
Browsing Category
ଦେଶ ବିଦେଶ
ବଢ଼ିଲା ଚିନ୍ତା: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହେଲା ଶିଶୁ
ଅହମ୍ମଦାବାଦ: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ସମ୍ପ୍ରତି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇ ଦେଲାଣି । ଦେଶର କେକେତ ରାଜ୍ୟରେ ଏହି ସଂକ୍ରମଣ ଭୟ ଅଧିକ ରହିଥିବାବେଳେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଅଧିକ ସତର୍କତା…
ନେପାଳରେ ପୁଣି ଉପୁଜିଲା ରାଜନୀତିକ ସଂକଟ
ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ନେପାଳରେ ପୁଣି ଦେଖାଦେଇଛି ରାଜନୀତିକ ସଂକଟ । କାରଣ ନେପାଳ ସଂସଦୀୟକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି । ସରକାର ଗଠନ ପାଇଁ ଶାସକ ଓ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ ପୂର୍ବକ…
ଦ୍ୱିତୀୟ ଲହରରେ ପ୍ରାଣ ହରାଇଲେଣି ୪୨୦ ଡାକ୍ତର: IMA
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ତେଣୁ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଲକଡାଉନ୍ ଲାଗୁ କରାଯାଇଛି । ସଂକ୍ରମଣ କମାଇବାକୁ ଏହା ହିଁ ଏକମାତ୍ର ଉପାୟ ଭାବେ ଉପନୀତ ହେବାପରେ ବିଭିନ୍ନ…
ଇଣ୍ଡିଆନ୍ ଭାରିଆଣ୍ଟ ଏକ ଗୁଜବ, ଜାଣନ୍ତୁ କ’ଣ କହିଲେ IT ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗରୁ ମୁକ୍ତି ପାଇଁ ଲଢ଼େଇ ଜାରି ରଖିଛି ସମଗ୍ର ଦେଶ । ବାରମ୍ବାର ରୂପ ବଦଳାଉଥିବା କରୋନା ଭୂତାଣୁକୁ ନେଇ ବିଶେଷଜ୍ଞ ମହଲରେ ମଧ୍ୟ ଚିନ୍ତା ବଢ଼ିଯାଇଛି । ତେବେ କରୋନା ଭାଇରସର…
ସାବଧାନ ! ପୁରୁଷ ଓ ମଧୁମେହ ରୋଗୀଙ୍କୁ ବ୍ଲାକ ଫଙ୍ଗସର ବିପଦ ଅଧିକ
ନୂଆଦିଲ୍ଲୀ ୨୨ ।୦୫: ଭାରତରେ କରୋନା ସଙ୍କଟ ମଧ୍ୟରେ ବ୍ଲାକ ଫଙ୍ଗସ୍ ବା କଳା କବକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ବ୍ଲାକ ଫଙ୍ଗସର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏକ ଅଧ୍ୟୟନ…
ବାତ୍ୟାକୁ ନେଇ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି, ସ୍ଥାନାନ୍ତର ହେଉଥିବା ଲୋକଙ୍କର ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଯେପରିକି ଆଣ୍ଡାମାନ ନିକୋବର, ଓଡ଼ିଶା, ପଶ୍ଚିମବଙ୍ଗ,…
କରୋନାରେ ଚାଲିଗଲେ ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା
ନୂଆଦିଲ୍ଲୀ: ଚିପକୋ ଆନ୍ଦୋଳନର ଅନ୍ୟତମ ପ୍ରଭାରୀ ତଥା ବିଶ୍ୱ ପ୍ରସିଦ୍ଧ ପରିବେଶବିତ ସୁନ୍ଦରଲାଲ ବହୁଗୁଣା ଆଜି ଆମ ଗହଣରେ ନାହାନ୍ତି । ଏମ୍ସରେ ଚିକିତ୍ସିତ ଅବସ୍ଥାରେ ୯୫ ବର୍ଷ ବୟସରେ ସେ କରୋନାରେ ମୃତ୍ୟୁବରଣ…
ଦେଶରେ ଆଜି ୪୧୯୪ ମୃତ, ୨.୫୭ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୯୪ ଜଣଙ୍କ ମୃତ୍ୟୁ…
ଗତବର୍ଷ ଥିଲା ‘ଚାଇନିଜ୍ କରୋନା’, ବର୍ତ୍ତମାନ ସମଗ୍ର ବିଶ୍ୱରେ ‘ଇଣ୍ଡିଆନ କରୋନା’: ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିବାଦୀୟ ମନ୍ତବ୍ୟକୁ…
ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଗତକାଲି ଏକ ପ୍ରେସ୍ କନଫରେନ୍ସିଂରେ କମଲ ନାଥ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ…
ଚୀନରେ ଭୟଙ୍କର ଭୂକମ୍ପ: ୧ ମୃତ, ୨୨ ଆହତ
ବେଜିଂ: ଚୀନର ଦୁଟି ସ୍ଥାନରେ ଭୟଙ୍କର ଭୂକମ୍ପ ସଂଘଟିତ ହୋଇଛି । ଏହି ଭୂକମ୍ପରେ ଜଣଙ୍କର ମୃତ୍ୟୁ ଘଟିବା ସହ ୨୨ ଜଣ ଆହତ ହୋଇଛନ୍ତି । ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଚୀନରେ ଏହି ଭୂକମ୍ପ ନିଜର ପରାକ୍ରମ ଦେଖାଇଥିଲା…