Browsing Category

ଦେଶ ବିଦେଶ

ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ସାମାନ୍ୟ ଫେସବୁକ ପୋଷ୍ଟ ପାଇଁ ଜାଳିଦେଲେ ୨୦ଟି ଘର; ସ୍ଥିତି ଉଦ୍ବେଗଜନକ

ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ହିନ୍ଦୁ ମାନଙ୍କ ମୁଖ୍ୟ ପୂଜା ଦୁର୍ଗା ମା'ଙ୍କର ପୁଜା ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନି । ବାଂଲାଦେଶର…

ସାଓମି, ଆପଲ୍ ଓ ସାମସଙ୍ଗ, ଜାଣନ୍ତୁ ନମ୍ବର-୧ରେ ରହିଛି କେଉଁ ସ୍ମାର୍ଟଫୋନ୍ କମ୍ପାନୀ

ନୂଆଦିଲ୍ଲୀ: ଗ୍ଲୋବାଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ୍ କୁ ନେଇ ରିସର୍ଚ୍ଚ ଫର୍ମ କାନାଲିସ୍ (ଉବଦ୍ଭବକ୍ଷଚ୍ଚଗ୍ଦ)ର ଏକ ରିପୋର୍ଟରେ ସାଓମିକୁ ତୃତୀୟ ସ୍ଥାନ ମିଳିଛି । ଦ୍ୱିତୀୟରେ ରହିଛି ଆପଳ୍ ସ୍ମାର୍ଟଫୋନ୍ ଓ ପ୍ରଥମ…

ସେୟାର୍ ମାର୍କେଟ ଭାଙ୍ଗିଲା ସବୁ ରେକର୍ଡ, ସେନସେକ୍ସ ପ୍ରଥମ ଥର ପାଇଁ ପାର୍ କଲା ୬୧୮୦୦ ପଏଣ୍ଟ୍

ନୂଆଦିଲ୍ଲୀ: ସେୟାର୍ ବଜାର ଆଜି ଆରମ୍ଭରୁ ହିଁ ରେକର୍ଡ କରିଛି । ସପ୍ତାହର ପ୍ରଥମ ଦିନ, ସୋମବାର ଦିନ ସେନସେକ୍ସ ଓ ନିପ୍ଟି ଏକ ନୂଆ ରେକର୍ଡ କରିଛି । ବିଏସଇର ସେନସେକ୍ସ ୬୧, ୮୧୭ ଅଙ୍କ ସହିତ ସର୍ବକାଳୀନ ରେକର୍ଡ କରିଛି…

ମା’ ତୁ ମହାନ୍, ମାଟି ଅତଡା ପଡ଼ିବା ଆଗରୁ ପୁଅକୁ ଛାତିରେ ଜାବୁଡ଼ି ଧରି ଘୋଡେ଼ଇ ରଖିଥିଲା ମା’; ମିଳିଲା ଉଭୟଙ୍କ ମୃତଦେହ

ଥିରୁବନନ୍ତପୁରମ୍: କେରଳରେ ଲଗାତର ଭାବରେ ବର୍ଷାର ତାଣ୍ଡବ ଜାରି ରହିଛି । ଏହା ଯୋଗୁଁ ଅନେକ ଜନଜୀବନ ଏବେ ସଙ୍କଟରେ ପଡ଼ିଛି । କାହାର ଘର ଭାଙ୍ଗିଛି ତ କାହାର ଅନେକ ଲୋକଙ୍କ ଜୀବନ ହାନି ହୋଇଛି । ତେବେ ଏପର୍ଯ୍ୟନ୍ତ କେରଳ…

ପ୍ୟାକେଜିଂ କମ୍ପାନୀରେ ଭୀଷଣ ନିଆଁ, ଭୟରେ ବିଲ୍ଡିଂ ତଳକୁ ଡେଇଁ ଦୁଇ ମୃତ; ବର୍ତ୍ତିଗଲେ ୧୨୫ରୁ ଅଧିକ ଶ୍ରମିକ

ସୁରତ: ଗୁଜୁରାଟର ସୁରତର କଡୋଡୋରାରେ ଆଜି ସକାଳ ସମୟରେ ଏକ ପ୍ୟାକେଜିଂ କମ୍ପ୍ରାନୀରେ ଭୀଷଣ ନିଆଁ ଲାଗି ଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଏଥିସହିତ ଅନେକ ଲୋକ ଗୁରୁତର ଭାବରେ…

କେରଳରେ ବର୍ଷାର ତାଣ୍ଡବ, ପାଣିରେ ମିଶିଗଲା ପକ୍କାଘର; ଦେଖନ୍ତୁ ଭିଡିଓ

ଥିରୁବନ୍ତପୁରମ୍: କେରଳର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ମୁଷଳଧାର ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାର କହର ଦେଖାଦେଇଛି । ରାଜ୍ୟରେ ବର୍ଷା…

ପାୱର କ୍ରାଇସିସ୍ ଭାଙ୍ଗିଲା ଚାଇନାର ମେରୁଦଣ୍ଡ, ତିନି ମାସ ମଧ୍ୟରେ ଖସିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ପାୱାର କ୍ରାଇସିସ୍, ସପ୍ଲାଇ ଚେନରେ ଦୁର୍ବଳତା, କରୋନାର ନୂଆ ଲହର କାରଣରୁ ଚାଇନାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଫଳରେ ଜୁଲାଇ-ସେପ୍ଟେମ୍ବର ତିନିମାସ ମଧ୍ୟରେ ଡ୍ରାଗନର ଇକୋନୋମିକ୍ ଗ୍ରୋଥ୍ ରେଟ୍…

ପୁଅ ସାବାଳକ ହେବାପରେ କଣ ସବୁ ଦାୟିତ୍ୱରୁ ମୁକ୍ତି ପାଇଯିବେ ବାପା? ହାଇକୋର୍ଟ ଶୁଣାଇଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଜର ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ପୁଅର ପାଠପଢ଼ା ଖର୍ଚ୍ଚ ପୂରା କରିବାର ଦାୟିତ୍ୱରୁ ବାପା ମାନେ ଏଥିପାଇଁ ମୁକ୍ତି ପାଇପାରିବେନି ଯେ, ସେମାନେ ସାବାଳକ ହୋଇଯାଇଛନ୍ତି ।…

୪ କୋଟି ପାର୍ କଲା E-Shram ପୋଟାର୍ଲ ରେଜିଷ୍ଟ୍ରେସନ୍, ଆପଣ ବି ପାଇପାରିବେ ଲାଭ; ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଇ-ଶ୍ରମ ପୋଟାର୍ଲରେ ଶ୍ରମିକ ମାନଙ୍କ ପଞ୍ଜୀକରଣ ୪ ୋକଟି ପାର୍ କରିଛି । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ୨ ମାସରୁ କମ୍ ସମୟ ହେବ ଏହି ପୋର୍ଟାଲ ଖୋଲିଥିବା ବେଳେ ଏଥିରେ…

ଲକଡାଉନରେ ପ୍ରି ମାଚ୍ୟୁର ଶିଶୁଙ୍କ ପାଇଁ ବାଣ୍ଟିଲେ ୧୦୦ ଲିଟର ସ୍ତନକ୍ଷୀର

ନୂଆଦିଲ୍ଲୀ: ବଲିଉଡ ସହିତ ଜଡିତ ନିଧି ପରମାର ଲକଡାଉନ ସମୟରେ ପ୍ରାୟ ୧୦୦ ଲିଟର ସ୍ତନ କ୍ଷୀର ଦାନ କରିଥିବା ନେଇ ସୂଚନା ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମରେ ହ୍ୟୁମାନସ ଅଫ ବମ୍ବେରେ ନିଧି ଏହି ସୂଚନା ଦେଇଥିଲେ । ୩୭ ବର୍ଷ…