Browsing Category
ଦେଶ ବିଦେଶ
ମୁମ୍ବାଇରେ ଜମି ଘୋଟାଲାରେ ଇଡିର ବଡ ଆକ୍ସନ, ସଞ୍ଜୟ ରାଉତଙ୍କ ପରିବାରର ୧୧ କୋଟି ସଂପତ୍ତି ଜବତ
ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁମ୍ବାଇ ଜମି ଜାଲିଆତି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ କରି ଶିବସେନା ନେତା ସଞ୍ଜୟ ରାଉତଙ୍କ ପରିବାରର ପ୍ରାୟ ୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଛି। ଏଥିରେ…
ବୈଜ୍ଞାନିକଙ୍କ ଚେତାବନୀ: ଚାଇନାର କରୋନା ଭାରିଆଣ୍ଟ ଓମିକ୍ରନ XE କୋଭିଡ ମ୍ୟୁଟେସନକୁ ନେଇ ଚିନ୍ତା…
ନୂଆଦିଲ୍ଲୀ: ଚୀନରେ କରୋନାର ନୂଆ ଭାରିଆଣ୍ଟ ଏବଂ ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପୁଥିବା ଷ୍ଟ୍ରେନ ଏବେ ପୁଣି ଥରେ ମହାମାରୀକୁ ନେଇ ଚିନ୍ତା ବଢାଇ ଦେଇଛି । ଓମିକ୍ରନର ଦୁଇଟି ଭାରିଆଣ୍ଟ ପାଇଁ ନିକଟ ଭବିଷ୍ୟତକୁ ନେଇ…
SBI ୟୁଜର୍ସ ସାବଧାନ! ଯଦି ଆପଣଙ୍କୁ ଆସୁଛି ଏହି ମେସେଜ ତେବେ ଭୁଲରେ ବି କରନ୍ତୁନାହିଁ କ୍ଲିକ, ନହେଲେ…
ନୂଆଦିଲ୍ଲୀ: ଅନଲାଇନ ଫିଶିଙ୍ଗ ସ୍କାମ କଥା ଆପଣ ହୁଏତ ଅନେକ ସମୟରେ ଶୁଣିଥିବେ । ଗତ କିଛି ବର୍ଷରୁ ଅନଲାଇନ ଠକେଇ ବଢ଼ିଛି, ଫିଶିଙ୍ଗ ମଧ୍ୟ ଏହିପରି ଏକ ଅନଲାଇନ ଠକେଇ । ଅନେକ ସମୟରେ ଦେଖାଯାଇଛି ଯେ ୟୁଜରମାନେ ସେମାନଙ୍କର…
କୁକୁର ସ୍ମୃତିରେ ତିଆରି ହେଲା ମନ୍ଦିର: ଜମିରେ ମୂର୍ତ୍ତି ସ୍ଥାପନା କରି ପାଲଟିଛନ୍ତି ଉଦାହରଣ
ତାମିଲନାଡୁ: ତାମିଲନାଡୁରୁ ଆସିଛି ଏକ ଏମିତି ଘଟଣା, ଯାହା ମଣିଷ ଏବଂ ପଶୁ ମଧ୍ୟରେ ଥିବା ନିବିଡତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ଆଜିକା ଯୁଗରେ ବାପା ମା'ଙ୍କୁ ଭୁଲି ମଣିଷ ଯାଉଥିବା ବେଳେ ଗୋଟିଏ ପଶୁ ପ୍ରତି ଥିବା…
ପୁଣି ଦେଶରେ ଡିଜିଟାଲ ଷ୍ଟ୍ରାଇକ: ୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଲେ ଭାରତ ସରକାର
ନୂଆଦିଲ୍ଳୀ: ଦେଶରେ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ୨୦୨୧ ଆଇଟି ନିୟମ ଅନୁଯାୟୀ, ୧୮ଟି ଭାରତୀୟ ଏବଂ ପାକିସ୍ତାନରେ ଚାଲୁଥିବା ୪ଟି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଚଳନ୍ତା ବସରେ ଲାଗିଲା ଜବରଦସ୍ତ କରେଣ୍ଟ: ଘଟଣାସ୍ଥଳରେ ୩ ମୃତ, ୫ ଗୁରୁତର
ଜୈସଲମେର: ଭାରତ-ପାକିସ୍ତାନ ସୀମରେ ଥିାବ ଜୈସଲମେର ଜିଲ୍ଲାରେ ଆଜି ବଡ଼ ଧରଣର ଦୁର୍ଘଟଣା ଘଟିଛି । ସେଠାରେ ଗୋଟିଏ ବସ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା କାରଣରୁ ସେଥିରେ ଥିବା ୮ଜଣ ଯାତ୍ରୀ ଜଳିଯାଇଛନ୍ତି । ଜଳିଥିବା ୮…
BJPର ମନ୍ତ୍ରୀ ଓ ସାଂସଦଙ୍କୁ ଦିଆଗଲା ଏକ ସ୍ପେଶାଲ ଟୋପି, ଜାଣନ୍ତୁ ଏହି ଟୋପି ସହିତ ମୋଦୀଙ୍କର କ’ଣ ରହିଛି ସମ୍ପର୍କ
ନୂଆଦିଲ୍ଲୀ: ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଆରମ୍ଭ କରିଦେଇଛି ତା’ର ନିର୍ବାଚନୀ ପ୍ରଚାର । ଏହିକ୍ରମରେ ବିଜେପିର ସଂସଦୀୟ ଦଳ ବୈଠକରେ ସମସ୍ତ ମନ୍ତ୍ରୀ ଓ ସାଂସଦମାନଙ୍କୁ ଏକ ଖାସ୍ ଟୋପି…
ଇମ୍ରାନ ଖାନଙ୍କ ଋଷ ଗସ୍ତର ପ୍ରତିଶୋଧ ନେଉଛି ଆମେରିକା: ପାକିସ୍ତାନ ସଙ୍କଟକୁ ନେଇ ବୟାନ ଜାରି କଲା ଋଷ
ନୂଆଦିଲ୍ଳୀ: ପାକିସ୍ତାନରେ ଦେଖା ଦେଇଛି ଗଭୀର ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ସଂସଦ ଭାଙ୍ଗି ଦେଇଥିଲେ ଇମ୍ରାନ ଖାନ୍ । ଦେଶରେ ୯୦ ଦିନ ମଧ୍ୟରେ…
ନର୍ସିଂ ପାଠ୍ୟପୁସ୍ତକ ବୁଝାଉଛି ଯୌତୁକର ଫାଇଦା: ଅସୁନ୍ଦରୀ ଝିଅଙ୍କୁ ବି ମିଳିବେ ସୁନ୍ଦର ବର
ନୂଆଦିଲ୍ଲୀ: ଯୌତୁକ ଦେବା ଓ ନେବା ଆଇନତଃ ଅପରାଧ । ଆଜିବି ସମାଜରେ ଏହି କୁସଂସ୍କାର ପ୍ରଚଳିତ । ମାତ୍ର ପାଠ୍ୟପୁସ୍ତକରେ ଏହାକୁ ପ୍ରୋତ୍ସାହନ ଦିଆଯିବା ଅତ୍ୟନ୍ତ ଭୟଙ୍କର । ଏମିତି କିଛି ଘଟିଛି ଇଣ୍ଡିଆନ ନର୍ସିଙ୍ଗ…
ପୁଣି ବଢ଼ିବ ପାକିସ୍ତାନରେ ରାଜନୈତିକ ଅସ୍ଥିରତା, ତିନି ମାସ ମଧ୍ୟରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କ ନା
ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ଆରିଫ ଅଲଭି ନ୍ୟାସନାଲ ଆସେମ୍ବଲିକୁ ଭଙ୍ଗ କରିଦେଇଥିଲେ । ବର୍ତ୍ତମାନ…