Browsing Category
ଦେଶ ବିଦେଶ
ଏଠାରେ ତିଆରି ହେଉଛି ଏସିଆର ସବୁଠାରୁ ଲମ୍ବା ରେସିଂ ଟ୍ରାକ୍, ଏଠାରେ ହେବ କାର୍ ସ୍ପିଡ୍ ଟେଷ୍ଟ୍; ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ଇନ୍ଦୋର୍ ନିକଟରେ ପୀଥପୁରରେ ଦୁନିଆର ସବୁଠାରୁ ପଞ୍ଚମ ତଥା ଏସିଆର ସବୁଠାରୁ ଲମ୍ବା ହାଇସ୍ପିଡ୍ କାର୍ ଟେଷ୍ଟିଂ ଟ୍ରାକ୍ ତିଆରି ହୋଇଛି । ଏହାକୁ ସ୍ୱତନ୍ତ୍ର ଭାବରେ କାର୍ ସ୍ପିଡ୍ ଟେଷ୍ଟ୍ କରିବାକୁ ତିଆରି…
ଦୁଷ୍କର୍ମ ମାମଲା; ପୂର୍ବତନ ଅଲିମ୍ପିଆନଙ୍କୁ ଧମକ
ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲା ଫେରାଇ ନେବା ପାଇଁ ଅଲିମ୍ପିଆନ ମାୟୁଖାଙ୍କୁ ଧମକ । ରବିବାର କେହି ଅଜଣା ଦୁର୍ବୁତ୍ତ ତାଙ୍କୁ ଏକ ଚିଠି ମାଧ୍ୟମରେ ଏଭଳି ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ମାୟୁଖା । ଘଟଣା ଅନୁଯାୟୀ…
ଏଠାରେ ପିଲାଙ୍କୁ ବିଦ୍ୟୁତ୍ ଆଘାତ ଦେଇପାରିବେ ଶିକ୍ଷକ, କିନ୍ତୁ ଅଭିଯୋଗ କରିପାରିବେନି ବାପା-ମା’
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତି ବାପା-ମାଆଙ୍କର ଇଚ୍ଛା ଥାଏ ଯେ, ସେମାନେ ତାଙ୍କ ପିଲାମାନଙ୍କୁ ଭଲ ସ୍କୁଲ୍ ରେ ଆଡମିଶନ୍ କରାଇପାରିବେ । ବିଶେଷ କରି କିଛି ଧନୀ ଶ୍ରେଣୀର ଲୋକ ରହିଛନ୍ତି ଯେଉଁମାନେ ପିଲାମାନଙ୍କୁ…
ବାଲୁକା କଳାରେ ଶ୍ରୀଜିଉଙ୍କ ଆନିମେସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଶ୍ରୀଜିଉଙ୍କ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି ।
ବାଲୁକା ଶିଳ୍ପୀ ମାନସ…
ଏକାସାଥୀରେ ଆଲ୍ଫା ଓ ବୀଟା ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା; ତା ପରେ କଣ ହେଲା ଜାଣନ୍ତୁ
ନୂଆଦିଲ୍ଲୀ: ଏକାସାଥୀରେ କରୋନାର ଦୁଇ ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ବେଲଜିୟମର ଜଣେ ୯୦ ବର୍ଷୀୟ ମହିଳା । ଦୁଇଟି ଯାକ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ମହିଳା ଜଣଙ୍କ ପ୍ରାଣ ହରାଇଛନ୍ତି । ଶନିବାର ପ୍ରକାଶ…
ନୂତନ ଆଇଟି ମନ୍ତ୍ରୀ କଲେ କୁ’ ରେ ପ୍ରଥମ ପୋଷ୍ଟ, କହିଲେ, ‘ନୂଆ ଆଇଟି ନିୟମ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ପାଇଁ ହେବ…
ନୂଆଦିଲ୍ଲୀ: ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ରବିବାର ସ୍ୱଦେଶୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୁ' ସହ ଯୋଡ଼ି ହୋଇଛନ୍ତି । ସେ ନିଜର ପ୍ରଥମ ପୋଷ୍ଟରେ ନୂଆ ଆଇଟି ନିୟମ ସମ୍ପର୍କରେ ସୂଚନା…
ବିଦ୍ୟୁତ ଆଘାତ ହେଲା କାଳ, ଏକାବେଳକେ ଆଖି ବୁଜିଲେ ପରିବାରର ୬ ସଦସ୍ୟ
ଭୋପାଳ: ବିଦ୍ୟୁତ ଆଘାତ ହେଲା କାଳ । ନେଇଗଲା ପରିବାରର ୬ ମୁଣ୍ଡ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ । ଏଠାରେ ରବିବାର ସକାଳେ ବିଦ୍ୟୁତ ଆଘାତ ଲାଗି ଗୋଟିଏ ପରିବାରର ୬…
ଆଫଗାନିସ୍ତାନରୁ ରାଷ୍ଟ୍ରଦୂତ ଫେରାଇଲା ଭାରତ: ଜାଣନ୍ତୁ କାହିଁକି
କାବୁଲ: ଭାରତର ପଡୋଶକୀ ରାଷ୍ଟ୍ର ଆଫଗାନିସ୍ତାନରୁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ପଡୋଶୀ ରାଷ୍ଟ୍ର ଭାବରେ ଆଫଗାନିସ୍ତାନ ସହିତ ଭାରତର କୂଟନୈତିକ ସମ୍ପର୍କ ବଢିଆ, ମାତ୍ର ବର୍ତ୍ତମାନ…
ୟୁପିରେ ହାଇ ଆଲର୍ଟ : ୨ ଅଲକାଏଦା ଆତଙ୍କୀ ଗିରଫ
ନୂଆଦିଲ୍ଳୀ: ପୁଣି ଥରେ ହାଇ ଆଲର୍ଟରେ ଉତ୍ତର ପ୍ରଦେଶ । ରବିବାର ଉତ୍ତର ପ୍ରଦେଶରୁ ଦୁଇ ଜଣ ଅଲକାଏଦା ଆତଙ୍କୀ ଗିରଫ ହେବା ସହିତ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନøରୁ ଦୁଇ…
ୟୁରୋ କପର ଜନସମୁଦ୍ର ପାଇଁ ଇଂଲଣ୍ଡରେ ଆସିବ କରୋନାର ତୃତୀୟ ଲହର, ବିଶେଷଜ୍ଞଙ୍କ ଚେତାବନୀ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବା ପରେ ୟୁରୋପରେ ୟୁରୋ କପ୍-୨୦୨୦ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁରୋ କପ୍ କରୋନାର ତୃତୀୟ ଲହରକୁ ଡାକି ଆଣିବ । ଇଂଲଣ୍ଡ…