
Browsing Category
ଦେଶ ବିଦେଶ
ତୁରନ୍ତ ଖାରକିଭ ଛାଡ଼ନ୍ତୁ ଭାରତୀୟ: ଜରୁରୀକାଳୀନ ଆଡଭାଇଜରି ଜାରି କଲା ଦୂତାବାସ
ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭଇଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ଖାରକିଭ୍ ଛାଡ଼ିବାକୁ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସର ପରାମର୍ଶ । ୟୁକ୍ରେନ ସମୟ ସନ୍ଧ୍ୟା…
ଲିକ୍ ହେଲା ପୁତିନଙ୍କ ପ୍ଲାନ: ୟୁକ୍ରେନ ପରେ ଋଷ ଟାର୍ଗେଟରେ ରହିଛି ଆଉ ଏକ ଦେଶ, ଖୁବଶୀଘ୍ର କରିପାରେ ଆକ୍ରମଣ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଉପରେ ଖପା ରହିଛି ସାରା ବିଶ୍ୱ । ଆମେରିକା ସହିତ ଅନେକ ରାଷ୍ଟ୍ର ଋଷ ସହିତ ବିଭିନ୍ନ ପ୍ରକାର ସମ୍ପର୍କ ମଧ୍ୟ ଛିନ୍ନ କରିବା ଆରମ୍ଭ କରି ଦେଲେଣି । ତେବେ ଏହି ସମୟରେ ଋଷର…
ଯୁଦ୍ଧର ନିୟମ ଭାଙ୍ଗିବା ହୋଇଥାଏ ଅପରାଧ: ଜାଣନ୍ତୁ କ’ଣ କହୁଛି ‘Law Of War’
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁହାଯାଏ ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ସମ୍ଭବ । କିନ୍ତୁ ଯୁଦ୍ଧରେ ସବୁକିଛି ଯଥାର୍ଥ ନୁହେଁ । ଯୁଦ୍ଧର କିଛି ନିୟମ ରହିଛି । ଏହାର କିଛି କାନୁନ ରହିଛି । ଯାହାକୁ ନେଇ ଯୁଦ୍ଧ ଲଢ଼ିବାକୁ…
ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ବଳି ପଡୁଛନ୍ତି ଭାରତୀୟ: ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ସୂଚନା, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପ୍ରତିଦିନ ଶହ ଶହ ସୈନ୍ୟସାମନ୍ତଙ୍କ ସହ ବଳି ପଡୁଛି ସାଧ।।ରଣ ଜନତାଙ୍କ ମୂଲ୍ୟବାନ ଜୀବନ । ଏଥି ମଧ୍ୟରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ…
ଋଷ ତରଫରୁ ଆଶ୍ୱସ୍ତି: ପ୍ରଭାବିତ ହେବନି ଭାରତ ସହ ହୋଇଥିବା ପୁରୁଣା ଡିଫେନ୍ସ ଡିଲ, ପହଞ୍ଚିବ ମିସାଇଲ
ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ବିପକ୍ଷରେ ଯୁଦ୍ଧ କାରଣରୁ ଋଷ ସହ ଏବେ ଅନେକ ଦେଶ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ୟାଙ୍କରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମେରିକା ସମେତ ଅନେକ ରାଷ୍ଟ୍ର ଦ୍ୱାରା ଋଷ ଉପରେ…
ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ଭାରତ ସମେତ ସାରା ବିଶ୍ୱରେ ଟୀକାକରଣ ଅଭିଯାନ ମଧ୍ୟ ହୋଇପାରେ ପ୍ରଭାବିତ
ନୂଆଦିଲ୍ଲୀ: ସପ୍ତାହେ ହେଲା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଏହି ଯୁଦ୍ଧ ଏବେ ବିଶ୍ୱବାସୀଙ୍କ ପାଇଁ ମହଙ୍ଗା ମାଡ ସହିତ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଏମିତିକି ଏହି ଯୁଦ୍ଧ ଏବେ ବିଶ୍ୱର ଟୀକାକରଣ…
ସତରେ କ’ଣ ବିଶ୍ୱ ଦେଖିବ ବିଧ୍ୱଂସକାରୀ ପରମାଣୁ ଯୁଦ୍ଧ: ଜାଣନ୍ତୁ କେଉଁ ଶକ୍ତିଶାଳୀ ଦେଶ ପାଖରେ ରହିଛି କେତୋଟି ଭୟଙ୍କର ଅସ୍ତ୍ର
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ନେଇ ଭୀତତ୍ରସ୍ତ ହୋଇ ରହିଛି । ତେବେ ଏଭଳି ସ୍ଥିତିରେ ରୁଷ୍ ରାଷ୍ଟ୍ରପତି ତାଙ୍କର ନ୍ୟୁକ୍ଲିୟର ଫୋର୍ସଙ୍କୁ ଆଲର୍ଟ ରହିବାକୁ…
ସେକ୍ସ କର୍ମଚାରୀଙ୍କ ପାଇଁ UIDAIର ବଡ଼ ଘୋଷଣା! ଏବେ ମିଳିବ ଏହି ଖାସ୍ ସୁବିଧା
ନୂଆଦିଲ୍ଲୀ: ଆଧାର କାର୍ଡ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ସୁପ୍ରିମକୋର୍ଟଙ୍କୁ ସୂଚିତ କରିଛି କି, ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (NACO) ଦ୍ୱାରା…
ରୋଗବ୍ୟାଧି ଦୂର କରୁଛି ଓଟ ପରିଶ୍ରା, ଏଠାରେ ଲୋକମାନେ ପିଅନ୍ତି ଓ ମୁହଁ ଧୁଅନ୍ତି ମଧ୍ୟ(Video)
ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ଦେଶର ରହିଛି ସେମାନଙ୍କର ସ୍ୱତନ୍ତ୍ର ଚାଳିଚଳନ ଓ ପରମ୍ପରା । ଆଉ ସେମାନଙ୍କ ଖାଦ୍ୟପେୟ ବି ଭିନ୍ନ ପ୍ରକାରର ରହିଥାଏ । ଏହି କ୍ରମରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଲୋକମାନେ ଓଟ…
ରୁଷ-ୟୁକ୍ରେନ ଲଢେଇ: ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଲା ଅଶୋଧିତ ତୈଳ, ନିର୍ବାଚନ ପରେ ବଢିବ ପେଟ୍ରୋଲ-ଡିଜେଲ୍ ଦାମ !
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ପ୍ରଭାବ ଏବେ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡିଛି। ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଛି। ଏହା ଗତ ସାତ ବର୍ଷରେ ସର୍ବୋଚ୍ଚସ୍ତରରେ…