CHARIDHAM
Browsing Category

ଦେଶ ବିଦେଶ

୯ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା ଭାଇରସର ଦ୍ୱିତୀୟ ଲହର । କରୋନାର ଦ୍ୱିତୀୟ ଲହରରେ କିଛି ମାତ୍ରାରେ ହ୍ରାସ ହେବାକୁ ଲାଗିଛି । କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି କେନ୍ଦ୍ର କେନ୍ଦ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ…

ଯୁଦ୍ଧ ଓ ଆକ୍ରମଣର ଅନ୍ତରାଳେ ଶିଶୁମାନେ ହେଉଛନ୍ତି ଛଟପଟ

ନୂଆଦିଲ୍ଲୀ: ବଢ଼ୁଛି ଇସ୍ରାଏଲ୍-ହମାସ ବିବାଦ (#Israel-Hamas conflict) । ତେବେ ଏହି କାରଣରୁ ଅନେକ ଶିଶୁଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି । ବିବାଦ ଘନେଇ ଚାଲିଥିବାବେଳେ ପାଲେସ୍ତାଇନର ଗାଜା ଉପରେ ବାରମ୍ବାର ହେଉଛି…

ପିତାଙ୍କର ସାରା ଜୀବନର ରୋଜଗାରକୁ ପାଣିରେ ପକାଇଲା ପୁତ୍ର: ବିଶ୍ୱାସରେ ବିଷ ଦେଇ ୪ କୋଟି ଲୁଟି ହେଲା ଫେରାର୍, ତା’ପରେ….

ନୂଆଦିଲ୍ଲୀ: ଆମ ସମାଜରେ ପିତା ଆଉ ପୁତ୍ରଙ୍କର ସମ୍ପର୍କ ବହୁତ ଉଚ୍ଚରେ । ମାତ୍ର ଯଦି ଏହି ସମ୍ପର୍କରେ କଳଙ୍କର ଦାଗ ଲାଗେ, ତେବେ ବୁଝିବାକୁ ହେବ ଯେ ରକ୍ତଗତ ସମ୍ପର୍କର କୌଣସି ମୂଲ୍ୟ ନାହିଁ । ଜଣେ ପୁତ୍ର ନିଜର…

ଜେଲରୁ ବାହାରିଲା ଗୁରମୀତ ରାମ ରହିମ, ମହିଳାଙ୍କୁ ଦୁଷ୍କର୍ମ ଅପରାଧରେ ଭୋଗୁଛି ୨୦ ବର୍ଷ କାରାଦଣ୍ଡ

ଚଣ୍ଡିଗଡ ୨୧ ।୦୫: ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମଙ୍କୁ ମାଙ୍କୁ ଭେଟିବା ପାଇଁ ପାରୋଲ ମିଳିଛି ।…

ଆଜି ହେଉଛି ଆନ୍ତର୍ଜାତୀୟ ଚା’ ଦିବସ: ଉତ୍ତମ ସ୍ୱାଦ ସହିତ ଆପଣଙ୍କ ଇମ୍ୟୁନିଟି ମଧ୍ୟ ବଢ଼ାଏ କପେ ଚା’

ଓଡ଼ିଶା ଭାସ୍କର ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ଚା'ର ମହତ୍ତ୍ୱ ଖୁବ୍ ଅଧିକ । ଅଫିସ୍ ରେ ଯେତେବେଳେ ଟିକେ ଅଧିକ କାମ ପ୍ରେସର୍ ହୋଇଯାଏ ସେତେବେଳର ସେହି କ୍ଲାନ୍ତିକୁ ଦୂର କରିବାକୁ ଆମେ କପେ ଚା' ପିଇଥାଉ । ଆଉ ସେହି କପେ…

୨୦୨୨ରେ ବନ୍ଦ ହେବ ‘Internet Explorer’: ଘୋଷଣା କଲା ମାଇକ୍ରୋସଫ୍ଟ

ୱାଶିଂଟନ : ‘ଇଣ୍ଟରନେଟ ଏକ୍ସପ୍ଲୋରର’ର ଯୁଗ ସମାପ୍ତ ହେବାକୁ ଯାଉଛି । ଦୀର୍ଘ ୨୫ ବର୍ଷ ଧରି ବିଶ୍ୱବାସୀଙ୍କୁ ସେବା ଯୋଗାଇ ଆସୁଥିବା ଏହି ବ୍ରାଉଜର ବନ୍ଦ ହେବ । ଏନେଇ ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି । ୱିଣ୍ଡୋ…

ଗିରଫ ଟିଏମସି ନେତାଙ୍କ ଜାମିନ ନେଇ ମତଭେଦ, ଗୃହବନ୍ଦୀ କରିବାକୁ ଆଦେଶ ଦେଲେ ହାଇକୋର୍ଟ

କୋଲକାତା ୨୧ ।୦୫: ନାରଦ ଷ୍ଟିଙ୍ଗ ଅପରେସନ ମାମଲାରେ ବଢିଲା ତୃଣମୂଳ କଂଗ୍ରେସର ଅଡୁଆ । ଗିରଫ ଚାରି ନେତାଙ୍କୁ ଗୃହବନ୍ଦୀ ରଖାଯିବ ବୋଲି ଶୁକ୍ରବାର କହିଛନ୍ତି କଲିକାତା ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟ କହିଛନ୍ତି, ନାରଦ…

ଆମର ଅନେକ ନିଜଲୋକଙ୍କୁ ଛଡ଼ାଇ ନେଇଛି ଭୂତାଣୁ

ନୂଆଦିଲ୍ଲୀ: ମହାମାରୀ ଛଡ଼ାଇ ନେଇଛି ଆମ ନିଜଲୋକଙ୍କୁ । ସେ ସମସ୍ତଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି । ଏଭଳି ଭାବପୂର୍ଣ୍ଣ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣସୀର ଡାକ୍ତର ଓ ଆଗଧାଡ଼ିର ଅନ୍ୟ କରୋନା…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ କୃଷକନେତା ବାବାଗୌଡ଼ ପାଟିଲଙ୍କ ପରଲୋକ

ନୂଆଦିଲ୍ଲୀ, ୨୧ା୫: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ କୃଷକ ନେତା ବାବାଗୌଡ଼ ପାଟିଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ଡ. ପ୍ରଭାକର କୋରେ ହସ୍ପିଟାଲରେ…

ଆଣ୍ଟିଜେନ୍ ଟେଷ୍ଟଠୁ ଅଧିକ ପରିଣାମ ଦେଉଛି କୁକୁର

ନୂଆଦିଲ୍ଲୀ: କରୋନା ଯାଂଚ ପାଇଁ ଲୋକଙ୍କୁ ଆଣ୍ଟିଜେନ୍ କିମ୍ବା ଆରଟି ପିସିଆର ଟେଷ୍ଟ କରିବାକୁ ପଡିଥାଏ । କିନ୍ତୁ କୁକୁର ମଷିଷଙ୍କ ଦେହରେ କରୋନା ଭାଇରସ୍ ଅଛି କି ନାହିଁ ତାର ଯାଂଚ କରୁଛନ୍ତି । ଏହି କଥା ଆପଣଙ୍କୁ ଅଡୁଆ…