
Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ତରୁଣ କପୁର, ୨ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ ଦାୟିତ୍ୱ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟିର ନିଷ୍ପତ୍ତି…
ଭାରତର ଅବସ୍ଥା ଭୟଙ୍କର: ମହଙ୍ଗା ମାଡ଼ ସାଙ୍ଗକୁ ଅଭିବୃଦ୍ଧି କମୁଛି, ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି
ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣ ସାରା ଦୁନିଆର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଇଛି । କୋଭିଡ୍ ସଂକ୍ରମଣ ଧୀରେଧୀରେ ହ୍ରାସ ଘଟିବା ପରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ସୁଧୁରିବାରେ…
କୌଣସି ସମୟରେ ବି ଗିରଫ ହେବେ ଇମ୍ରାନ୍! ୫ରୁ ୮ ବର୍ଷ ଯାଏଁ ଭୋଗିପାରନ୍ତି ଜେଲ ଦଣ୍ଡ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କୌଣସି ବି ସମୟରେ ଗିରଫ ହୋଇପାରନ୍ତି । ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଥିବା ନେଇ ତାଙ୍କ ବିରୋଧେରେ ମାମଲା ରୁଜୁ ହୋଇଛି । ସାଉଦି ଆରବ ସ୍ଥିତ…
ରୁଷ୍ର ଆଉ ୨ଟି ନୌକାକୁ ଧ୍ୱଂସ କଲା ୟୁକ୍ରେନ, ଜାରି କଲା ଭିଡିଓ…
କିଭ୍: ରୁଷ୍ର ପୁଣି ଦୁଇଟି ନୌକାକୁ ଡ୍ରୋନ୍ ମାଡ଼ କରି ଧ୍ୱସଂ କରିଦେଇଛି ୟୁକ୍ରେନ୍ । କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପାଟ୍ରୋଲିଂ କରୁଥିବା ରୁଷର ଦୁଇଟି ନୌକାକୁ ଉଡ଼ାଇ ଦେଇଛି ୟୁକ୍ରେନ । ଡ୍ରୋନ୍…
ଯୁଦ୍ଧରେ କୌଣସି ଦେଶର ବିଜୟ ହେବ ନାହିଁ, ଜର୍ମାନୀରେ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ
ନୁଆଦିଲ୍ଲୀ: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେହି ବିଜେତା ହେବ ନାହିଁ। ସେ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ…
ଗୋଆରେ ଲାଗୁ ଅଛି ୟୁନିଫର୍ମ ସିଭିଲ କୋଡ୍, ଯେଉଁଠି ହିନ୍ଦୁମାନେ ବହୁବିବାହ ଆଇନରୁ ମୁକ୍ତ
ନୁଆଦିଲ୍ଲୀ: ଦେଶରେ ଏବେ ପୁଣି ଥରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଲାଗୁ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଉତ୍ତରାଖଣ୍ଡ ସରକାର ୟୁସିସି ଲାଗୁ କରିବା ଲାଗି ଏକ କମିଟି ଗଠନ କରିସାରିଲେଣି । ଅନେକ ବିଜେପି ଶାସିତ…
ଝଡ଼ରେ ଫସିଥିବା ସ୍ପାଇସଜେଟ୍ ବିମାନର ଉଡ଼ାଣ ନିଷେଧ, କ୍ରୁଙ୍କୁ ମଧ୍ୟ କାର୍ଯ୍ୟରୁ ନିବୃତ କଲା ଡିଜିସିଏ
ନୁଆଦିଲ୍ଲୀ: ରବିବାର ଦିନ ମୁମ୍ବାଇରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଭିମୁଖେ ଯାଉଥିବାବେଳେ ସ୍ପାଇସଜେଟ ବିମାନ ଦୁର୍ଘଟଣା ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ୍ ଜେନେରାଲ୍…
ମରିଗଲା ବିବେକ ଆଉ ମଣିଷପଣିଆ: ପଞ୍ଜାବରେ ୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ
ପଞ୍ଜାବ: ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଇଛି ପଞ୍ଜାବ ହୋଶିୟାରପୁର ଅଞ୍ଚଳ । ଜଣେ ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ୪ ଜଣ କିଶୋର ବାଳିକାକୁ ଅନେକ ଥର…
ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଶାନ୍ତିର ମୁହୂର୍ତ୍ତ: ନବଜାତ ଶିଶୁଙ୍କୁ କୋଳରେ ଧରିଲେ ସୈନିକ
ନୂଆଦିଲ୍ଲୀ: ୪୦ ଦିନରୁ ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଛି ଭୀଷଣ ଯୁଦ୍ଧ । ଅନେକ ଧନଜୀବନ ନଷ୍ଟ ପରେ ବି ଉଭୟ ରାଷ୍ଟ୍ର ପଛକୁ ହଟିବାକୁ ନାରାଜ । ହଜାର ହଜାର ସୈନିକ ଏହି ଯୁଦ୍ଧରେ ପ୍ରାଣ ହରାଉଥିବା ବେଳେ ସାଧାରଣ ଲୋକ…
ଦେଶର ଉଚ୍ଚ ମୁଦ୍ରାସ୍ପୀତି ମଧ୍ୟରେ ଏପ୍ରିଲରେ ଉତ୍ପାଦନ କ୍ଷେତ୍ରରେ ୫୪.୭ ପ୍ରତିଶତ ବୃଦ୍ଧି ପାଇଲା ପିଏମଆଇ
ନୁଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ତୀବ୍ର ଅଭିବୃଦ୍ଧି ଘଟୁଛି । ଏଭଳି ସମୟରେ ଏକ ସର୍ଭେ ରିପୋର୍ଟରୁ ଜଣା ପଡ଼ିଛି ଯେ ଭାରତୀୟ କଳକାରଖାନା ଗୁଡ଼ିକରେ ଉତ୍ପାଦନ ବଢିବା ସହିତ ନୂତନ ଅର୍ଡରରେ…