CHARIDHAM
Browsing Category

ଦେଶ ବିଦେଶ

ବୁଷ୍ଟର ଡୋଜ ପାଇଁ ଆସିଲା ନୂତନ ଗାଇଡ ଲାଇନ୍: ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଳୀ:  ଟୀକାକରଣରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ ପରିବର୍ତ୍ତନ । ଏଣିକି କରୋନାରେ ଆକ୍ରାନ୍ତ ହେବାର ୩ ମାସ ପରେ ଦିଆଯିବ ଟୀକା । ପ୍ରଥମ, ଦ୍ୱିତୀୟ ଡୋଜ ହେଉ କି କରୋନାର ବୁଷ୍ଟର ଡୋଜ, ସବୁଥିରେ ଲାଗୁ…

କରୋନା ଚିହ୍ନଟ କରିବ ଚିପ୍: ଆଗୁଆ ସତର୍କ କରାଇବା ସହିତ ଭୂତାଣୁ ଠାରୁ ଦେବ ସୁରକ୍ଷା

ନୂଆଦିଲ୍ଳୀ: ସାରା ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । କରୋନା ଟୀକା ମଧ୍ୟ ଅନେକ ଜାଗାରେ ମାରିଛି ଫେଲ । ଅଜଣା ଜାଗା ଆଉ ଜିନିଷରୁ ବ୍ୟାପୁଛି ଏହି ଖତରନାକ ଭାଇରସ । କିନ୍ତୁ ଖୁବଶୀଘ୍ର କରୋନା କବଳରୁ ରକ୍ଷା…

ମେଡିସିନ ଏକ କାମ ଅନେକ: କରୋନା ସମୟରେ ବିକ୍ରି ହେଲା ୩୫୦ କୋଟିର DOLO 650

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ଫାର୍ମା କମ୍ପାନୀର ବିକ୍ରିରେ ଢେର ଅଭିବୃଦ୍ଧି ଦେଖା ଦେଇଥିଲା । ଏହି ସମୟରେ ପାରାସିଟାମଲ ଟାବ୍ଲେଟ ଡୋଲୋ-୬୫୦ର ବିକ୍ରି ବହୁଳ ଭାବରେ ବୃଦ୍ଧି ପାଇଥିଲା । ଏପରିକି ମାତ୍ର…

ସଚିନଙ୍କ ଡାଇ-ହାର୍ଡ ଫ୍ୟାନ ସୁଧୀରଙ୍କୁ ଥାନାରେ ମାଡ ମାରିଲା ବିହାର ପୋଲିସ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଡାଇ ହାର୍ଡ ଫ୍ୟାନ ସୁଧୀର କୁମାର ଚୌଧୁରୀଙ୍କୁ ଥାନାରେ ମାଡ ମାରିଛି ପୋଲିସ । ସଚିନ ତଥା ଭାରତୀୟ କ୍ରିକେଟର ଏହି ଜବରା ଫ୍ୟାନଙ୍କୁ ବିହାର ପୋଲିସ ଥାନା…

୧ ଫେବ୍ରୁଆରୀରୁ ଆରମ୍ଭ ହେବ ସମସ୍ତ କଲେଜର ସେମିଷ୍ଟାର ପରୀକ୍ଷା, ରାଜ୍ୟ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମାଡ଼ିବାରେ ଲାଗିଛି । ମହାମାରୀକୁ ଦୃଷ୍ଟିରେ ରଖି ତାମିଲନାହୁ ସରକାର ସେମିଷ୍ଟାର ପରୀକ୍ଷା ଅନଲାଇନ ମୋଡରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚଶିକ୍ଷା…

୪୮୮ଟି ଟ୍ରେନ୍ ବାତିଲ କଲା ରେଳବାଇ, ଅନେକ ରେଳର ବଦଳିଲା ରୁଟ୍; ଯାତ୍ରା ପୂର୍ବରୁ ଦେଖିନିଅନ୍ତୁ ତାଲିକା

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହି କାରଣରୁ ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ପ୍ରଭାବିତ…

ପୁଣି ଲାଲ ବାହିନୀର ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଗୁଇନ୍ଦା କର୍ମଚାରୀଙ୍କୁ କଲେ ହତ୍ୟା

ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ତାଣ୍ଡବ । ଗତକାଲି ବିଳମ୍ବିତ ରାତ୍ରିରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା କରିଛି ଲାଲ ବାହିନୀ । ତେବେ ଏହି ହତ୍ୟାକାଣ୍ଡ…

ବଦଳିଯିବ IAS କ୍ୟାଡର ନିୟମ, ଏଣିକି ବାବୁମାନଙ୍କ ଡେପୁଟେସନକୁ କଣ୍ଟ୍ରୋଲ କରିବ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟମାନଙ୍କରେ କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀଙ୍କୁ ଏଣିକି କେନ୍ଦ୍ର ସରକାର ଯେ କୌଣସି ସମୟରେ ଡେପୁଟେସନରେ ନେଇ ପାରିବେ । ଏଥିନେଇ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ନେବାର ଆଉ…

ମୁମ୍ବାଇରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ୧୫ ଆହତ

ମୁମ୍ବାଇ: ମୁମ୍ବାଇର ତାରଦେଭସ୍ଥିତ କମଲା ବିଲ୍ଡିଂର ୨୦ ମହଲା ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ନିଆଁରେ ଜଳିଯାଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ…

କରୋନା ପାଇଁ ଆପଣଙ୍କର ବାହାଘର ହଠାତ୍ ବନ୍ଦ ହୋଇଗଲା କି, ଆପଣ ଆଡଭାନ୍ସ ଦେଇଥିବା ସମସ୍ତ ଟଙ୍କା ଫେରିପାଇବେ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ମଣିଷ ଆଜି ଅନେକ ସମସ୍ୟା ଦେଇ ଗତି କରୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ ଭଳି କଟକଣା ଲାଗୁ କରାଯାଉଛି । ଅନେକ ଲୋକଙ୍କର ବାହାଘର ପୂର୍ବରୁ ସ୍ଥିରୀକୃତ…