Browsing Category

ଦେଶ ବିଦେଶ

ପ୍ରକାଶ ପାଇଲା UPSC ୨୦୨୦ ପରୀକ୍ଷାଫଳ; ଶୁଭମ୍ କୁମାର ଟପ୍ପର

ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇଲା ୟୁପିଏସିର ୨୦୨୦ ପରୀକ୍ଷା ଫଳାଫଳ । ପୁରା ଦେଶରୁ ସିଭିଲ୍ ସର୍ଭିସରେ ନିଯୁକ୍ତି ପାଇଁ ୟୁପିଏସସି ଦ୍ୱାରା ମୋଟ ୭୬୧ ଜଣ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି । ଏହି ପରିକ୍ଷାରେ ଶୁଭମ…

ରାଗରେ ଆସି ମୋବାଇଲ ଫିଙ୍ଗିଲେ ଗର୍ଲଫ୍ରେଣ୍ଡ, ଚାଲିଗଲା ବୟଫ୍ରେଣ୍ଡର ଜୀବନ

ନୂଆଦିଲ୍ଲୀ: ଜଣେ ୨୨ ବର୍ଷୀୟା ଯୁବତୀ ରୋକ୍ସାନା ଏଡେଲିନା ଲୋପେଜ୍ ରାଗରେ ଆସି ନିଜର ୨୩ ବର୍ଷିୟ ବୟଫ୍ରେଣ୍ଡ ଲୁଇସ୍ ଗ୍ୱାଣ୍ଟେଙ୍କ ଉପରେ ଫୋନ୍ କୁ ଫିଙ୍ଗି ଦେଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ଏକ ଖବର…

ପ୍ରଥମ ଥର ୬୦ ହଜାର ପାର୍ କଲା ସେନସେକ୍ସ, ୧୭୮୫୦ ଉପରେ ନିଫ୍ଟି

ନୂଆଦିଲ୍ଲୀ: ଆଜି ସପ୍ତାହର ଶେଷ ବ୍ୟବସାୟ ଦିନ ଅର୍ଥାତ୍ ଶୁକ୍ରବାର ଦିନ ସେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚି ବନ୍ଦ ହୋଇଛି । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନସେକ୍ସ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ…

କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଗୋଗୀ ନିହତ, ରୋହିଣୀ କୋର୍ଟରେ ଦିନ ଦିପହରେ ଫାୟାରିଂ ବେଳେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଦିନ ଦିପହରରେ ଦିଲ୍ଲୀ ରୋହିଣୀ କୋର୍ଟ ଭଳି ଏକ ହାଇ ସିକ୍ୟୁରିଟିଯୁକ୍ତ କୋର୍ଟରେ ଫାୟାରିଂ ହୋଇଛି । ଏହି ଫାୟାରିଂ ରେ କୁଖ୍ୟାତ ଅପରାଧି ଗୋଗୀର ମୃତ୍ୟୁ ହୋଇଛ୍ରି । କୋର୍ଟ ଭିତରେ ଆଜି ଗୋଟିଏ ଗ୍ୟାଙ୍ଗ…

ଚଳନ୍ତା ଟ୍ରେନରେ ଡ୍ରେସ୍ ବଦଳାଇବାକୁ ଯାଇ ଗାୟବ୍ ହୋଇଗଲା ପତ୍ନୀ, ଦେଢ଼ ମାସପରେ ପ୍ରେମିକ ଘରୁ….

ନୂଆଦିଲ୍ଳୀ: ଚଳନ୍ତା ଟ୍ରେନ୍ ରେ ଟଏଲେଟ୍ କୁ ଡ୍ରେସ୍ ବଦଳାଇବାକୁ ଯାଇଥିବା ସମୟରେ ହଠାତ୍ କୁଆଡେ ଗାୟବ୍ ହୋଇଯାଇଥିଲା ସ୍ତ୍ରୀ । କିନ୍ତୁ ଦେଢ଼ ମାସ ପରେ ତାର ଠିକଣା ମିଳିଥିଲା । ତେବେ ସେ କୁଆଡେ ଗାୟବ୍ ହୋଇନଥିଲା ବରଂ…

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଘୋଷଣା: ଦେଶରେ ଚାଲିବ ୨ ପ୍ରକାର ଇନ୍ଧନରେ ଚାଲୁଥିବା ଗାଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ ଦୀର୍ଘଦିନ ଧରି ଭାରତୀୟ ପରିବହନ କ୍ଷେତ୍ର ପାଇଁ ବାୟୋ ଇନ୍ଧନ ଯାନ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀ ଘୋଷଣା…

ବିପଦରେ Android Phone ବ୍ୟବହାର କରୁଥିବା ବ୍ୟାଙ୍କ ଗ୍ରାହକ: ସତର୍କ ରହିବାକୁ ଚେତାବନୀ ଦେଲା ଏହି କେନ୍ଦ୍ରୀୟ ସଂସ୍ଥା

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ ଫୋନରେ ଅନଲାଇନ ବ୍ୟାଙ୍କିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦେଶର ଫେଡେରାଲ ସାଇବର ସିକ୍ୟୁରିଟି ଏଜେନ୍ସି ନିକଟରେ ଏକ ତାଜା ଆଡଭାଇଜରୀ ଜାରି କରିଛି…

ଜବରଦଖଲ ଉଚ୍ଛେଦକୁ ବିରୋଧ କରି ହିଂସାକାଣ୍ଡ: ପୋଲିସ ଗୁଳିରେ ୨ ମୃତ

ଦରାଙ୍ଗ: ଆସାମରେ ଜବରଦଖଲକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦାରଙ୍ଗ ଜିଲ୍ଲା ଧୌଲପୁର ଗୋରୁଖୁଟି ଅଞ୍ଚଳରେ ସ୍ଥାନୀୟ ଲୋକେ ଓ ପୋଲିସ ମଧ୍ୟରେ ହୋଇଛି ଏହି ହିଂସାକାଣ୍ଡ । ପୋଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ । ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ…

ଏଣିକି ଘରକୁ ଘର ବୁଲି ଚାଲିବ କୋଭିଡ୍ ଟିକାକରଣ: ଭିନ୍ନକ୍ଷମ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକେ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ଟିକାକରଣ ନେଇ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକୁ ଘରକୁ ଘର ଯାଇ ଟିକା ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ…