Browsing Category
ଦେଶ ବିଦେଶ
ଏକା ସାଥୀରେ ୩୨ ଜଣ କରିପାରିବେ ଭଏସ୍ କଲ୍: ନୂଆ ଫିଚର୍ ଆଣୁଛି ହ୍ୱାଟ୍ସଅପ୍
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ମେସେଜିଂ ଆପ୍ ହ୍ୱାଟ୍ସଆପରେ ଆସିବାକୁ ଯାଉଛି ଏକ ବଡ ପରିବର୍ତ୍ତନ । ହ୍ୱାଟ୍ସଆପରେ ଆସିବାକୁ ଯାଉଥିବା ଏହି ପରିବର୍ତ୍ତନ କାରଣରୁ ଏଣିକି ସମ୍ଭବ ହେବ ଗ୍ରୁପ୍ କଲ୍ ।…
ଏହି ସହରରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ, ଭରିବାକୁ ଲାଗିଛି ଲମ୍ବା ଲାଇନ୍
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ମୁମ୍ବାଇ ଥାନେରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ ।…
ଇଣ୍ଡିଆନ କୋଷ୍ଟଗାର୍ଡରେ ବମ୍ପର ନିଯୁକ୍ତି: ଭଲ ବେତନ ସାଙ୍ଗକୁ ମିଳିବ ଅନ୍ୟାନ୍ୟ ସୁବିଧା, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡରେ ସୃଷ୍ଟି ହୋଇଛି ଖାଲି ପଦ । ସ୍ନାତକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା…
CBSE ପରୀକ୍ଷା ଗାଇଡଲାଇନ୍: ଜାଣନ୍ତୁ କରୋନା କାଳରେ କ’ଣ ରହିଛି ପ୍ରୋଟୋକଲ ?
ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏଥର ପରୀକ୍ଷା ଦୁଇଟି ଟର୍ମରେ ଆୟୋଜିତ କରାଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ପରୀକ୍ଷା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏଥର ବି…
ବିନା ଚେହେରାରେ ଜନ୍ମ ହୋଇଥିଲା ଶିଶୁ: ଡାକ୍ତର କରିଥିଲେ ମୃତ୍ୟୁର ‘ଭବିଷ୍ୟବାଣୀ’, ପରେ ହେଲା ଚମତ୍କାର
କୁହାଯାଏ କି ଜୀବନ ଓ ମୃତ୍ୟୁ ଠାକୁରଙ୍କ ହାତରେ ଥାଏ । ଏହି କଥା ବିନା ଚେହେରାରେ ଜନ୍ମ ହୋଇଥିବା ଶିଶୁ ଭିଟୋରିଆ ମାର୍ଚିଓଲିଙ୍କ କେସରେ ପ୍ରମାଣିତ ହୋଇଛି । ଏହି ଶିଶୁ ଜନ୍ମ ହେବା ମାତ୍ରେ ମୃତ୍ୟୁର ‘ଭବିଷ୍ୟବାଣୀ’…
ଫୋବର୍ସ ଟପ୍-୧୦ ଧନୀ ତାଲିକାରେ ଦୁଇ ଭାରତୀୟ: ବଫେଟଙ୍କୁ ପଛରେ ପକାଇ ନମ୍ବର-୫ରେ ପହଞ୍ଚିଲେ ଅଦାନୀ
ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଭାଗ୍ୟ ଦିନକୁ ଦିନ ଖାଲି ଚମକିବାରେ ଲାଗିଛି । ସତେ ଯେମିତି ସ୍ୱୟଂ ମାଆ ଲକ୍ଷ୍ମୀ ଅଦାନୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି । ଭାରତର ଅଦାନୀ ବର୍ତ୍ତମାନ…
ପ୍ରାରମ୍ଭିକ ଟ୍ରେଡରେ ୬୦୦ ପଏଣ୍ଟ ଖସିଲା ଶେୟାର ବଜାର: ନିବେଶକଙ୍କ ୨ ଲକ୍ଷ କୋଟି କ୍ଷତି
ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାର ତଳୁଆ ରହିଥିବା ବେଳେ ନିବେଶକଙ୍କୁ ଲାଗିଛି ବହୁତ ବଡ କ୍ଷତି । ଦିନର ପ୍ରାରମ୍ଭିକ ଟ୍ରେଡରେ ଷ୍ଟକ୍ ମାର୍କେଟ୍ ୬୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ଦଲାଲ୍ ଷ୍ଟ୍ରିଟରେ ହୋଇଛି ରକ୍ତପାତ ।…
କିଣିଥାନ୍ତେ କଳା ଘୋଡ଼ା: ପଞ୍ଜାବୀ ବ୍ୟକ୍ତିଙ୍କୁ ୨୩ ଲକ୍ଷର ଚୂନ ଲଗେଇଦେଲେ ବିକ୍ରେତା
ନୂଆଦିଲ୍ଲୀ: ଓଡ଼ିଆରେ ଗୋଟିଏ ଢଗ ଅଛି ଘୋଡା ଛ ଟଙ୍କା ଦାନା ନ ଟଙ୍କା । ହେଲେ ୬ କି ୯ ଟଙ୍କା ନୁହେଁ ଏଠାରେ ଘୋଡା କିଣି ୨୩ ଲକ୍ଷ ଟଙ୍କାର ଠକାମୀର ଶିକାର ହୋଇଛନ୍ତି ଜଣେ ପଞ୍ଜାବୀ ବ୍ୟକ୍ତି । ଏକ କଳା ମାରୱାଡୀ ଘୋଡ଼ା…
ଏକ ସପ୍ତାହରେ ଦେଶରେ ଦୁଇଗୁଣା ହେଲା କରୋନା ରୋଗୀ ସଂଖ୍ୟା, ୧୨ଟି ରାଜ୍ୟରେ ଲଗାତାର ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନାର ଲହର ଆରମ୍ଭ ହୋଇଗଲାଣି । ଭାରତରେ ଏକ ସପ୍ତାହରେ ଦୁଇଗୁଣ ରୋଗୀଙ୍କର ଚିହ୍ନଟ ହୋଇଛନ୍ତି । ଦେଶର ୧୨ଟି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ…
କମୁନି କରୋନା ସଂକ୍ରମଣ: ଆକ୍ଟିଭ ରେଟ୍ ୧୬ ହଜାରକୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଛୋଟପିଲାଙ୍କ ଟିକାକରଣ ସମେତ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଗତ ୨୪ ଘଣ୍ଟାରେ ୨,୫୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି…