Browsing Category
ଦେଶ ବିଦେଶ
ଟ୍ରେନରେ ବ୍ୟାନ ହେଲା ଆମିଷ, ରେଳବାଇର ବଡ଼ ଘୋଷଣା; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଟ୍ରେନ୍ ରେ ଆମିଷ ନେବା ଓ ଖାଇବା ଉପରେ ରୋକ୍ ଲଗାଯିବ । ଏହି ନିୟମ ଦେଶର ସବୁ ଟ୍ରେନ୍ ପାଇଁ ଲାଗୁ ହେବ । ତେବେ ଏହି ନିୟମ ସେହି ସବୁ ଟ୍ରେନ୍ ପାଇଁ ଲାଗୁ ହେବାକୁ ଯାଉଛି ଯେଉଁ ସବୁ ଧାର୍ମିକ…
‘ଜମ୍ମୁ କଶ୍ମୀରବାସୀ ଯାହା ଚାହିଁବେ ମୁଁ ତାହା କରିବି’- ଏପରି ମନ୍ତବ୍ୟ ପରେ ଆଜାଦଙ୍କୁ ଆଜାଦ କରିଦେଲା କଂଗ୍ରେସ
ନୂଆଦିଲ୍ଲୀ: ଜମ୍ମୀ କଶ୍ମୀର କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଦଳର କିଛି ନେତା ପ୍ରଦେଶ ନେତୃତ୍ୱକୁ ବିରୋଧ କରି ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଅନ୍ୟପଟେ ବରିଷ୍ଠ ନେତା ଗୁଲାମ ନବୀ…
ଭାରତ ସୀମା ଭିତରେ ଚୀନର ନୂତନ ଗାଁ, ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବିବାଦୀୟ ସୀମାରେ ଚୀନ୍ ଏକ ନୂତନ ଗାଁ ତିଆରି କରିଛି । ଏନେଇ ସାଟେଲାଇଟ୍ ରୁ ଦେଖିବାକୁ ମିଳିଛି । ପଡୋଶୀ ଦେଶ ଚୀନ, ଅରୁଣାଚଳ ପ୍ରଦେଶରେ ଏକ ଏନକ୍ଲେଭ୍ ତିଆରି କରିଛି । ଯେଉଁଠାରେ…
ଆଉ କିଛି ସମୟପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶକୁ ତିନିଦିନିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ । ଆଜି ସକାଳ ୯ଟା ସମୟରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଗୁରୁ ନାନକ ପ୍ରକାଶ ପର୍ବ…
ପାକିସ୍ତାନ ବିଧାୟକଙ୍କ ବୟଫ୍ରେଣ୍ଡ ସହ ଅଶ୍ଳୀଳ ଭିଡିଓ ହେଲା ଲିକ୍, ଅନ୍ତରଙ୍ଗ ମୁହୂର୍ତ୍ତର Video Clipକୁ ନେଇ ହଙ୍ଗାମା
ଇସଲାମାବାଦ:ପାକିସ୍ତାନର ଜଣେ ମହିଳା ବିଧାୟକଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବିଧାୟକ ଓ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ମୋବାଇଲ୍ କୁ ମୋବାଇଲ୍ ଘୂରିବୁଲୁଛି । ଏହି…
ଅଫ୍ଲାଇନ୍ରେ ହେବ ସିବିଏସ୍ଇ-ସିଆଇଏସ୍ସିଇ ପରୀକ୍ଷା, ହାଇବ୍ରିଡ୍ ମୋଡ୍ରେ ବୋର୍ଡ ପରୀକ୍ଷା କରାଇବା ଆବେଦନକୁ ସୁପ୍ରିମ୍କୋର୍ଟ କଲେ…
ନୂଆଦିଲ୍ଲୀ: ଅଫ୍ଲାଇନ୍ରେ ହେବ ସିବିଏସ୍ଇ ଓ ସିଆଇଏସ୍ସିଇ ପରୀକ୍ଷା । ଅଫ୍ଲାଇନ୍ ମୋଡ୍ ବଦଳରେ ହାଇବ୍ରିଡ୍ (ମିଶ୍ରିତ) ମୋଡ୍ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସିବିଏସ୍ଇ ଓ ସିଆଇଏସ୍ସିଇକୁ ଆଦେଶ ଦେବା ପାଇଁ…
ଲୋକମାନଙ୍କୁ ଭ୍ୟାକ୍ସିନ ନେବାକୁ ଟିକାକେନ୍ଦ୍ରକୁ ପଠାନ୍ତୁ, ସରକାରଙ୍କ ପକ୍ଷରୁ ପୁରସ୍କାର ପାଆନ୍ତୁ, ଜାଣନ୍ତୁ ନୂଆ ଯୋଜନା ବିଷୟରେ
ନୂଆଦିଲ୍ଲୀ: ଏଣିକି କୋଭିଡ୍ ଟିକାକରଣ ପାଇଁ ଆପଣମାନଙ୍କୁ ପୁରସ୍କାର ମିଳିବ । କୋୱିନ ଆପ ମାଧ୍ୟମରେ ସବୁଠାରୁ ଅଧିକ ଭ୍ୟାକ୍ସିନ୍ ଲଗାଇବାରେ ସହାୟତା କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ ।…
ଧର୍ମ ପରିବର୍ତ୍ତନ କରି ବିବାହ କରୁଥିଲେ ରେଜିଷ୍ଟ୍ରେସନ ରୋକିପାରିବେ ନାହିଁ: ହାଇକୋର୍ଟ
ନୂଆଦିଲ୍ଲୀ: ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ବିପରୀତ ଧର୍ମର ଲୋକଙ୍କ ବିବାହ ଉପରେ ଏକ ବଡ ରାୟ ଶୁଣାଇଛନ୍ତି । ଅଦାଲତ ଏହା ସ୍ପଷ୍ଟ କରିଛନ୍ତି ଯେ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ ନିଜ ପସନ୍ଦର ଜୀବନ ସାଥୀ ବାଛିବା…
ମାଓବାଦୀ ହିଂସା: ୧୪ଟି ସ୍ଥାନରେ NIA ଚଢାଉ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ଉପଦ୍ରବ । ଛତିଶଗଡର ସବୁଠାରୁ ମାଓ ଉପଦ୍ରୁତ ଇଲାକା ବସ୍ତରରେ ମାଓବାଦୀ ହିଂସାକୁ ନେଇ ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରାଯାଇଛି । ବସ୍ତରରେ ମାଓବାଦୀ…
ଆର୍ଦ୍ରତା କାରଣରୁ ବଢୁଛି ଆତ୍ମହତ୍ୟା, ଅଧିକ ଜୀବନ ହାରୁଛନ୍ତି ଯୁବ ପିଢି ଓ ମହିଳା : ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ : ଅନିୟମିତ ପାଣିପାଗ କାରଣରୁ ଦୁନିଆରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ସାରିଛି । ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଲୋକଙ୍କ ଉପରେ ପଡୁଛି । ଏବେ ନୂତନ ଗବେଷଣା ଅନୁଯାୟୀ, ଜଳବାୟୁ ସଙ୍କଟ କାରଣରୁ…