Browsing Category

ଦେଶ ବିଦେଶ

Encounterରେ ମରିବ ଫେରାର ନାବାଳିକା ଦୁଷ୍କର୍ମକାରୀ ; ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ । ମଙ୍ଗଳବାର ଦିନ ରେଡ୍ଡୀ କହିଛନ୍ତି ନାବାଳିକା ଦୁଷ୍କର୍ମକାରୀକୁ…

ECଙ୍କ ଚାବୁକ ପ୍ରହାର: ଗତ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କୁ ଲଢ଼ିବା ମନା, ଜାଣନ୍ତୁ କେଉଁ ରାଜ୍ୟ ପାଇଁ ଲାଗୁହେଲା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଶକ୍ତ ପ୍ରହାର କରାଯାଇଛି । ଗତ ଥର ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀମାନେ ଚଳିତ ଥର ନିର୍ବାଚନ ଲଢ଼ିପାରିବେ…

ହିନ୍ଦୁ ଦୁନିଆର ସବୁଠୁ ସଭ୍ୟ ଓ ସହନଶୀଳ ବହୁସଂଖ୍ୟକ, ଭାରତ କେବେ ଆଫଗାନିସ୍ତାନ ହୋଇ ପାରିବ ନାହିଁ : ଜାଭେଦ ଅଖତର

ମୁମ୍ବାଇ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ଓ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ତୂଳନା ତାଲିବାନ ସହ କରି ବିବାଦ ଘେରରେ ଥିବା ଗୀତିକାର ଜାଭେଦ ଅଖତର ଶିବସେନାର ମୁଖପତ୍ର ସାମନାରେ ଏକ ଲେଖା ଲେଖି ସ୍ପଷ୍ଟୀକରଣ…

ଅଡୁଆରେ ଗୁଜରାଟ ବିଜେପି! ସବୁ ମନ୍ତ୍ରୀଙ୍କୁ ବଦଳାଇବାକୁ ଚାହୁଁଛନ୍ତି ସିଏମ ଭୂପେନ୍ଦ୍ର ପଟେଲ୍, ରୂପାନୀଙ୍କ ଘରେ ପହଞ୍ଚିଲେ ଅନେକ ବିଧାୟକ

ଅହମ୍ମଦାବାଦ : ଗୁଜରାଟରେ ନେତୃତ୍ୱ ପରିବର୍ତ୍ତନ ପରେ ବୁଧବାର ହୋଇପାରେ କ୍ୟାବିନେଟ୍ ସଂପ୍ରସାରଣ । ହେଲେ କ୍ୟାବିନେଟ୍ ବିସ୍ତାର ପୂର୍ବରୁ ପାର୍ଟିରେ ଦଳୀୟ କନ୍ଦଳ ସାମ୍ନାକୁ ଆସିଛି । ଯାହା ବିଜେପି ପାଇଁ ବଡ ଚିନ୍ତାର…

ରକ୍ଷକ ସାଜିଲେ ଭକ୍ଷକ: ଏଏସଆଇଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ, ପୀଡିତାଙ୍କ ଅଡିଓ କ୍ଲିପ୍ ଭାଇରାଲ

ଜୟପୁର : ବାଡ ଯଦି ଫସଲ ଖାଏ ତେବେ କହିବା କାହାକୁ । ଏଏସଆଇଙ୍କ ବିରୋଧରେ ଆସିଲା ଦୁଷ୍କର୍ମର ସଙ୍ଗୀନ ଅଭିଯୋଗ । ଡିଏସପି ହୀରାଲାଲ ସୈନୀ କାଣ୍ଡ ପରେ ରାଜସ୍ଥାନ ପୋଲିସର ଛବିକୁ ଆହୁରି ମଳିନ କରିବା ପରି ଆଉ ଏକ ମାମଲା…

ବଞ୍ଚିଗଲା ଜୀବନ… ତାଲିବାନ କବଳରୁ ଖସି ଆଫଗାନିସ୍ତାନରୁ ପାକିସ୍ତାନ ପହଞ୍ଚିଲେ ୩୨ ମହିଳା ଫୁଟବଲ୍ ଖେଳାଳି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ମହିଳାଙ୍କ ଜୀବନ ନର୍କ ପରି ହେବାରେ ଲାଗିଛି । ସବୁଥିରେ ମହିଳାଙ୍କ ପାଇଁ କଟକଣା ଜାରି କରାଯାଉଛି । ସେ ଖେଳ ହେଉ କି ରାଜନୀତି, ମହିଳାଙ୍କ ପାଇଁ…

ଏଥର ବି ରାଜଧାନୀ ଦିଲ୍ଲୀରେ ଫୁଟିବ ନାହିଁ ବାଣ, ବିକ୍ରି ଏବଂ ମହଜୁଦ ଉପରେ ଲାଗିଲା ପୂର୍ଣ୍ଣ କଟକଣା

ନୂଆଦିଲ୍ଲୀ : ଦିଲ୍ଲୀରେ ଗତ ତିନି ବର୍ଷ ପରି ଏଥର ମଧ୍ୟ ଦୀପାବଳିରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ଜରିଆରେ ବୁଧବାର ଏହାର ଘୋଷଣା କରିଛନ୍ତି ।…

୧୮ ବର୍ଷୀୟ ଯୁବକଙ୍କ ‘ସିକ୍ସ ପ୍ୟାକ୍’ ପାଲଟିଲା ‘ବେବି ବମ୍ପ’: ମେଡିକାଲରେ ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ପରେ ଜଣାପଡ଼ିଲା ପ୍ରକୃତ ସତ୍ୟତା

ନୂଆଦିଲ୍ଲୀ: ଯଦି ଜଣେ ପୁରୁଷ ପ୍ରେଗନାଣ୍ଟ ହୋଇଛନ୍ତି ବୋଲି କୁହାଯିବ, ତେବେ ଯେ କେହି ଏହାଶୁଣି ବିସ୍ମିତ ହେବା ସ୍ୱାଭିବିକ । ୧୮ ବର୍ଷୀୟ କାଇଲ ସ୍ମିଥଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ସ୍ମିଥ ସୁସ୍ଥ ଓ ଫିଟ୍…

ଆଜି ବିଶ୍ୱ ଇଞ୍ଜିନିୟର ଦିବସ: ଜାଣନ୍ତୁ କାହିଁକି ଏହି ଦିବସ ପାଳନ କରାଯାଏ, ଏହା ପଛରେ କ’ଣ ରହିଛି ଇତିହାସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍):ଆଜି ବିଶ୍ୱ ଇଞ୍ଜିନିୟର ଦିବସ।  ଭାରତରତ୍ନ ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ ।…

ଏଣିକି Swiggy, Zomatoରୁ ଖାଦ୍ୟ ମଗାଇବା ହେବ ମହଙ୍ଗା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ମଗାଉଥିବା ଲୋକଙ୍କୁ ଝଟକା ଲାଗିପାରେ । ଏହା ଉପରେ ଜିଏସଟି କାଉନସିଲ କମିଟି ବିଚାରବିମର୍ଶ ଚଳାଇଥିବା ଜଣାପଡ଼ିଛି । ଫୁଡ ଡେଲିଭରି ଆପଗୁଡ଼ିକୁ ଅତି କମରେ ୫ ପ୍ରତିଶତ ଜିଏସଟି ଅଧୀନକୁ…