Browsing Category

ଦେଶ ବିଦେଶ

ମମତାଙ୍କୁ ଝଟକା: CBI କରିବ ବେଙ୍ଗଲ ହିଂସାର ତଦନ୍ତ

ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ମାମଲାର…

ବିଶ୍ୱ ଫଟୋଗ୍ରାଫୀ ଦିବସ: ୧୮୨ ବର୍ଷ ତଳେ ଉଠାଯାଇଥିଲା ପ୍ରଥମ ସେଲ୍ଫୀ, ଜାଣନ୍ତୁ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ଫଟୋଗ୍ରାଫୀ ହେଉଛି ଏମିତି ଏକ ଜିନିଷ ଯାହା ପ୍ରତ୍ୟେକଟି ମୁହୂର୍ତ୍ତକୁ ସ୍ମୃତି କରି ରଖିବାରେ ସାହାଯ୍ୟ କରେ । ଆମେ ସାଧାରଣ ଜୀବନରେ ପରିବାର ଓ ବନ୍ଧୁ ମାନଙ୍କ ଯାହାବି ଖୁସିର ସମୟ ବିତାଉ ସେସବୁକୁ ଏକ…

ରୋମାନ୍ସ ପାଇଁ ଅଫିସ୍ ଦେଉଛି ଛୁଟି, ଦରମା ବି କଟୁନି; ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଅଫିସ୍ କାମ କରୁଥିବା ସମସ୍ତ ବ୍ୟକ୍ତି ସପ୍ତାହରେ ଥରେ ଛୁଟି ପାଇବାକୁ ନେଇ ଚାହିଁ ରହିଥାନ୍ତି । ନଚେତ୍ କୌଣସି ଜରୁରୀ କାମ ପାଇଁ ଛୁଟି ଖଣ୍ଡେ ମିଳେ । ଆଉ ଯଦି ଛୁଟି ଚକରରେ ଅଫିସ୍ ନ ଯାଆନ୍ତି ତେବେ ଦରମା…

ସୀମା ଟପିଲା ବର୍ବରତା; ୧୪ ଶିଶୁଙ୍କ ସମେତ ୩୭ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ଗୋଟିଏ ପଟେ ତାଲିବାନ ବର୍ବରତାରେ ଆଫଗାନ ବାସୀ ଅତିଷ୍ଠ ହୋଇଥିବା ବେଳେ ବିଶ୍ୱର ଅନ୍ୟ ଏକ ପ୍ରାନ୍ତରେ ୩୭ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଆଫ୍ରିକୀୟ ରାଷ୍ଟ୍ର ନାଇଜରରେ ଘଟିଯାଇଛି ଏହି ବର୍ବର ଘଟଣା…

ଆକାଉଣ୍ଟ ଫ୍ରିଜ୍ କଲେ ବାଇଡେନ୍; ତାଲିବାନ ହାତରେ ଆଠଣିଟିଏ ବି ନାହିଁ!

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ ଭାର ଗ୍ରହଣ କରିଥିବା ତାଲିବାନୀଙ୍କ ଅଡୁଆ ବଢିବାରେ ଲାଗିଛି । ଆମେରିକା ବ୍ୟାଙ୍କର ରହୁଥିବା ଆଫଗାନୀ ଟଙ୍କାକୁ ବ୍ୟବହାର କରି ପାରିବେନି ତାଲିବାନୀ । ଏହି ଆକାଉଣ୍ଟକୁ ଫ୍ରିଜ କରିଦେଲେ…

‘ଆମକୁ ବଞ୍ଚାଅ, ତାଲିବାନ୍ ମାଡିଆସୁଛନ୍ତି’, ଆଖିରେ ଲୁହ ନେଇ ଚିଲ୍ଲାଉଥିବା ଆଫଗାନ ମହିଳାଙ୍କ Viral Video

କାବୁଲ:ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ନିଜର ଉଗ୍ର ରୂପ ଦେଖାଉଛି ତାଲିବାନ୍ । ତାଲିବାନ୍ ଶାସନକୁ ନେଇ ମହିଳାମାନେ କେତେ ଯେ ଭୟଭୀତ, ତାହା ସୋସିଆଲ ଭିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ଆପଣ ବି…

କଶ୍ମୀର ଏକ ସ୍ୱତନ୍ତ୍ର ଦେଶ, କବଜା କରିଛନ୍ତି ଭାରତ ଓ ପାକିସ୍ତାନ: କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରକୁ ନେଇ ପୁଣି ଥରେ ବିବାଦ ଘେରରେ କଂଗ୍ରେସ । କଂଗ୍ରେସ ନେତା ମଲୱିନ୍ଦର ସିଂ ମଲି ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି । ମଲି କଶ୍ମୀରକୁ ଏକ ସ୍ୱତନ୍ତ୍ର ଦେଶ ଭାବରେ ଅଭିହିତ କରିଛନ୍ତି । ମଲି…

ଆଫଗାନିସ୍ତାନ ସମର୍ଥନରେ ଟ୍ୱିଟ୍; ଟ୍ରୋଲ ହେଲେ ଫରହାନ୍ ଅଖତର

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ୍ ଅଖତର ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ଆଫଗାନିସ୍ତାନର ନୀରିହ ଲୋକଙ୍କ ଉଦ୍ଧାର ପାଇଁ ବିଶ୍ୱବାସୀ ଆଗକୁ ଆସିବା ଉଚିତ୍ ବୋଲି ଫରହାନ ଲେଖିଥିଲେ ଯାହାକୁ ନେଇ ତାଙ୍କୁ…

ତାଲିବାନର ଉଗ୍ର ରୂପ: ଆମଦାନୀ ଓ ରପ୍ତାନୀକୁ ନେଇ ଭାରତ ଉପରେ ଲଗାଇଲା କଟକଣା

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘଦୀନ ଧରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । କିନ୍ତୁ ଆଫଗାନିସ୍ତାନ କବଜା ପରେ ତାଲିବାନର ଉଗ୍ର ରୂପ ଦେଖିବାକୁ ମିଳିଛି । ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀ ଉପରେ କଟକଣା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଦଶମ ପରୀକ୍ଷା; ପୂର୍ବରୁ ଦେଇ ସାରିଛନ୍ତି ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦଶମ ପରୀକ୍ଷା । ତେବେ ଏହା ପୂର୍ବରୁ ସେ ଦ୍ୱାଦଶ ପରୀକ୍ଷା ଦେଇ ସାରିଛନ୍ତି । ଦଶମରେ ଇଂରାଜୀ ବିଷୟରେ ପାଶ କରିନଥିବାରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇନଥିଲା ।…