Browsing Category
ଦେଶ ବିଦେଶ
ଦିଲ୍ଲୀରେ ଆରମ୍ଭ ହେଲା ସ୍ପୁଟନିକ୍-ଭି ଟିକାକରଣ, ଏହାର ଉଭୟ ଡୋଜ ଭିନ୍ନ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଜାତୀୟ ରାଜଧାନୀ ଦିଲ୍ଲୀରେ ରୁଷିଆର କରୋନା ଟିକା ‘ସ୍ପୁଟନିକ-ଭି’ ଡ. ରେଡ୍ଡୀଜ ପରୀକ୍ଷାଗାରର କର୍ମଚାରୀଙ୍କୁ ଦିଆଯାଉଛି । ରବିବାର ଆପୋଲୋ ହସ୍ପିଟାଲରେ ଏହି ଟିକାକୁ ଶୁଭାରମ୍ଭ…
ଶିଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜିଠାରୁ ୬ରୁ ୧୨ ବର୍ଷୀୟ ପିଲାଙ୍କଠାରେ ଟିକା ପରୀକ୍ଷା ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ କୋଭାକ୍ସିନ୍ ଟିକା…
ପୁରସ୍କାର ରାଶି ଘୋଷଣା କଲା ଆଇସିସି, ବିଶ୍ୱଟେଷ୍ଟ ଚାମ୍ପିଅନ୍ ଟିମ୍କୁ ମିଳିବ ୧.୬ ମିଲିୟନ ଡଲାର
ଦୁବାଇ (ଓଡ଼ିଶା ଭାସ୍କର): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚର ବିଜେତାଙ୍କୁ ମିଳିବ ୧.୬ ମିଲିଅନ ଡଲାର ପୁରସ୍କାର ରାଶି ସହିତ ଟେଷ୍ଟ ଚାମ୍ପିଅନସିପ୍…
ଆଂଶିକ ଭାବରେ ହେବ ଚାରିଧାମ ଦର୍ଶନ: ଜାଣନ୍ତୁ କେଉଁମାନେ କରିପାରିବେ ଦର୍ଶନ
ଦେହରାଡୁନ୍: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଆଂଶିକ ଭାବରେ ଆରମ୍ଭ କରିବାକୁ ନିଷ୍ପତ୍ତି…
କରୋନାର ତୃତୀୟ ଲହରରେ ସଂକ୍ରମଣରୁ କିପରି ଶିଶୁଙ୍କୁ ରକ୍ଷା କରିବେ? ଜାଣନ୍ତୁ ଗାଇଡଲାଇନ୍
ନୂଆଦିଲ୍ଲୀ: କରୋନାର ସମ୍ଭାବିତ ତୃତୀୟ ଲହରରେ ଶିଶଙ୍କୁପାଇଁ ଅଧିକ ବିପଦ ଥିବା ବିଶେଷଜ୍ଞମାନେ କହିଛନ୍ତି । ଏଥିରୁ ଶିଶୁମାନଙ୍କୁ ରକ୍ଷା କରିବାକୁ ଆୟୁଷ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି । କରୋନାର ତୃତୀୟ ଲହର…
ନୋଭାଭାକ୍ସ ଟିକା ୯୦ ପ୍ରତିଶତ ଫଳପ୍ରଦ
ନୂଆଦିଲ୍ଲୀ: କରୋନା ଟିକା ନୋଭାଭାକ୍ସ ୯୦.୪ ପ୍ରତିଶତ ଫଳପ୍ରଦ ବୋଲି ଦାବି ହୋଇଛି । ଏନେଇ ଦାବି କରିଛି ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ । ସ୍ୱଳ୍ପ, ମଧ୍ୟମ ଏବଂ ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ…
କଟକଣା ଭିତରେ କୋଲକାତାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ
କୋଲକାତା: ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି…
ଭାସୁଥିଲା ୨୦୦-୫୦୦ ଟଙ୍କିଆ ନୋଟ, ପାଣିକୁ ଡେଇଁପଡ଼ିଲେ ଲୋକେ; ଜାଣନ୍ତୁ କେଉଁଠି…
ଆଜମେର: ପାଣିରେ ଭାସୁଥିଲା ପୁଳାପୁଳା ୨୦୦ ଏବଂ ୫୦୦ ଟଙ୍କିଆ ନୋଟ । ଏହା ଜଣାପଡ଼ିବା ପରେ ଆରମ୍ଭ ହୋଇଗଲା ଅଘୋଷିତ ପ୍ରତିଯୋଗିତା । ନୋଟ ଆଣିବାକୁ ଲୋକମାନେ ପାଣିକୁ ଡେଇଁବାକୁ ଲାଗିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି…
ବୃଦ୍ଧଙ୍କୁ ମାଡ଼ମାରି କାଟିଦେଲେ ଦାଢ଼ି; ନେହୁରା ହେଲେ ବି ଶୁଣିଲେନି ଅଭିଯୁକ୍ତ….
ଦିଲ୍ଲୀ: ଦିଲ୍ଲୀ ନିକଟରେ ଥିବା ଗାଜିଆବାଦର ଲୋନିରେ ସଂଖ୍ୟାଲଘୁ ବର୍ଗର ବୃଦ୍ଧଙ୍କୁ ପ୍ରହାର କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପୀଡିତ ବୃଦ୍ଧ ଜଣଙ୍କ ନାମ ଅବଦୁଲ ସମଦା ଅଭିଯୁକ୍ତ କେବଳ ବୃଦ୍ଧଙ୍କୁ ଜୋରରେ…
ବ୍ରିଟେନରୁ ମିଳିଲା ଆଉ ଏକ ଭାଇରସ୍, ଜାଣନ୍ତୁ ଏହା କେତେ କ୍ଷତିକାରକ ଓ ବ୍ୟାପୁଛି କିପରି?
ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ବ୍ରିଟେନରେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି । ଏହି ଭାଇରସର ନାମ ‘ମଙ୍କିପକ୍ସ’ । ବିଟ୍ରେନର ଉତ୍ତର ୱେଲ୍ସରେ ଗୋଟିଏ ପରିବାରର ୨ ଜଣ ଏହି ରୋଗରେ…