CHARIDHAM
Browsing Category

ଦେଶ ବିଦେଶ

ଦାଉଦ୍ ଇବ୍ରାହିମର ସମ୍ପର୍କୀୟଙ୍କ ବିଷୟରେ ମିଳିଲା ସୂଚନା: ମୁମ୍ବାଇର ୨୦ଟି ସ୍ଥାନରେ ରେଡ୍ କଲା ଏନ୍ଆଇଏ

ନୂଆଦିଲ୍ଲୀ: ଭାରତ ଛାଡି ପଳାୟନ କରିଥିବା ତଥା ଡି କମ୍ପାନୀ ମୁଖ୍ୟ ଦାଉଦ୍ ଇବ୍ରାହିମର ସମ୍ପର୍କୀୟଙ୍କ ବିଷୟରେ ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ଦାଉଦର…

ବଢ଼ିପାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ସମସ୍ୟା: ୨୨ ବର୍ଷ ପୁରୁଣା ମର୍ଡର କେସରେ ଆସିବ ରାୟ

ଲଖନଉ: ୟୁପି ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇବା ବିବାଦରେ ସାମ୍ନାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ସମସ୍ୟା ପୁଣିଥରେ ବଢ଼ିପାରେ । ହାଇକୋର୍ଟଙ୍କ ଲକ୍ଷ୍ମୀପୁର ବେଞ୍ଚରେ ୨୨ ବର୍ଷ…

ପାକିସ୍ତାନରୁ ଆସିଥିବା ବୋମାରେ ଦେଶର ଅନେକ ସ୍ଥାନରେ ହୋଇଥାନ୍ତା ବ୍ଲାଷ୍ଟ: ଖାଲିସ୍ତାନୀ ଆତଙ୍କବାଦୀର ଖୁଲାସା

ନୂଆଦିଲ୍ଲୀ : ପାକିସ୍ତାନରୁ ଆସିଥିବା ବିସ୍ଫୋରକ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରେ ଲଗାଯିବା ସହ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ପ୍ରସ୍ତୁତି ଚାଲିଥିଲା । କର୍ଣ୍ଣାଲରୁ ଧରାପଡିଥିବା ଖାଲିସ୍ତାନୀ ଆତଙ୍କବାଦୀ ଏନେଇ ଖୁଲାସା…

ମଦର୍ସ ଡେ’ରେ ଇଡ୍‌ଲୀ ଆମ୍ମାଙ୍କୁ ଭେଟି ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ଇଡ୍‌ଲୀ ଆମ୍ମାଙ୍କୁ ମଦର୍ସ ଡେ’ ଅବସରରେ ଏକ ମୂଲ୍ୟବାନ ଉପହାର ଭେଟି ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି ଆମର ଟିମ୍‌ ଧନ୍ୟବାଦର ପାତ୍ର ଯେଉଁମାନେ କି ନିର୍ଦ୍ଧାରିତ ସମୟରେ…

କରୋନା କାଳରେ ଏଣ୍ଟ୍ରି ମାରିଲା ଆଉ ଏକ ମାରାତ୍ମକ ଭାଇରସ୍: ଜାଣନ୍ତୁ ନାଁ ଏବଂ କେଉଁଠାରୁ ହେଲା ଚିହ୍ନଟ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେବି କରୋନାକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଯୁଦ୍ଧ କରୁଛି । ଏହି ଭାଇରସ୍ ଚୀନରେ ପୁଣିଥରେ ହଇଚଇ ସୃଷ୍ଟି କରିଛି । ଏହି ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଆଉ ଏକ ଭାଇରସ୍ ଏଣ୍ଟ୍ରି…

ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ୱର ସବୁଠୁ ଧନୀ ଏଲନ୍‌ ମସ୍କ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣି ସବୁଠି ଏବେ ଚର୍ଚ୍ଚାରେ…

୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତ ହେବ ରଣନୀତି ! ଆଜି ହାଇକମାଣ୍ଡଙ୍କୁ ଭେଟି ‘ୱାନ ଟୁ ୱାନ୍‌’ ଆଲୋଚନା କରିବେ ଦଳୀୟ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଓ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦୀର୍ଘ ଦିନ ହେବ ଲାଗି ରହିଛି । ଫଳରେ ରାଜ୍ୟରେ ଦଳ ଉଧେଇବାର ନାଁ ଧରୁନାହିଁ । ଏକ୍ଷେତ୍ରରେ କଂଗ୍ରେସ ସଂଗଠନକୁ ମଜଭୁତ…

ଆଜି ଭାରତ-ବାଂଲାଦେଶ ସୀମା ପରିଦର୍ଶନ କରିବେ ଶାହା

ଗୌହାଟୀ: ଆଜି ଭାରତ-ବାଂଲାଦେଶ ସୀମାରେ ମାନକଚାରରେ ପହଂଚିବା ପରେ ଦକ୍ଷିଣ ସଲମାରା-ମାନକଚର ଜିଲ୍ଲାର ମାନକଚର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ମାନକଚାରରରେ ଆସାମମେଘାଳୟ ସୀମାରେ କାମାଖାବାରି…

ପ୍ରଶ୍ନପତ୍ର ବାତିଲ ପରେ ରଦ୍ଦ ହେଲା ବିପିଏସସି ୬୭ତମ ପରୀକ୍ଷା: କେମିତି ହେଲା ଲିକ୍ ? ଯାଞ୍ଚ କରିବ ସାଇବର ସେଲ୍

ପ୍ରଶ୍ନପତ୍ର ଭାଇରାଲ ହେବା ମାମଲା ପରେ ବିହାର ଲୋକ ସେବା ଆୟୋଗ ୬୭ ତମ ସଂଯୁକ୍ତ ପ୍ରାଥମିକ ପରୀକ୍ଷା(ପିଟି) କୁ ରଦ୍ଧ କରିଛି । ପ୍ରଶ୍ନପତ୍ର କେମିତି ଲିକ୍ ହୋଇଛି, କିଏ ଭାଇରାଲ କରିଛି, ଏହାର ଯାଞ୍ଚ ସାଇବର ସେଲ୍…

ସୋସିଆଲ ମିଡିଆରେ ଭାଇରାଲ ହେଲା ଲାଲୁ ପ୍ରସାଦ ଯାଦବଙ୍କ ମୃତ୍ୟୁ ଖବର, ଖଣ୍ଡନ କଲା ଆରଜେଡି

ବିହାର: ଆଉ ଦୁନିଆରେ ନାହାନ୍ତି ଲାଲୁ ପ୍ରସାଦ ଯାଦବ । ଆଜି ଏଭଳି କିଛି ଖବର ବିହାରରେ ବନ୍ୟା ପରି ବ୍ୟାପିଥିଲା । ସ୍ଥିତି କିଛି ଏପରି ହେଲା ଯେ ଲାଲୁଙ୍କ ଦଳ ଆରଜେଡିକୁ ଏହି ବିଷୟରେ ବିବୃତି ଦେବାକୁ ପଡ଼ିଛି । ରବିବାର…