍ବିତ ରାତିରେ ଯେତେବେଳେ ଆମେରିକାର ଶେଷ…

ପଛରେ ପଡିଗଲା ପୋଲିସ, ଡ଼ରରେ ଆସି ବ୍ୟକ୍ତି ନିଜ ପ୍ରାଇଭେଟ୍ ପାର୍ଟକୁ କାଟି କାରରୁ ଫିଙ୍ଗିଦେଲା

ଆମେରିକାର ଟେନେସିରେ ଏପରି ଏକ ଘଟଣା ଘଟିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଜଣେ ବ୍ୟକ୍ତି ଗାଡ଼ି ନେଇ ପଳାଉଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ପଛରେ ଗୋଡ଼ାଇ ଥିଲା। ଏଥିରେ ବ୍ୟକ୍ତି ଜଣକ ଡରିଯାଇ…

ଦକ୍ଷିଣ-ଆଫ୍ରିକାରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ ‘ସି.୧.୨’: କାମ କରୁନି କୌଣସି ଟିକା, ଚିନ୍ତାରେ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା କରିବାକୁ ସମଗ୍ର ବିଶ୍ୱରେ ଟିକାକରଣ ଚାଲିଥିବାବେଳେ ଦକ୍ଷିଣ-ଆଫ୍ରିକାରେ କରୋନାର ଏପରି ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି ଯାହାକି ପୂର୍ବରୁ ଚିହ୍ନଟ ହୋଇଥିବା ସବୁ ଭାରିଆଣ୍ଟଠାରୁ…

ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧ ଶେଷ, କାବୁଲ ଛାଡିଲେ ଆମେରିକା ସେନା

କାବୁଲ: ତାଲିବାନ୍ କବଜାରେ ଥିବା ଆଫଗାନିସ୍ତାନରୁ ୨୦ ବର୍ଷ ପରେ ସମ୍ପୂର୍ଣ୍ଣ ଓହରି ଆସିଛନ୍ତି ଆମେରିକା ସେନା । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ଆଉ ଆମେରିକୀୟଙ୍କ…

କରୋନା ଆତଙ୍କ ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର: ଘାତକ ହେବନି ତୃତୀୟ ଲହର, ନୂଆ ଭାରିଏଣ୍ଟ ନଆସିଲେ ସ୍ୱାଭାବିକ ରହିବ ସ୍ଥିତି

କାନ୍‌ପୁର : କରୋନାର ତୃତୀୟ ଲହରକୁ ନେଇ ଥିବା ଆତଙ୍କ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କାନ୍‌ପୁର ଆଇଆଇଟିର ଆକଳନ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇନପାରେ କରୋନାର ତୃତୀୟ ଲହର । ନୂଆ ଭାରିଏଣ୍ଟ…

ସେପ୍ଟେମ୍ବର ୧୫ ଯାଏଁ ଲକଡାଉନ ଅବଧି ବୃଦ୍ଧି; ରବିବାର ସମୁଦ୍ରକୂଳ ଯିବା ଉପରେ କଟକଣା

ନୂଆଦିଲ୍ଲୀ: ଆଉ ଏକ ରାଜ୍ୟରେ ବଢିଛି ଲକଡାଉନ ଅବଧି । ତାମିଲନାଡୁ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକଡାଉନ ଅବଧି ସେପ୍ଟେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଅବଧି…

ଆମେରିକୀୟ ଡ୍ରୋନ ଆକ୍ରମଣରେ ମରିଛନ୍ତି ନୀରିହ ନାଗରିକ; ନିନ୍ଦା କଲା ତାଲିବାନ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନରେ ହୋଇଥିବା ଡ୍ରୋନ ଆକ୍ରମଣକୁ କଡା ନିନ୍ଦା କରିଛି ତାଲିବାନ । ଆମେରିକୀୟ ଆକ୍ରମଣରେ ସାଧାରଣ ନୀରିହ ଲୋକ ପ୍ରାଣ ହରାଇଛନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ରବିବାର…

ଏହି ତାରିଖରେ ଦେଶରେ ହେବ ଚକା ଜାମ୍; ଡାକରା ଦେଲେ ଚାଷୀ ସଙ୍ଗଠନ

ନୂଆଦିଲ୍ଲୀ : ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା…