
Browsing Category
ଦେଶ ବିଦେଶ
ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ଗୋଡ଼ରେ ୩୦ କିଲୋର ଶିକୁଳି ବାନ୍ଧି ରଖିଲା ସ୍ୱାମୀ
ପ୍ରତାପଗଡ: ଚରିତ୍ର ଉପରେ ସନ୍ଦେହ କରି ସ୍ୱାମୀ ଓ ପୁଅ ମିଶି ମହିଳାଙ୍କୁ ୩୦ କିଲୋର ଶିକୁଳିରେ ବାନ୍ଧି ରଖିଥିଲେ । ଯେପରି ସେ କୁଆଡେ ଫରାର୍ ନ ହୋଇପାରେ । ତେବେ ଏହିଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି…
ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂର୍ତ୍ତି ଅବସରରେ ଉପଲବ୍ଧି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ…
ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆକୁ ପୂରିଛି ୬ ବର୍ଷ । ଠିକ୍ ଆଜିର ଦିନରେ ୨୦୧୫ରେ ଏହା ଲଞ୍ଚ ହୋଇଥିଲା । ଡିଜିଟାଲ ଇଣ୍ଡିଆ ଦ୍ୱାରା ସରକାରୀ ସେବାଗୁଡ଼ିକ ଜନତାଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ…
Doctors’ Day: ଫୋନରେ ଯୁକ୍ତିତର୍କ ପରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଡାକ୍ତର ଦମ୍ପତି
ପୁଣେ: ସାରାଦେଶ ଜାତୀୟ ଡାକ୍ତର ଦିବସ ପାଳନ କରୁଥିବା ବେଳେ ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଏହି ଖବର ଆସିଛି ମହାରାଷ୍ଟ୍ରର ପୁଣେରୁ ସୂଚନା ଯେ, ୱାନବାଡୀ ଆଜାଦ୍ ନଗର ଅଞ୍ଚଳରେ ରହୁଥିବା ଏକ ଡାକ୍ତର ଦମ୍ପତି…
ପ୍ରତିଷ୍ଠା ଦିବସରେ ପିଏମ୍ କେୟାର୍ସକୁ ୬୨ କୋଟି ଦେଲା ଏସବିଆଇ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୬୬ତମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ ଉଦ୍ଦେଶ୍ୟରେ ୬୨.୬୨ କୋଟି…
ଗଙ୍ଗାଜଳରୁ କରୋନା ଟିକା, ମୂଲ୍ୟ ମାତ୍ର ୩୦ ଟଙ୍କା: କ୍ଲିନିକାଲ ଟ୍ରାଏଲ୍ ପାଇଁ ଯାଚିକା
ଆହ୍ଲାବାଦ: ଗଙ୍ଗାଜଳରୁ ପ୍ରସ୍ତୁତ ହୋଇଛି କରୋନା ଟିକା । ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଆଇସିଏମଆର ଏବଂ ଭାରତ ସରକାରଙ୍କ ପକ୍ଷରୁ ଏହି ନାଜାଲ ସ୍ପ୍ରେ…
ଏଣିକି ୧୨-୧୮ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା!; ପଢନ୍ତୁ ପୂରା ଖବର
ନୂଆଦିଲ୍ଲୀ: ୧୮ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯାଇଥିବା ବେଳେ ଏଥିରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏଣିକି ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏକ କରୋନା ଟିକା ବାହାରିଛି । ଏହି ଟିକାଟି ବିନା…
୮୮ ବର୍ଷରୁ ଦୀୱାନ୍ ପରିବାରର ୪ ପିଢ଼ି କରୁଛନ୍ତି ରୋଗୀ ସେବା, ପଢ଼ନ୍ତୁ ପୂରା ଖବର
ଗ୍ୱାଲିୟର୍: ଆଜି ସାରା ଭାରତବର୍ଷ ମନାଉଛନ୍ତି ଜାତୀୟ ଡାକ୍ତର ଦିବସ । ତେଣୁ ଏହି ଅବସରରେ ଏଭଳି ଏକ ପରିବାର ବିଷୟରେ ଜାଣିବା ଯିଏକି ଗତ ୮୮ ବର୍ଷରୁ ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟର୍ ରେ…
ଦ୍ୱିତୀୟ ଈଶ୍ୱରଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ
ନୂଆଦିଲ୍ଲୀ: ବିଶ୍ୱ ଡାକ୍ତର ଦିବସ ଅବସରରେ ଏହି କରୋନା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୱରେ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡାକ୍ତର ମାନଙ୍କୁ ଦ୍ୱିତୀୟ ଇଶ୍ୱର ଭାବରେ ଅଭିହିତ କରିବା…
ପରମାଣୁ କ୍ଷମତା ବିସ୍ତାର କରି ଆମେରିକାକୁ ଟକ୍କର ଦେବ ଚୀନ ! ନିର୍ମାଣ କରୁଛି ୧୦୦ କ୍ଷେପଣାସ୍ତ୍ର ଆଡ୍ଡା
ନୂଆଦିଲ୍ଲୀ : ସୁପରପାୱାର ଆମେରିକାକୁ ପ୍ରତିଟି କ୍ଷେତ୍ରରେ ଟକ୍କର ଦେବାକୁ ଚୀନ ଯଥା ସମ୍ଭବ ଉଦ୍ୟମ ଚଳାଇଛି । ଆମେରିକା ସହ ସମକକ୍ଷ ହେବାର ସ୍ୱପ୍ନ ଦେଖୁଥିବା ଚୀନ ନିଜର ପରମାଣୁ ଶକ୍ତି କ୍ରମାଗତ ବଢାଇବାରେ ଲାଗିଛି ।…
ବିଶ୍ୱରେ ପୁଣି ଭୟଙ୍କର ରୂପ ନେଉଛି କରୋନା, ଋଷରେ ଗୋଟିଏ ଦିନରେ ପ୍ରାଣ ହରାଇଲେ ସର୍ବାଧିକ ଆକ୍ରାନ୍ତ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଟିକାକରଣକୁ ଜୋରଦାର୍ କରାଯାଇଥିବା ବେଳେ ଏବେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଭାରତରେ ତାଣ୍ଡବ କରୁଥିବା ଡେଲଟା ଭାରିଆଣ୍ଟ ଏବେ ବିଶ୍ୱର ୧୦୦ଟି ଦେଶରେ ପହଞ୍ଚିସାରିଛି…