Browsing Category

ଦେଶ ବିଦେଶ

ବୋହୁକୁ ନେଇ ଶ୍ୱଶୁର ଫେରାର୍, ଅନେକ ବର୍ଷ ପରେ ଛୁଆକୁ ନେଇ ଉଭୟ ଘରକୁ ଫେରିଲେ

ଲକ୍ଷ୍ନୌ: ଆପଣ ମାନେ ପ୍ରେମକୁ ନେଇ ସମାଜ ସହିତ ଲଢ଼ୁଥିବା ଅନେକ ଯୋଡ଼ିକୁ ଦେଖିଥିବେ । ହେଲେ ଉତ୍ତରପ୍ରଦେଶର ବଦାୟୁରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଶ୍ୱଶୁରକୁ ତାର ବୋହୁ ଏତେ ପସନ୍ଦ…

କନଷ୍ଟେବଲ ପ୍ରିୟଙ୍କା ମିଶ୍ରଙ୍କ ଭିଡିଓ ଭାଇରାଲ, ନିଆଗଲା ଏପରି ପଦକ୍ଷେପ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ପିସ୍ତଲ ସହିତ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏସଏସପି ମହିଳା କନଷ୍ଟେବଳଙ୍କୁ…

ଏହି ରାଜ୍ୟରେ ଦୈନିକ ଚିହ୍ନଟ ହେଉଛି ୩୦ ହଜାର କୋଭିଡ୍ ମାମଲା, ଆକ୍ଟିଭ୍ କେସ୍ ୨ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କା ମଧ୍ୟରେ ପୁଣିଥରେ ନୁତନ କେସ୍ ବଢ଼ିବାରେ ଲାଗିଛି । ଏହା ଭିତର କେରଳରୁ ଚିହ୍ନଟ ହେଉଥିବା କୋଭିଡ୍ ମାମଲା ଏବେ ଚିନ୍ତାର କାରଣ ପାଲଟିଛି । କାରଣ ଗତ ଦୁଇ ଦିନ…

ଯୌତୁକ ଭୋକରେ ସାଙ୍ଗ ମାନଙ୍କ ଦ୍ୱାରା ସ୍ତ୍ରୀର ଗ୍ୟାଙ୍ଗରେପ୍ କରାଇଲା ନିର୍ଦ୍ଦୟୀ ସ୍ୱାମୀ, ଅଶ୍ଳୀଳ ଭିଡିଓ କରି ଭାଇରାଲ୍ କରିବାକୁ ଦେଉଥିଲା…

ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିର ଯୌତୁକ ଭୋକ ନ ମେଣ୍ଟିବାରୁ ସେ ନିଜ ସ୍ତ୍ରୀକୁ ସାଙ୍ଗ ମାନଙ୍କ ପାଖରେ ଛାଡ଼ିଦେଲା । ଆଉ ତାର ସାଙ୍ଗମାନେ ମହିଳାଙ୍କ ସହିତ…

ସୁପ୍ରିମକୋର୍ଟରେ ୯ ନୂଆ ବିଚାରପତିଙ୍କୁ ନିଯୁକ୍ତି, ନବନିଯୁକ୍ତଙ୍କ ମଧ୍ୟରେ ୩ ମହିଳା ବିଚାରପତି

ନୂଆଦିଲ୍ଲୀ, ୨୬ା୮: ଦେଶର ସର୍ବୋଚ୍ଚ ଅଦାଲତକୁ ମିଳିଛି ୯ ନୂଆ ବିଚାରପତି । ପଦୋନ୍ନତି ପାଇ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଥିବା ୯ ଜଣ ନାମକୁ ପ୍ରଥମେ କଲେଜିୟମ୍‌ ସୁପାରିସ କରିବା ପରେ କେନ୍ଦ୍ର ସରକାର…

ଭାରତର ଥିବା ଏହି ଚୀନ୍ କାଳୀ ମନ୍ଦିରରେ ଲାଗିଥାଏ ନୁଡଲ୍ସ-ଚିପ୍ସ ଭୋଗ, ଜାଣନ୍ତୁ ଏହାର ଚମତ୍କାରୀ କାରଣ

ସାଧାରଣତଃ ମନ୍ଦିରଗୁଡିକରେ ଭଗବାନଙ୍କୁ ଲଡୁ-ପେଡା, ମିଠା ଆଦି ଭୋଗ କରାଯାଏ । କିନ୍ତୁ ଆମ ଦେଶରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ଭଗବାନଙ୍କୁ ଚାଇନିଜ୍ ଖାଦ୍ୟ ଭୋଗରେ ଦିଆଯାଏ । ଏହା ପରେ ନୁଡଲ୍ସ ଓ ଚିପ୍ସ ପ୍ରସାଦକୁ…

ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ୱର ଏକ ନମ୍ବର ନଗରୀ ହେଲା ଦିଲ୍ଲୀ, ଫୋର୍ବସ୍ ତାଲିକାରେ ମଣ୍ଡନ କଲା ପ୍ରଥମ ସ୍ଥାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ୱର ଏକ ନମ୍ବର ନଗରୀ ହୋଇଛି । ଏହା କ୍ରମରେ ଦିଲ୍ଲୀ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର…

କାବୁଲ ବିସ୍ଫୋରଣ: ୧୨ ଆମେରିକୀ ସେନାଙ୍କ ସମେତ ୭୨ ଜଣ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗତକାଲି କାବୁଲ ଏୟାରପୋର୍ଟରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଯେଉଁଥିରେ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ଭିତରେ ଆମେରିକା କହିଛି ଯେ, ଏହି ଆତଙ୍କୀ ହମଲାରେ ତାଙ୍କର…

କାବୁଲରେ ତୃତୀୟ ବିସ୍ଫୋରଣ: ୬୦ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଘଟି ଯାଇଛି ଆଉ ଏକ ବିସ୍ଫୋରଣ। ଏହାକୁ ମିଶାଇ ଆଜିର ଦିନରେ ଘଟିଛି ୩ଟି ବିସ୍ଫୋରଣ। ଏହି ବିସ୍ଫୋରଣରେ ଅନ୍ୟୁନ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ…

ବ୍ୟାଙ୍କ କର୍ମଚାରଙ୍କୁ ସୀତାରମଣଙ୍କ ଉପହାର; ୩୦ ପ୍ରତିଶତ ବଢିଲା ପେନସନ ରାଶି

ନୂଆଦିଲ୍ଲୀ: ଅବସର ଗ୍ରହଣ କରିଥିବା ଲକ୍ଷାଧିକ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନସନରେ ବୃଦ୍ଧି କରିଛନ୍ତି । ପେନସନ ଭୋଗୀମାନେ ଶେଷ ବେତନର ୩୦% ରାଶିକୁ…