Browsing Category
ଦେଶ ବିଦେଶ
‘ସେ କହିଲେ ଆମେ ଶୁଣିନେଲୁ’- ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁଙ୍କ ପାଇଁ ଲାଇଫଟାଇମ୍ ପିଜା ଫ୍ରୀ କଲା ଡୋମିନୋସ୍
ନୂଆଦିଲ୍ଲୀ: ଭାରତୀୟ ମହିଳା ଭାରୋଉତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ ରେ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାସହିତ ସେ ଭାରତକୁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ୪୯ କେଜି ବର୍ଗରେ ଏହି ସଫଳତା ହାସଲ…
ଆସନ୍ତା ୨୮ରେ ହେବ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ!
ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ନେଇ ଆଭାସ ମିଳିଛି । ତେଣୁ ଏହି ଖବରକୁ ନେଇ ରାଜ୍ୟର ସମସ୍ତ ନେତାଙ୍କ ମଧ୍ୟରେ ଏକପ୍ରକାର ଶିହରଣ ଖେଳିଯାଇଛି । କଂଗ୍ରେସ ମହାସଚିବ…
ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆଜି ୫୩୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…
ଗୌରବମୟ ଭାରତ: ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କଲେ ପ୍ରିୟା ମଲ୍ଲିକ
ନୂଆଦିଲ୍ଲୀ: ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତ ଝିଅ ପ୍ରିୟା ମଲ୍ଲିକ । ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ…
‘ପୁଲିସ୍ ଅଙ୍କଲ୍ ୫ଟି ହତ୍ୟା ହୋଇଛି, ଆପଣ ଶୀଘ୍ର ଆସନ୍ତୁ ମୁଁ ଏକୁଟିଆ ଅଛି’- ୮ବର୍ଷର ଝିଅ ଫୋନରେ ଏପରି କହିବା କ୍ଷଣି ପୁଲିସ୍…
ଗାଜିଆବାଦ୍: "ପୁଲିସ୍ ଅଙ୍କଲ୍ ୫ଟି ହତ୍ୟା ହୋଇଯାଇଛି, ୫ ନମ୍ବର ଗଳି ସରକାରୀ ସ୍କୁଲ୍ ପାଖରେ । ଆପଣ ଶୀଘ୍ର ଆସନ୍ତୁ ମୁଁ ଏଠି ଏକୁଟିଆ ଅଛି" । ଗାଜିଆବାଦ୍ ପୁଲିସ୍ କୁ ଗତ ମଙ୍ଗଳବାର ଅର୍ଥାତ୍ ଜୁଲାଇ ୨୧ ତାରିଖ ସମୟ…
ବିଜୟରୁ ଅଲିମ୍ପିକ ଅଭିଯାନ ଆରମ୍ଭ କଲେ ସିନ୍ଧୁ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିଜୟରୁ ନିଜର ଟୋକିଓ ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିଛନ୍ତି । ଗ୍ରୁପ-ଜେରେ ନିଜର ପ୍ରଥମ ମ୍ୟାଚରେ ସେ ଇସ୍ରାଏଲର ସେନିୟା ପୋଲିକାରପୋବାଙ୍କୁ ସହଜରେ ୨୧-୭,…
୧୦ ବର୍ଷର ପିଲାମାନେ ସୋସିଆଲ ମିଡ଼ିଆରେ ଅଧିକ ସକ୍ରିୟ: ୩୭ ପ୍ରତିଶତ ଫେସବୁକରେ, ୨୪ ପ୍ରତିଶତ ଇନଷ୍ଟାଗ୍ରାମରେ ସକ୍ରିୟ
ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡିଆର ପ୍ରାଧାନ୍ୟ ବଢ଼ିବାକୁ ଚାଲିଛି । ତେବେ ଆଜିକାଲି ସମସ୍ତଙ୍କ ପାଖରେ ସ୍ମାଟଫୋନ୍ ଓ ଇଣ୍ଟରନେଟର ଉପଲବ୍ଧ ହେତୁ ୧୦ ବର୍ଷର ପିଲାମାନେ ଏଥିରୁ ବାଦ୍ ପଡ଼ିନାହାନ୍ତି । ଏହି ବୟସର…
ଏକାଠି ଧରାପଡ଼ିଲେ ପ୍ରେମୀଯୁଗଳ: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା, ଯୁବତୀଙ୍କ ଘର ସାମନାରେ କରାଗଲା ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ: ପ୍ରେମ ସମ୍ପର୍କକୁ ନେଇ ଏକ ବର୍ବରୋଚିତ ଘଟଣା ସାମନାକୁ ଆସିଛି । ପ୍ରେମୀଯୁଗଳଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରିଛନ୍ତି । ତେବେ ଏହି ଘଟଣା ପରେ ମୃତ…
କୋଭାକ୍ସିନ୍ ଚୁକ୍ତି ରଦ୍ଦ କଲା ବ୍ରାଜିଲ, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ : ବ୍ରାଜିଲ ଭାରତ ବାୟୋଟକ ସହିତ କରିଥିବା ଚୁକ୍ତି ବାତିଲ କରିଛି । ହାଇଦ୍ରାବଦ ସ୍ଥିତ ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ ସହିତ ବ୍ରାଜିଲ ୨ କୋଟି କୋଭାକ୍ସିନ ଟିକା ନେବାକୁ ଚୁକ୍ତି କରିଥିଲା…
ଏମ୍ସ ମୁଖ୍ୟଙ୍କ ସୂଚନା: ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଦିଆଯାଇପାରେ କୋଭିିଡ୍ ଟିକା
ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍) : ଭାରତ ବାୟୋଟେକ୍ ପକ୍ଷରୁ ଆରମ୍ଭ ହୋଇଥିବା ଛୋଟ ପିଲାଙ୍କ ଉପରେ ଟିକାକରଣ ପରୀକ୍ଷାର ଫଳଫଳ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତଙ୍କ ସାମ୍ନାକୁ ଆସିଯିବ । ତେଣୁ ସେପ୍ଟେମ୍ବର ସୁଦ୍ଧା…