Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ମାଆ ନେଲେ କରୋନା ଟିକା

ନୂଆଦିଲ୍ଲୀ,୧୧ ।୩: ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ।…

ଏହି ରାଜ୍ୟ ରେ କମିବ ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିରେ ଅସୁବିଧା ଭୋଗୁଥିବା ସାଧାରଣ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ମହାରାଷ୍ଟ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ଅଧୀନରେ ଆଣିବାକୁ…

ପଶ୍ଚିମବଙ୍ଗରେ ଘମାଘୋଟ ଲଢେଇ, ବିଜେପି ବନାମ ଟିଏମସି

କୋଲକାତା,୧୧ ।୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ପଶ୍ଚିମବଙ୍ଗରେ ଜୋର ଧରିଛି ରାଜନୀତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମମତାଙ୍କ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ପଶ୍ଚିମବଙ୍ଗ…

ସ୍ଥିତି ଅସମ୍ଭାଳ ! ଏହି ସହରକୁ ପୁଣି ଫେରିଲା ଲକ୍-ଡାଉନ୍

ପୁଣେ,୧୧ ।୩: ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ବିଗିଢିବାରେ ଲାଗିଛି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ନାଗପୁରକୁ ସମ୍ପୂର୍ଣ୍ଣ ଲକ-ଡାଉନ୍ କରାଯାଇଛି । ନାଗପୁରର ପ୍ରଭାରୀ ବା ମନ୍ତ୍ରୀ ନିତିନ ରାୱତ…

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଜାମ୍ମୁ,୧୧ ।୩: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସେନାଙ୍କ ଦ୍ୱାରା କରାଯାଇଥିବା ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ଏନେଇ କାଶ୍ମୀର ଆଇଜି ବିଜୟ କୁମାର ସୂଚନା…

ବୃଦ୍ଧ କାଳେ ପ୍ରେମଲୀଳା: ବିବାହ ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢ଼ିଲେ ଜେଜେ

ନୂଆଦିଲ୍ଲୀ, ୧୧ା୩: ରାଜସ୍ଥାନର ଯୋଧପୁର ଅଞ୍ଚଳର ଜଣେ ବୃଦ୍ଧ ପ୍ରେମ ପାଇଁ ଅଜବ କାରନାମା କରିଛନ୍ତି । ୬୦ ବର୍ଷୀୟ ବୃଦ୍ଧ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ । ଫଳରେ…