Browsing Category
ଦେଶ ବିଦେଶ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ
ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କର ଆଜି ପରଲୋକ ଘଟିଛି । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରୋ ତାଙ୍କର ଦେହାନ୍ତ ହୋଇଛି । ରାଷ୍ଟ୍ରୀୟ ଜନତା ଦଳର ପ୍ରମୁଖ…
ପୁଣି ଅସୁସ୍ଥ ଅମିତ ଶାହା
ନୂଆଦିଲ୍ଲୀ,୧୩ ।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମସ୍ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଗଷ୍ଟ ୨ରେ…
କୋଭିଡରୁ ସୁସ୍ଥ ହେବା ପରେ ଚ୍ୟବନପ୍ରାସ ଖାଇବାକୁ ପରାମର୍ଶ
ନୂଆଦିଲ୍ଲୀ: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହାରି ମଧ୍ୟରେ କୋଭିଡରୁ ସୁସ୍ଥ ହେବାପରେ ଚ୍ୟବନପ୍ରାସ ଖାଇବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ…
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୮,୫୮୬କୁ ବୃଦ୍ଧି
ନୂଆଦିଲ୍ଲୀ,୧୩ ।୯:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭୮ ହଜାର ୫୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୧୧୪ ଜଣ…
ପୁଣି ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଭଳି ପେଟ୍ରୋଲ ଡିଜେଲ ଦର ମଧ୍ୟ ବୃଦ୍ଧି ପାଉଥିଲା । କିନ୍ତୁ ଏବେ ଲଗାତାର ଭାବେ ତିନି ଦିନ ହେବ ତେଲ ଦର…
୫୦ ବର୍ଷରୁ ଅଧିକ ବୟସର ପୋଲିସକର୍ମୀଙ୍କୁ ବାଧ୍ୟତାମୂଳକ ଅବସର
ଲକ୍ଷ୍ନୌ,୧୨ ।୯: ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ…
୫ ଭାରତୀୟଙ୍କୁ ଫେରାଇଲା ଚୀନ୍
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୁୱାନାସିରିରେ ବାଟ ଭୁଲି ଚୀନ ସୀମାକୁ ଚାଲିଯାଇଥିବା ୫ ଭାରତୀୟ ପୁଣି ଥରେ ନିଜ ଦେଶକୁ ଫେରିଆସିଛନ୍ତି । ଚୀନର ସୈନିକମାନେ ଏହି ୫ ଜଣ ସାଧାରଣ ନାଗରିକଙ୍କୁ ଅରୁଣାଚଳ ପ୍ରଦେଶର…
ଆଶା ବଢ଼ାଇଲା କେଭାକ୍ସିନ ଟିକା, ଆସିଲା ଭଲ ଫଳାଫଳ
ନୂଆଦିଲ୍ଲୀ, ୧୨ା୯: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କରୋନା ଲଢ଼େଇ ପାଇଁ କୋଭାକ୍ସିନ ଟିକା ମାଙ୍କଡ଼…
ଭୟରେ ଆମେରିକା ପଳାଇଥିବା ବୈଜ୍ଞାନିକଙ୍କ ଦାବି- ‘ଚୀନ୍ ପ୍ରସ୍ତୁତ କରିଛି କରୋନା..ପ୍ରମାଣ ବି ଦେଇପାରିବି’
ଚୀନରୁ ଡରରେ ଆମେରିକାକୁ ପଳାୟନ କରିଥିବା ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ, ‘ କରୋନା ମହାମାରୀକୁ ପ୍ରସ୍ତୁତ କରିଛି ବେଜିଂ ଓ ପରେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି । ଡ଼ ଲି ମେଙ୍ଗ ୟାନ ଏହାର ପ୍ରମାଣ ଦେବାକୁ…
ଗୋଟିଏ ଦିନରେ ୯୭,୫୭୦ ଆକ୍ରାନ୍ତ ଚିହ୍ନଟ ଓ ୧୨୦୧ ଜଣ ମୃତ
ନୂଆଦିଲ୍ଲୀ, ୧୨ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୯୭,୫୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…