Browsing Category

ଦେଶ ବିଦେଶ

ମୋଦୀଙ୍କୁ ଚିଠି ଲେଖିଲେ ନବୀନ; ମନରେଗା ବକେୟା ପ୍ରଦାନ କର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବକେୟା ମନରେଗା ଅର୍ଥରାଶି ପ୍ରଦାନ କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଛନ୍ତି ନବୀନ ।…

ପ୍ରକାଶ ପାଇଲା NEET-Ugପରୀକ୍ଷା ଫଳ: ପ୍ରଥମ ସ୍ଥାନରେ ୩ ଜଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ନିଟ୍ ୟୁଜି ପରୀକ୍ଷା ଫଳ । ଏନଟିଏର ଅଫିସିଆଲ ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ନିଟ୍ ୟୁଜିର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା…

ନକଲି ଭାବି ଫିଙ୍ଗିବାକୁ ଯାଉଥିଲେ ମହିଳା, ଏବେ ନିଲାମୀରେ ପାଇବେ ଏତେ’ କୋଟି

ନୂଆଦିଲ୍ଲୀ: ବର୍ତ୍ତମାନ ବଜାରରେ ଅନେକ ପ୍ରକାରର ନକଲି ଜିନିଷ ଦେଖିବାକୁ ମିଳୁଛି । ଫଳରେ ଅନେକ ସମୟରେ ଅସଲି ଜିନିଷକୁ ମଧ୍ୟ ନକଲି ବୋଲି ଭାବିନେଇଥାନ୍ତି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ଜଣେ…

୬ ନଭେମ୍ବର ଯାଏଁ ପୋଲିସ ହେପାଜତରେ ରହିବେ ୱାଜେ, ରହିଛି ନିର୍ଯ୍ୟାତନା ଅଭିଯୋଗ

ମୁମ୍ବାଇ: କାର୍ଯ୍ୟରୁ ବହିଷ୍କୃତ ହୋଇଥିବା ମୁମ୍ବାଇ ପୋଲିସ ଅଫିସର ସଚ୍ଚିନ ୱାଜେଙ୍କୁ ଏକ ନିର୍ଯ୍ୟାତନା ମାମଲାରେ ସଂପୃକ୍ତି ଅଭିଯୋଗରେ ୬ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ହେପାଜତରେ ରହିବାକୁ ପଡ଼ିବ । ଗତ ସପ୍ତାହରେ…

E-shram କାର୍ଡ ପାଇଁ ୧୦୦ ଟଙ୍କା ଲାଞ୍ଚ ଦେଇଛି: କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଖୁଲାସା; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ନିଜ ସଭା ମଝିରେ ଯୋଜନାର ଅପାରଗତାକୁ ନେଇ ହଟହଟା ହୋଇଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ । ଇ-ଶ୍ରମ କାର୍ଡ ପାଇଁ ସେ ଲାଞ୍ଚ ଦେଇଥିବା ନେଇ ଜଣେ ମହିଳା ମନ୍ତ୍ରୀଙ୍କ ମୁହଁରେ କହୁଥିବାର ଭିଡିଓ ଭାଇରାଲ ହୋଇଛି…

ପୁଣି ରେକର୍ଡ ଜିଏସଟି ସଂଗ୍ରହ; ଦ୍ୱିତୀୟ ଥର ପାଇଁ ସର୍ବାଧିକ

ନୂଆଦିଲ୍ଲୀ: ପାର୍ବଣ ଅବସରରେ ସରକାରଙ୍କ ପାଇଁ ଖୁସି ଖବର । ପୁଣି ଥରେ ରେକର୍ଡ କଲା ଜିଏସଟି ସଂଗ୍ରହ । ଦେଶରେ ଜିଏସଟି ଲାଗୁ ହେବାପରେ ଅକ୍ଟୋବର ୨୦୨୧ରେ ହୋଇଥିବା ସଂଗ୍ରହ ଦ୍ୱିତୀୟ ଥର ପାଇଁ ସର୍ବାଧିକ ଜିଏସଟି ସଂଗ୍ରହ…

ପାଟନା ବ୍ଲାଷ୍ଟ: ୪ ଦୋଷୀଙ୍କୁ ଫାଶୀ, ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ୨୦୧୩ରେ ପାଟନା ଗାନ୍ଧି ମଇଦାନରେ ସିରିଏଲ ବ୍ଲାଷ୍ଟ ଘଟଣାରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ପାଟନା ଏନଆଇଏ କୋର୍ଟ ଏହି ମାମଲାରେ ୪ ଦୋଷୀଙ୍କ ପାଇଁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୨ ଜଣଙ୍କୁ…

Jeans ପିନ୍ଧିଥିବାରୁ ଦୋକାନରେ ଝିଅକୁ ଅସଦାଚରଣ; ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ୍

ନୂଆଦିଲ୍ଳୀ: ବିଂଶ ଶତାବ୍ଦୀରେ ମଧ୍ୟ ମଣିଷ ରୁଢିବାଦୀ ଚିନ୍ତାଧାରା ପରିତ୍ୟାଗର ନାମ ନେଉନାହିଁ । ଏମିତି ଏକ ଘଟଣା ଘଟିଛି ଯେଉଁଠି ବୁର୍ଖା ନ ପିନ୍ଧିବା କାରଣରୁ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି । ଏମିତି ଏକ ଘଟଣା…

ରାସ୍ତାରେ ଯାଉଥିବା ବେଳେ ୨ ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର, ଘଟଣାସ୍ଥଳରେ ମୃତ୍ୟୁ

ସୋନୀପତ: ହାଇ ସ୍ପିଡ଼୍ ଯୋଗୁଁ ହରିୟାଣାର ସୋନୀପତ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ରାସ୍ତାରେ ଯାଉଥିବା ୨ ଛାତ୍ରଙ୍କୁ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ…

ରେଷ୍ଟୁରାଣ୍ଟରୁ ୪୫ ଟି ମଦ ବୋତଲ ଚୋରେଇ ନେଇଗଲେ ଦମ୍ପତି, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍!

ନୂଆଦିଲ୍ଲୀ: ସ୍ପେନ୍ ର ଏକ ରେଷ୍ଟୁରାଣ୍ଟ୍ ରୁ ପୁରୁଣା ମଦର ୪୫ଟି ବୋତଲ ଚୋରି ହୋଇଯାଇଛି । ଏଗୁଡ଼ିକ ଭିତରୁ କିଛି ବୋତଲ ୨୦୦ ବର୍ଷ ପୁରୁଣା ହୋଇଥିବା ଜଣାପଡ଼ିଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି ।…