Browsing Category

ଦେଶ ବିଦେଶ

ଲକ୍ ଡାଉନକୁ ନେଇ ଅସନ୍ତୁଷ୍ଟ ସୋନିଆ

ନୂଆଦିଲ୍ଲୀ, ୨ା୪: କରୋନା ସ୍ଥିତି ମୁକାବିଲା ନେଇ ଏପ୍ରିଲ ୧୪ଯାଏଁ ଦେଶ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କରୋନା ପାଇଁ…

ଲକ୍-ଡାଉନ୍ ଉଲ୍ଲଙ୍ଘନ କଲେ ଗୁଳି, ଜାଣନ୍ତୁ କେଉଁ ଦେଶ କରିଛି ଏହି ନିୟମ?

ମନୀଲା,୨ ।୪: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୪୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୯ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାର…

ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୨ା୪: ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ଗଲାଣି । ସରକାରୀ ହିସାବରେ ୪୭ହଜାର ୧୯୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା…

କାଲିଠାରୁ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପଠାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀମାନଙ୍କୁ ଟଙ୍କା…

କରୋନା ବିରୋଧରେ ଗୁଜବ ପ୍ରଚାର କଲେ ୧ ବର୍ଷ ଜେଲ୍

କରୋନା ଭାଇରସର ସଂକ୍ରମଣ ଫଳରେ ଦେଶରେ ହାହାକାର ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୫୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ରୋକିବା ପାଇଁ ସରକାର…

କରୋନାରେ ଆଉ ଏକ ହଲିଉଡ୍ ଷ୍ଟାରଙ୍କ ମୃତ୍ୟୁ

କରୋନା ଭାଇରସ୍ ଯୋଗୁଁ ବିଶ୍ୱରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହି ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ ଚେଷ୍ଟା କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ଉପାୟ ମିଳିପାରିନାହିଁ । ହଲିଉଡର ବହୁ ଅନେକ…

କେଜ୍ରିୱାଲଙ୍କ ଘୋଷଣା- କରୋନାର ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ମିଳିବ ୧ କୋଟି

ନୂଆଦିଲ୍ଲୀ,୧ ।୪: କରୋନାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛଇ । ଏହାରି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି ଯେ, ଦିଲ୍ଲୀର ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏଠାରେ ମୃତ୍ୟୁ…

କରୋନା ପାଇଁ ୫୧୫ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୧୫ କୋଟି ଟଙ୍କାର ସହାୟତା ମିଳିଛି । ଦେଶରେ କରୋନା ମୁକାବିଲା ପାଇଁ ଇସ୍ପାତ କ୍ଷେତ୍ର ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ…

୪୪୧ ଜଣଙ୍କଠାରେ କରୋନା ଲକ୍ଷଣ

ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସକୁ ନେଇ ସାରା ଦେଶ ଲକ୍-ଡାଉନ୍ ହେବା ସତ୍ତ୍ୱେ ନିଜାମୁଦ୍ଦିନ ଅଞ୍ଚଳରେ ଅବସ୍ଥିତ ମାର୍କାଜରେ ଦେଶ-ବିଦେଶ ଲୋକଙ୍କ ସମାବେଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡା…