Browsing Category
ଦେଶ ବିଦେଶ
ଭାରତରେ Omicron ସଂକ୍ରମିତଙ୍କ ଅସଲ ସଂଖ୍ୟା ଜାଣିବା ମୁସ୍କିଲ୍, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ତେବେ ଏଭଳି ସ୍ଥଳେ କିଏ ଡେଲଟାରେ ସଂକ୍ରମିତ ହେଉଛି ଆଉ କିଏ ଓମିକ୍ରନରେ ସଂକ୍ରମିତ ହେଉଛି ତାହା ଜାଣିବା ଏକପ୍ରକାର ମୁସ୍କିଲ…
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହେଲା କରୋନା
ଚଣ୍ଡିଗଡ଼: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜନୀତି କ୍ଷେତ୍ରରେ ଅନେକ ନେତା ଓ ମନ୍ତ୍ରୀମାନେ ଏହାର ଶିକାର ହେଉଛନ୍ତି । ପଞ୍ଜାବ ନିର୍ବାଚନର ଏକ ମାସ ପୂର୍ବରୁ ରାଜ୍ୟର ପୂର୍ବତନ…
(ଭିଡ଼ିଓ)ସମସ୍ତଙ୍କୁ ହେବ ଓମିକ୍ରନ, ଏହାକୁ ରୋକିପାରିବନି ବୁଷ୍ଟର ଡୋଜ୍-ମେଡିକାଲ ବିଶେଷଜ୍ଞଙ୍କ ଦାବି
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଜଣେ ଟପ୍ ମେଡିକାଲ ବିଶେଷଜ୍ଞ ଓମିକ୍ରନକୁ ନେଇ ଚେତାବନୀ ଦେଇଛନ୍ତି । ତାଙ୍କ କହିବା ମୁତାବକ, ଓମିକ୍ରନ…
ଦେଶରେ କରୋନାକୁ ନେଇ ଚିନ୍ତାରେ ସରକାର; ସୁସ୍ଥଠାରୁ ୩ ଗୁଣା ଅଧିକ ନୂଆ ମାମଲା, ୨୪ ଘଣ୍ଟାରେ ୪୪୨ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ତଦନ୍ତ କମିଟିର ମୁଖ୍ୟ ହେଲେ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା
ନୂଆଦିଲ୍ଲୀ: ଗତ ୫ ତାରିଖରେ ପଞ୍ଜାବର ଫିରୋଜପୁର ରାଲିରେ ଯୋଗଦେବାକୁ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ ପ୍ରାୟ ୨୦ ମିନିଟ୍ ଧରି ରାସ୍ତାରେ ଅଟକିଥିଲା । ଏହାପରେ ସମଗ୍ର ଦେଶରେ…
ହସାଇ ହସାଇ… ବେଦମ୍ କରୁଛି କୁନି ଝିଅ, ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ପୂର୍ବରୁ ଆମେ ଅନେକ ମଜାଦାର ଭିଡିଓ ସବୁ ଦେଖିଛେ । ଏକ ଭିଡିଓକୁ ଦେଖିଲେ ଆପଣ ନିଜର ହସକୁ ଆୟତ କରିପାରିବେ ନାହିଁ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ତାଙ୍କ କୁନି…
ଆଇଏନ୍ଏସ୍ ବିଶାଖାପଟନମ୍ରୁ ବ୍ରହ୍ମୋସ ମିସାଇଲ୍ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ଭାରତୀୟ ନୌସେନା ପଶ୍ଚିମ ତଟରେ ଥିବା ବିଧ୍ୱସଂକ ଯୁଦ୍ଧବିମାନ ଆଇଏନ୍ଏସ୍ ବିଶାଖାପଟ୍ଟନମ୍ରୁ ମଙ୍ଗଳବାର ଦିନ ସଫଳତା ପୂର୍ବକ ବ୍ରହ୍ମୋସ ସୁପର୍ସୋନିକ କ୍ରୁଇଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି । ଏହା…
ମହାମାରୀକୁ ରୋକି ପାରିବନି ବୁଷ୍ଟର ଡୋଜ୍, ଓମିକ୍ରନରେ ସଂକ୍ରମିତ ହେବେ ସବୁ ଭାରତୀୟ !
ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁ ଦେଶରେ ସଂକ୍ରମଣ ହାର ଢେର ପରିମାଣରେ ବୃଦ୍ଧି ପାଇଛି । ଏହା ଆଗକୁ ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହି ନୂଆ ଭାରିଏଣ୍ଟ ସମସ୍ତ ଭାରତୀୟଙ୍କୁ…
ଦିଲ୍ଲୀରେ କରୋନା ବିସ୍ଫୋରଣ: ଦୈନିକ ସଂକ୍ରମଣ ୨୧ ହଜାର ପାର୍
ଦିଲ୍ଲୀରେ କରୋନା ବିସ୍ଫୋରଣ ଜାରି ରହିଛି । ମଙ୍ଗଳବାର ଦିଲ୍ଲୀରେ ୨୧୦୦୦ ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫.୯୦ ଲକ୍ଷକୁ ଟପିଛି । ଏହା ସହ ପଜିଟିଭିଟି ହାରା ୨୫.୬୫ ପ୍ରତିଶତକୁ…
ମାସ୍କ ନପିନ୍ଧି ଅଜବ ତର୍କ ଦେଲେ ମନ୍ତ୍ରୀ, କହିଲେ- ତୁମ ମାସ୍କଠୁ ମୋ ଗାମୁଛା ୪ ଗୁଣ ଅଧିକ ମଜବୁତ
ଭୋପାଳ : ବିବାଦୀୟ ବୟାନ ଦେଇ ପୁଣି ଥରେ ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପିର ଫାୟର ବ୍ରାଣ୍ଡ ନେତା ଉଷା ଠାକୁର। ଯେବେ ତାଙ୍କୁ ମାସ୍କ ନପିନ୍ଧିଥିବାର କାରଣ ପଚରାଗଲା, ସେ ଅଜବ ଉତ୍ତର…