Browsing Category

ଦେଶ ବିଦେଶ

ଅଶ୍ୱତ୍ଥାମା ହେବ ଆମେରିକୀୟ ସେନା!

ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…

ବଳଦ କି ଟ୍ରାକ୍ଟର ନଥିଲା; ଜମି ହଳ କଲେ ଦୁଇ ଭଉଣୀ…

ନୂଆଦିଲ୍ଲୀ: ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏଠାରେ ବଡ଼ ମାତ୍ରାରେ କୃଷି କାର୍ଯ୍ୟ କରାଯାଇଥାଏ । ହେଲେ ଆଜିବି ଅନେକ କୃଷକ ଅଛନ୍ତି ଯେଉଁମାନେ ଉଚିତ୍ ସୁବିଧା ସୁଯୋଗ ପାଇପାରୁନାହାଁନ୍ତି । ଏଭଳିି ଅନେକ କୃଷକ…

ଶ୍ରୀଲଙ୍କାର ଆଉଜଣେ ସପୋର୍ଟ ଷ୍ଟାଫଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ସିରିଜ ଉପରେ କଳାବାଦାଲ

ନୂଆଦିଲ୍ଲୀ: ଗତକାଲି ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର କରୋନା ପଜିଟିଭ ହୋଇଥିବାବେଳେ ଶୁକ୍ରବାର ଶ୍ରୀଲଙ୍କାର ଡାଟା ଆନାଲିଷ୍ଟ ଜି.ଟି ନିରୋଶନ କରୋନା ପଜିଟିଭ ହୋଇଛନ୍ତି । ଯାହାକୁ ନେଇ ଭାରତ-ଶ୍ରୀଲଙ୍କା…

ଅଶ୍ୱିନୀ ବୈଷ୍ଣବ ହେବେ ମୁଖ୍ୟମନ୍ତ୍ରୀ !

ଓଡ଼ିଶା ଭାସ୍କର ବ୍ୟୁରୋ: ଅଶ୍ୱିନୀ ବୈଷ୍ଣବ ସମ୍ପ୍ରତି ଜାତୀୟ ରାଜନୀତିରେ ପାଲଟିଛନ୍ତି ସବୁଠୁ ଚର୍ଚ୍ଚିତ ଚେହେରା । ଅପ୍ରତ୍ୟାଶିତ ଭାବେ ଦେଶର ଗମନାଗମନର ଜୀବନ ରେଖା କୁହାଯାଉଥିବା ରେଳ ମନ୍ତ୍ରଣାଳୟ ପରି…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୩ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୩ ତମ ପ୍ରତିଷ୍ଠା ଦିବସ ରାଜ୍ୟବ୍ୟାପୀ ପାଳନ ହୋଇଯାଇଛି । ମହବିଦ୍ୟାଳୟ/ବିଶ୍ୱବିଦ୍ୟାଳୟରେ ମଧ୍ୟ ପ୍ରତିଷ୍ଠା ଦିବସ ତଥା ବିଦ୍ୟାର୍ଥୀ ଦିବସ ପାଳନ…

ନିଜ ଅପହରଣର ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ: ମେସେଜ କରି ପତ୍ନୀଙ୍କୁ ମାଗିଲା ଟଙ୍କା, କିନ୍ତୁ ଏପରି ଖୋଲିଗଲା ପୋଲ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରୀବାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଅଞ୍ଚଳରେ ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ଅପହରଣ ଷଡ଼ଯନ୍ତ୍ର ରଚିଥିଲା । ପତ୍ନୀଙ୍କ ମୋବାଇଲରେ…

ନବୀନଙ୍କ ଯୋଜନାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା: ୭୫ ଦିନରେ ୧୦ ହଜାର ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ । ମୁକ୍ତା ଯୋଜନାରେ…

ଜମ୍ମୁ-କଶ୍ମୀରରେ ବଢିବ ବିଧାନସଭା ଆସନ, ୮୩ରୁ ହେବ ୯୦, ଆସନ୍ତା ବର୍ଷ ହୋଇପାରେ ନିର୍ବାଚନ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ଏବଂ  ପୁନର୍ଗଠନକୁ ଏବେ ମଧ୍ୟ ବିରୋଧୀ ଦଳ ହଜମ କାରି ପାରୁ ନାହାନ୍ତି । ପୁଣିି ଥରେ ଘାଟିରେ ଅନୁଚ୍ଛେଦ ୩୭୦ ଲାଗୁ କରିବାକୁ ସେମାନେ ଦାବି…

ଦୁଇଟି ରାଜ୍ୟରେ ଦେଶର ଅଧା କରୋନା ଆକ୍ରାନ୍ତ: ଚିନ୍ତା ବଢାଉଛି କେରଳ ଓ ମହାରାଷ୍ଟ୍ର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବା ବେଳେ ୧୦ ଟି ରାଜ୍ୟରେ ପଜିଟିଭିଟି ହାର ୧୦ରୁ ଅଧିକ ରହିଛି । ସେହିପରି ଦେଶରେ ବର୍ତ୍ତମାନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧା…

ଗାଧୋଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର ୧୨ ସଦସ୍ୟ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରସିଦ୍ଧ ଗୁପ୍ତାର ଘାଟରେ ଥିବା ସରୟୁ ନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ବୁଡ଼ି ଯାଇଛନ୍ତି । ଜଣାପଡିଛି ଯେ, ଆଗ୍ରାରୁ ୪…