Browsing Category

ଦେଶ ବିଦେଶ

ସମୁଦ୍ରକୁ ଓହ୍ଲାଇଲା ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ ‘ବିକ୍ରାନ୍ତ’

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ବିକ୍ରାନ୍ତ ଅଗଷ୍ଟ ୪ ରେ ପରୀକ୍ଷା ପାଇଁ ସମୁଦ୍ରରେ ଅବତରଣ କରିଛି । ଏହାପୂର୍ବରୁ ଜୁଲାଇରେ ବିକ୍ରାନ୍ତର ବେସିନ ଟ୍ରାଏଲ ସଫଳ ହୋଇଥିଲା । ଆଶା…

ଯୌନତୃପ୍ତି ପାଇଁ ମହିଳାଙ୍କୁ ଅପ୍ରାକୃତିକ ସ୍ପର୍ଶ ମଧ୍ୟ ଦୁଷ୍କର୍ମ: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ । ଯୌନତୃପ୍ତି ପାଇଁ କୌଣସି ମହିଳାଙ୍କୁ ଅପ୍ରାକୃତିକ ଭାବରେ ସ୍ପର୍ଶ କରିବାକୁ ମଧ୍ୟ ଦୁଷ୍କର୍ମ ଭାବରେ ବିଚାର କରାଯିବ…

ଉଡ଼ନ୍ତା ବିମାନରେ ନିଶାସକ୍ତ ଯାତ୍ରୀଙ୍କ ଉନ୍ମତ କାଣ୍ଡ: କ୍ରୁ ମେମ୍ବରଙ୍କୁ ମାରିବା ସହ ମହିଳାଙ୍କ ସହ କଲେ ଅସଦାଚରଣ

ନୂଆଦିଲ୍ଲୀ: ଜଣେ ନିଶାସକ୍ତ ଯାତ୍ରୀ ଉଡ଼ନ୍ତା ବିମାନରେ ମହିଳା ଆଟେଣ୍ଡେଣ୍ଟ୍ ଙ୍କ ସହିତ ଅସଦାଚରଣ କରିଛନ୍ତି । ଖାଲି ସେତିକି ନୂହେଁ ବିମାନ ଭିତରେ କ୍ରୁ ମେମ୍ବର ମାନଙ୍କୁ ମୁଥ ମାରିବା ସହିତ ଉନ୍ମତ କାଣ୍ଡ କରିଥିଲେ ।…

ଭୂମିକମ୍ପ ଆଲର୍ଟ: ଏଣିକି ଆପ୍ ଜରିଆରେ ପାଇବେ ଭୁକମ୍ପର ପୂର୍ବ ସୂଚନା

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଚିବାଳୟରେ ଆପ୍ଲିକେସନ୍ "ଉତ୍ତରାଖଣ୍ଡ ଭୁକମ୍ପ ଆଲର୍ଟ" ର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ, ବିପର୍ୟ୍ୟୟ ପରିଚାଳନା ବିଭାଗ…

ସମଗ୍ର ଶିକ୍ଷା ନୀତି ୨.୦କୁ କ୍ୟାବିନେଟ୍ ମଞ୍ଜୁରୀ, ସମସ୍ତ ସରକାରୀ ବିଦ୍ୟାଳୟରେ ହେବ ପ୍ଲେ ସ୍କୁଲ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବୁଧବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ସମଗ୍ର ଶିକ୍ଷା ନୀତି ୨.୦ ଲାଗୁ କରିବା ଏବଂ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର କାର୍ଯ୍ୟକାଳ ଦୁଇ ବର୍ଷ…

ସଂସଦ ବାହାରେ ସାଂସଦଙ୍କ କଳି: କୃଷି ବିଲକୁ ନେଇ ହରସିମରତ-ରବନୀତ ମୁହାଁମୁହିଁ

ନୂଆଦିଲ୍ଲୀ: ବୁଧବାର ସଂସଦ ବାହାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ସାଂସଦ ପରସ୍ପର ସହିତ ଯୁକ୍ତି କରୁଥିବାର ନଜର ଆସିଥିଲେ । ଶିରୋମଣୀ ଅକାଳି ଦଳ ସାଂସଦ ହରସିମରତ କୌର ବାଦଲ ଓ କଂଗ୍ରେସ ସାଂସଦ ରବନୀତ…

ଆମେରିକା ରକ୍ଷା ବିଭାଗ ପେଣ୍ଟାଗନ ନିକଟରେ ଗୁଳିମାଡ଼, ପେଣ୍ଟାଗନ ଅଧିକାରୀଙ୍କୁ ଛୁରୀ ମାରି ହତ୍ୟା

ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନର ପ୍ରବେଶ ପଥ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ଏହି ସମୟରେ ପେଣ୍ଟାଗନ ପୋଲିସ ଅଫିସରଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି । ହତ୍ୟାକାରୀ…

ଦେଶର ସବୁଠୁ ଧନୀ ଗାଁ: ୧୭ଟି ବ୍ୟାଙ୍କରେ ଡିପୋଜିଟ୍ ଅଛି ୫ହଜାର କୋଟି

ଗୁଜୁରାଟ: ଭାରତରେ ଏମିତି ଏକ ଗାଁ ରହିଛି । ଯାହାକୁ ଦେଶର ସବୁଠାରୁ ଧନୀ ଗାଁ ବୋଲି କୁହାଯାଇଥାଏ । ଏଠାରେ ପ୍ରତି ଘର ଦେଖିବାକୁ ଏକଦମ୍ ମହଲ ପରି । ଖାଲି ସେତିକି ନୂହେଁ ବ୍ୟାଙ୍କ୍ ପାଇଁ ଏହି ଗାଁ ବେଶ୍…

ଶ୍ରଦ୍ଧାଳୁଙ୍କ ପାଇଁ ୨୦୨୩ ଡିସେମ୍ବର ସୁନ୍ଧା ଖୋଲିଯିବ ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ଭବ୍ୟ ରାମ ମନ୍ଦିର ୨୦୨୩ ଡିସେମ୍ବର ସୁ୍ଦ୍ଧା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଯିବ । ଭାରତ ସମେତ ସମଗ୍ର ଦୁନିଆର ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରି ପାରିବେ । ରାମ ମନ୍ଦିର ଟ୍ରଷ୍ଟ…

ରାଜ୍ୟସଭାରୁ ବାସନ୍ଦ ହେଲେ ୬ ଟିଏମସି ସାଂସଦ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରୁ ୬ ଜଣ ଟିଏମସି ସାଂସଦଙ୍କୁ ବାସନ୍ଦ କରାଯାଇଛି । ରାଜ୍ୟସଭାରେ ହଙ୍ଗାମା କାରଣରୁ ୬ ଜଣ ଟିଏମସି ସାଂସଦଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ୬ ସାଂସଦଙ୍କୁ ଉପରେ ସଂସଦର ଉଚ୍ଚତମ ସଦନ…