
Browsing Category
ଦେଶ ବିଦେଶ
ଘରେ ପଶିଲା ଚୋର ପ୍ରଥମେ ମଦ୍ୟପାନ କଲା, ତା’ପରେ ନଗଦ ଟଙ୍କା ଏବଂ ଅଳଙ୍କାର ନେଇ ଚମ୍ପଟ ମାରିଲା
ଚୋର ପ୍ରଥମେ ଘରେ ପଶିଲେ ଚୋରି କରିବା କଥା ଚିନ୍ତା କରିଥାଏ । କିନ୍ତୁ ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଆସିଥିବା ଏକ ଖବର ମୁତାବକ ଚୋର ଏକ ଘରେ ପଶିବା ପରେ ସେଠାରେ ଥିବା ମଦକୁ ପ୍ରଥମେ ପିଇଥିଲା । ଏହା ପରେ ଘରୁ ନଗଦ ଟଙ୍କା…
ଜମ୍ମୁ କାଶ୍ମୀର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଆକ୍ସନରେ ସୁରକ୍ଷାକର୍ମୀ, ଏନକାଉଣ୍ଟରରେ ଦୁଇ ଆତଙ୍କୀ ନିପାତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପୁର୍ବରୁ ସୁରକ୍ଷା କର୍ମୀ ଘାଟିରେ ଆକ୍ସନରେ ନଜର ଆସିଛନ୍ତି । କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛନ୍ତି…
ଗ୍ରାହକଙ୍କୁ ସଚେତନ କରାଇଲା SBI: ଏହି ନମ୍ବରରୁ କଲ ଆସିଲେ ନ ଉଠାଇବାକୁ ବ୍ୟାଙ୍କର ପରାମର୍ଶ
ନୂଆଦିଲ୍ଳୀ: ଦୁଇଟି ନମ୍ବରରୁ ନିଜକୁ ଦୂରେଇ ରକିବା ପାଇଁ ଗ୍ରାହକମାନଙ୍କୁ ସତର୍କ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ଦୁଇଟି ନମ୍ବରରୁ କଲ ଆସିଲେ ଏହାକୁ ରିସିଭ ନ କରିବାକୁ କୁହାଯାଇଛି । ନଚେତ ଗ୍ରାହକମାନେ…
ଭାରତକୁ ଇଣ୍ଡୋନେସିଆର ଝଟକା, ଦେଶର ମହଙ୍ଗା ସ୍ଥୀତି ମଧ୍ୟରେ ହୁ ହୁ ହୋଇ ବଢିବାକୁ ଯାଉଛି ଖାଇବା ତେଲର ଦର
ବିଭିନ୍ନ କାରଣରୁ ପୁର୍ବରୁ ହିଁ ଦେଶରେ ଦରଦାମ୍ ସାଧାରଣ ଲୋକଙ୍କୁ କଷଣ ଦେଉଛି । ଏବେ ପୁଣି ଖାଇବା ତେଲର ଦାମ ବଢିବା ନେଇ ଆଶଙ୍କା କରାଯାଉଛି । ଏବେ ଇଣ୍ଡୋନେସିଆ ପାଇଁ ଏହି ବିପଦି ଆସିବାକୁ ଯାଉଛି । ୨୮ ଏପ୍ରିଲରୁ…
୬-୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟୀକା ପାଇଁ ସୁପାରିଶ: ଖୁବ ଶୀଘ୍ର ଆରମ୍ଭ ହୋଇପାରେ ଟୀକାକରଣ
ନୂଆଦିଲ୍ଲୀ: ପୁଣି କିଛି ଦିନରୁ ବଢୁଛି କରୋନା କେସ । ପ୍ରତିଦିନ ଦେଶରେ ୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ଟ୍ରେଣ୍ଡ ୪ ଦିନରେ ପହଞ୍ଚିଛି । ଫଳରେ କରୋନା ବିପକ୍ଷ ଟୀକାକରଣ ଉପରେ ପୁଣି ବଢିଛି…
ପଦାରେ ପଡିଲା ଶିକ୍ଷକ-ପ୍ରିନ୍ସିପାଲଙ୍କ ଚୋରା ପିରତୀ: ଭିଡିଓ ଭାଇରାଲ ପରେ ଜାଣନ୍ତୁ କଣ ହେଲା ଅବସ୍ଥା
ନୂଆଦିଲ୍ଲୀ: ଘଟଣାଟି ଛତିଶଗଡ ଜିଲ୍ଲା କଙ୍କର ସହରର । ସରକାରୀ ବିଦ୍ୟାଳୟର ଜଣେ ପ୍ରିନ୍ସିପାଲଙ୍କ ସହ ଜଣେ ଶିକ୍ଷକଙ୍କର ଚାଲିଥିଲା ରାସଲୀଳା । ବେଶ କିଛି ଦିନରୁ ଉଭୟଙ୍କ ଚୋରା ପିରତୀ ସ୍କୁଲ ଭିତରେ ହିଁ ରହିଥିଲା ।…
ପଞ୍ଜାବ ସମେତ ୫ ରାଜ୍ୟରେ ବିଜୁଳି ସମସ୍ୟା: ଆଗକୁ ଆହୁରି ବଢିପାରେ ଏହି ବିପଦ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଗତ କିଛି ଦିନରୁ ପଞ୍ଜାବ ଏବଂ ଅନ୍ୟ କିଛି ରାଜ୍ୟରେ ବିଜୁଳି କାଟ୍ ର ସମସ୍ୟା ଦେଖା ଦେଇଛି । ତେବେ ଏହା ପ୍ରଥମ ଥର…
ସରକାରୀ ଅଫିସରେ ପ୍ଲାଷ୍ଟିକ୍ ବ୍ୟାନ୍: ବୋତଲ ଓ ବ୍ୟାଗ୍ ବ୍ୟବହାର କରିପାରିବେନି କର୍ମଚାରୀ
ପାଟନା: ବିହାରରେ ଏବେ ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ନିଷେଧ ହେବ । ଜୁଲାଇ ୧ରୁ ସାଧାରଣ ଜନତାଙ୍କ ପାଇଁ ଏହାକୁ ବ୍ୟାନ୍ କରାଯାଇଛି । ଅନ୍ୟପଟେ ସାଧାରଣ ଲୋକଙ୍କ ପୂର୍ବରୁ ପ୍ରଥମେ ସରକାରୀ ଅଫିସରେ…
ସାବଧାନ ! ରାଜଧାନୀରେ କରୋନାର ଜଣେ ରୋଗୀ ଅନ୍ୟ ଦୁଇ ଜଣଙ୍କୁ କରୁଛି ସଂକ୍ରମିତ: IIT ରିପୋର୍ଟ
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନାର ପ୍ରକୋପ ପୁଣି ଥରେ ଦେଖିବାକୁ ମିଳିଛି। ଏପରିକି ଚତୁର୍ଥ ଲହର ଆସିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଆଇଆଇଟି ମାଦ୍ରାସ ଦ୍ଵାରା କରାଯାଇଥିବା ଏକ ବିଶ୍ଳେଷଣ ଅନୁସାରେ…
ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ସାମିଲ୍ ହେବା ନିଶ୍ଚିତ ! କେଉଁ ଦାୟିତ୍ଵରେ ରହିବେ ବାଜିଲା ମୋହର
ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଖୁବ୍ ଶୀଘ୍ର କଂଗ୍ରେସ ସାମିଲ୍ ହେବା ନେଇ କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇ ପାରନ୍ତି। ସେ ଶୀଘ୍ର କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ…