Browsing Category

ଦେଶ ବିଦେଶ

ଉତ୍ତମ ଶରୀର ଓ ସମୃଦ୍ଧ ଜୀବନ ପାଇଁ ପ୍ରତିଦିନ କରନ୍ତୁ ଯୋଗ

ନୁଆଦିଲ୍ଲୀ: ଆଜି ହେଉଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ଅନଲାଇନରେ ପାଳନ କରାଯିବ । ଯୋଗ…

ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍: ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ, ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ୧୦୧/୨

ସାଉଥମ୍ପଟନ ୨୦।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ କାଇଲ ଜେମିସନଙ୍କ ଘାତକ ବୋଲିଂ ବଳରେ ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ଭାରତଠୁ ଉନ୍ନତ ସ୍ଥିତିରେ ରହିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା…

ଯୋଗ ଦିବସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଆସନ୍ତା କାଲି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୬.୩୦ ସମୟରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ…

ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ରାଜ୍ୟ ମାନ୍ୟତା! ଜୁନ ୨୪ରେ ଏନେଇ ହେବ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକକୁ ଖୁବ୍ ଶୀଘ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇପାରେ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ରାଜ୍ୟବାସୀଙ୍କୁ ଏହି…

ଜୁଲାଇ ୧ରୁ ଏହି ରାଜ୍ୟରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ହାଇଦ୍ରାବାଦ: କରୋନା ମହାମାରୀର ଦ୍ଵିତୀୟ ଲହର ସଂକ୍ରମଣ ହ୍ରାସ ପାଇଥିବା ବେଳେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଅନଲକ୍ କରିଦେଇଛନ୍ତି । ସବୁ କ୍ଷେତ୍ରକୁ ବିନା କଟକଣାରେ ଖୋଲିବା ସହିତ ଲୋକମାନେ ଏବେ ବିନା…

କୁଲଫି ବିକ୍ରି କରୁଛନ୍ତି ଟ୍ରମ୍ପ! ଭିଡିଓ ଭାଇରାଲ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱରେ ସାଧାରଣତଃ ଅନେକ ଚେହେରା ଦେଖିବାକୁ ମିଳିଥାଏ । କିନ୍ତୁ କେତେକ ଚେହେରା ସାଧାରଣତଃ ଏକା ପରି ଲାଗିଥାଏ । ଯେମିତି ଲାଗେ ନିଜର ଏକ ଅବିକଳ ପ୍ରତିଛବି । ଏମିତି ଏକ ଭିଡିଓରେ…

ଝିଅର ଅନଲାଇନ୍ କ୍ଲାସ୍ ପାଇଁ ପ୍ରବଳ ବର୍ଷାରେ ଘଣ୍ଟାଘଣ୍ଟା ଛତା ଧରି ରାସ୍ତାରେ ଠିଆ ହେଉଛନ୍ତି ବାପା

ବେଙ୍ଗାଲୁରୁ: ଆଜି ହେଉଛି ବିଶ୍ୱ ପିତୃ ଦିବସ । ଏହି ଅବସରରେ ପିଲାମାନେ ନିଜ ବାପାଙ୍କୁ ଖୁସି କରିବାକୁ ନାନା ପ୍ରକାରର ଉଦ୍ୟମ କରୁଛନ୍ତି । ହେଲେ ସବୁପରେ ବି ବାପାଙ୍କ ଋଣ ସୁଝିବା ଅସମ୍ଭବ । ତେବେ କିଛିଦିନ ହେବ…

ଦିଲ୍ଲୀରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଜାରି: ୫୦ ପ୍ରତିଶତ କ୍ଷମତା ସହିତ ଖୋଲିଲା ବାର୍, ଉଦ୍ୟାନ, ବଗିଚା

ନୂଆଦିଲ୍ଲୀ: ଦିଲ୍ଲୀରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ‘ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମ୍‌ଏ) ରାଜଧାନୀ ନିମନ୍ତେ ଆହୁରି କିଛି କଟକଣାକୁ କୋହଳ କରିଛନ୍ତି…

ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବନି କରୋନା ଭ୍ୟାକ୍ସିନ୍, ଆସିଲା ଅଧ୍ୟୟନ ରିପୋର୍ଟ

ଭୁବନେଶ୍ୱର: କୋଭିଡ୍ ଭ୍ୟାକ୍ସିନ୍ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା । ତେବେ ଏହି ସମସ୍ୟା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଆମି ୟୁନିଭରସିଟି ପକ୍ଷରୁ…

ଋଣଭାରରେ ବୁଡ଼ି ରହିଥିବା ଅନିଲଙ୍କୁ ପୁଣି ୧୬୦ କୋଟିର ଝଟକା, ପ୍ରାଇଭେଟ୍ ବ୍ୟାଙ୍କ ନେଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ପୂର୍ବରୁ ଋଣଭାରରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କୁ ଲାଗିଛି ପୁଣି ଏକ ଝଟକା । ରିଲାଏନ୍ସ ହୋମ ଫାଇନାନ୍ସ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୧୬୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ନେଇ…