Browsing Category

ଦେଶ ବିଦେଶ

ବିଦେଶ ପଠାଇବା ନାଁ’ରେ ଠକେଇ: ୬ ଟ୍ରାଭେଲ ଏଜେଣ୍ଟଙ୍କ ନାଁରେ ମାମଲା 

ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧରରେ ଏକ ବଡ଼ ଠକେଇ ରାକେଟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଜିଲ୍ଲାର ୬୬ ଜଣ ଯୁବକଙ୍କୁ ନକଲି ନଥିପତ୍ର ଜରିଆରେ ବିଦେଶ ପଠାଇବାର ବ୍ୟବସ୍ଥା ହୋଇଥିଲା । ଏଥିରେ ୬ଟି ଟ୍ରାଭେଲ ଏଜେଣ୍ଟଙ୍କ…

ବିଜେପି ନେତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ

ରାଞ୍ଚି: ପ୍ରଥମେ ଗଣଦୁଷ୍କର୍ମ ଆଉ ତାପରେ ନୃଶଂସ ଭାବରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ l ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଝାଡଖଣ୍ଡର ପାଲାମୁ ଜିଲ୍ଲାରେ l ଏହିଭଳି ଏକ ଘଟଣା ର ଶିକାର ହୋଇଛନ୍ତି ଜଣେ ୧୬ ବର୍ଷର…

ବୟସ ୮୫, ସହଜରେ କରୁଛନ୍ତି ୱାଟର୍ ଏରୋବିକ୍; ଜାଣନ୍ତୁ ସେ କିଏ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ମନ ଦୃଢ଼ କର, ହୁଅ ସଫଳ । ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର । ଅର୍ଥାତ ଆପଣଙ୍କ ମନ ଦୃଢ଼ ଥିଲେ ଯେକୌଣସି କାମ କରିବାରେ ଆପଣ ସଫଳ ହୋଇପାରିବେ । ଏପରିକି ବୟସ ବି ଦେଇପାରିବନି…

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଗତ ରାତିରେ ମୁମ୍ବାଇର ପଶ୍ଚିମ ମଲାଡ଼ ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ବର୍ଷା ଯୋଗୁଁ କୋଠା ଭୁଶୁଡି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ…

ଦାରିଦ୍ର୍ୟ ହ୍ରାସ ପାଇଁ କମ କରନ୍ତୁ ଜନସଂଖ୍ୟା, ଜାଣନ୍ତୁ କଣ ନିବେଦନ କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଦାରିଦ୍ର୍ୟ ହ୍ରାସ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କରନ୍ତୁ ଏବଂ ‘ସଭ୍ୟ ପରିବାର ଯୋଜନା ନୀତି’ ଗ୍ରହଣ କରନ୍ତୁ । ଏଭଳି ଭାବେ ନିବେଦନ କରିଛନ୍ତି ଦେଶର ଜଣେ ମୁଖ୍ୟମନ୍ତ୍ରୀ । ବିଶେଷକରି ସଂଖ୍ୟାଲଘୁଙ୍କ…

କଂଗ୍ରେସକୁ ପଛରେ ପକାଇ ବିଜେପି ହାତେଇଛି ୭୫୦ କୋଟିର ଚାନ୍ଦା, ଜାଣନ୍ତୁ କିଏ ଦେଇଛି କେତେ

ନୂଆଦିଲ୍ଳୀ: ୨୦୧୪ ମସିହାରୁ ଭାରତୀୟ ଜନତା ପାର୍ଟି ସତ୍ତାରେ ରହିଛି । ଏହା ଭିତରେ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଚାନ୍ଦା ପାଇବାରେ ବି ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି ବା ବିଜେପି । ସର୍ବାଧିକ ଚନ୍ଦା…

ଦିଲ୍ଲୀ ଗସ୍ତରେ ଯୋଗୀ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଯୋଗୀ ଲକ୍ଷ୍ନୌରୁ ଗାଜିଆବାଦ ଯାଇ ପହଂଚିଛନ୍ତି । ସେଠାରୁ ସେ ଦିଲ୍ଲୀ ଅଭିମୁଖେ ସଡକପଥରେ ଯିବେ । ମୁଖ୍ୟମନ୍ତ୍ରୀ ଯୋଗୀ…

ହାତୀ ଖାଇଦେଲା ହେଲମେଟ୍! ଭିଡିଓ ଭାଇରାଲ୍…

ଗୌହ୍ୱାଟି(ଓଡ଼ିଶା ଭାସ୍କର): ସତରେ ଏହି ଦୁନିଆ ବଡ଼ ବିଚିତ୍ର । କାରଣ ଆମ ଚତୁଃପାଶ୍ୱର୍ରେ ଘଟୁଥିବା ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଖବର ସାମ୍ନାକୁ ଆସିଥାଏ । ଏଭଳି ଏକ ଖବର ଆପଣଙ୍କୁ ନିଶ୍ଚିତ…

ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନଙ୍କର ବି ଟିକାକରଣ କରାଯାଉ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଟିକାକରଣ ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ଗରିବ ଲୋକଙ୍କ ପାଖରେ…

ଜିତିନଙ୍କ ପରେ ଏବେ କଂଗ୍ରେସରେ ବିଦ୍ରୋହ କରିବେ ପାଇଲଟ୍ ! ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ଘରେ ଚାଲିଛି ବୈଠକ

ଜୟପୁର : କଂଗ୍ରେସର ଯୁବ ବ୍ରିଗେଡ ଧିରେ ଧିରେ ଅଲଗା ହେବାରେ ଲାଗିଛନ୍ତି । ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୁଣି ଜିତିନ ପ୍ରସାଦଙ୍କ ପରେ ଏବେ ସଚିନ ପାଇଲଟ କଂଗ୍ରେସ ଛାଡିବା ନେଇ ଖୁବ୍ ଚର୍ଚ୍ଚା । ଏହା ମଧ୍ୟରେ…