Browsing Category
ଦେଶ ବିଦେଶ
୧୨୦ ବର୍ଷରେ ଭ୍ୟାକ୍ସିନ ନେଇ ଗାଁ ପାଇଁ ଉଦାହରଣ ପାଲଟିଲେ ବୃଦ୍ଧା, ସେନା ଦ୍ୱାରା ହେଲେ ସମ୍ମାନିତ
ଶ୍ରୀନଗର: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି । ଏଭଳି ସ୍ଥିତିରେ ମହାମାରୀକୁ ରୋକିବା ପାଇଁ ସରକାର ଭ୍ୟାକ୍ସିନକୁ ଗୁରୁତ୍ୱ ଦେଇଛନ୍ତି । ତେବେ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣା ଯୋଗୁଁ ଲୋକମାନେ ଏବେବି…
ବିଶ୍ୱର ସବୁଠୁ ଧନୀ ଜୁଆଡ଼ି: ଜୁଆ ଖେଳରୁ କୋଟିପତି ହୋଇଛନ୍ତି ‘ପୋକର କିଙ୍ଗ୍
ନୂଆଦିଲ୍ଲୀ : କୁହାଯାଏ ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି । ଅର୍ଥାତ୍ ସବୁ ସମ୍ପତ୍ତି ହରାଇ ବସନ୍ତି । ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି । ଭାରତରେ ଜୁଆ ଖେଳକୁ ବେଆଇନ କୁହାଯାଇ ଥାଏ ମାତ୍ର…
କରୋନା ମହାମାରୀ ମଧ୍ୟରେ ବି ଏହି ଦେଶକୁ ଯାଇପାରିବେ ପର୍ଯ୍ୟଟକ
କରୋନା ମହାମାରୀ ଯୋଗୁଁ କେବଳ ଭାରତ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ବିଦେଶୀ ପର୍ଯ୍ୟଟକଙ୍କ ଦେଶକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ବର୍ତ୍ତମାନ କିଛି ଦେଶରେ କରୋନା ମାମଲା କମ ହେବାରୁ ଏବଂ ଭ୍ୟାକ୍ସିନ…
୪ଘଣ୍ଟାରେ ଚନ୍ଦ୍ରର ୫୦ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ପ୍ରଥମେଶ, ସୋସିଆଲ ମିଡିଆରେ ଭାଇରାଲ୍ ଜହ୍ନର ୩ଡି ଚିତ୍ର
ପୁନେ: ନାସା ଏବଂ ଇସ୍ରୋ ପରି ସ୍ପେସ୍ ଏଜେନ୍ସି ଗୁଡ଼ିକ ଚନ୍ଦ୍ର ଅନେକ ଫଟୋ ଶେୟାର କରନ୍ତି । କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଫଟୋ ଦେଖିବା ପରେ ସମସ୍ତେ…
ଜୁନ୍ ୭ରେ ଲଞ୍ଚ ହେବ ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ, ପହିଲାର ପ୍ରଥମ ୬ ଦିନ କାମ କରିବନି ପୁରୁଣା ଇ-ଫାଇଲିଂ ୱେବସାଇଟ୍
ନୂଆଦିଲ୍ଲୀ, ଆୟକର ବିଭାଗ ଆସନ୍ତା ମାସ ୭ ତାରିଖରେ ନୂଆ ଇ-ଫାଇଲିଂ ପୋର୍ଟାଲ ଶୁଭାରମ୍ଭ କରିବ । ଆୟକର ନିର୍ଦ୍ଦେଶାଳୟ ମୁତାବକ ନୂଆ ପୋର୍ଟାଲ ଆରମ୍ଭ ହେବାକୁ ଥିବାରୁ ଜୁନ ୧ରୁ୬ ତାରିଖ ପର୍ଯ୍ୟନ୍ତ ପୁରୁଣା ଇ-ଫାଇଲିଂ…
ମହୁମାଛିଙ୍କ ଗହଣରେ ଆଞ୍ଜେଲିନା ଜୋଲି
ଆମେରିକା : ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିଜର ସୁନ୍ଦରତା ତଥା ବୋଲ୍ଡ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ଏକ ଫଟୋସୁଟ୍ କରାଇଛନ୍ତି । ଯାହାକୁ ଦେଖଇଲେ ଆପଣ ମାନେ ବି ଘାବରେଇ…
ଚୀନ୍ ର ଚିତ୍କାର: ଆମ ଇଚ୍ଛାନୁସାରେ ହିଁ ଚୟନ କରାଯିବ ଦଲାଇ ଲାମାଙ୍କ ଉତ୍ତରାଧିକାରୀ
ନୂଆଦିଲ୍ଲୀ: ଚୀନ ପୁଣି ନିଜର ଦାବି ଦୋହରାଇଛି । ଶୁକ୍ରବାର ଚୀନ୍ ସରକାର କହିଛନ୍ତି ଯେ ୧୪ଶ ଦଳାଇ ଲାମାଙ୍କ ଉତ୍ତରାଧିକାରୀ ସେମାନେ ହିଁ ଚୟନ କରିବେ । ଖାଲି ସେତିକି ନୁହେଁ, ଏଥିସହ ଚୀନ ଚେତାବନୀ ଦେଇଛି ଯେ ଯଦି…
କରୋନା କାଳ ମଧ୍ୟରେ ଆସୁଛି ନୌତପା, ତତଲା କଡ଼େଇରେ ଭାଜିହେବେ ଲୋକେ !
ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ କରୋନା ମାହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହା ମଧ୍ୟରେ ମେ ୨୫ ତାରିଖରୁ ନୌତପା ଆରମ୍ଭ ହେବାକୁ ଯାଉଛି । ଏହା ଜୁନ୍ ୩ ତାରିଖ ଯାଏ ଜାରି ରହିବ । ଏହି ୯ଦିନ ଅବଧି ମଧ୍ୟରେ…
୮ ମାସର ଗର୍ଭବତୀ ହୋଇ ମଧ୍ୟ ଉଠାଉଛନ୍ତି ୧୫୦ କିଲୋର ଓଜନ, ଟ୍ରୋଲ୍ ହେବାରୁ ଦେଲେ ଏପରି ଜବାବ
ଆମେରିକା: ସାଧାରଣତଃ ମହିଳା ମାନେ ଗର୍ଭବତୀ ଥିବା ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଥାନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ଚାଲିବା ବୁଲିବା ଯାଏ ସବୁ କିଛି କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ସହିତ…
ଅସିଦ୍ଧ ଘୋଷଣା ହେଲା କୋଟିଆ ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କହିଲେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍…