CHARIDHAM
Browsing Category

ଦେଶ ବିଦେଶ

କେହି ଭାବି ନଥିଲେ ମିଚେଲ୍ ଷ୍ଟାର୍କ ହଠାତ୍ ନେବେ ଏମିତି ଅବସର, ଷ୍ଟାର ବୋଲର ନିଜେ କହିଲେ କାରଣ, ଜାଣନ୍ତୁ

ନୂଆଦିଲ୍ଲୀ: ମିଚେଲ ଷ୍ଟାର୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୧୨ ମସିହାରେ ସେ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଡେବ୍ୟୁ କରିଥିଲେ। ଏବେ ୧୩ ବର୍ଷ ପରେ ସେ…

ଭୂମିକମ୍ପ- ଭୂସ୍ଖଳନରେ କାନ୍ଦୁଛି ଆଫଗାନିସ୍ତାନ ସୁଦାନ, କାଳ ସାଜିଛି ପ୍ରକୃତି, ନେଲାଣି 2100 ଜୀବନ…

ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ପ୍ରକୃତିର ପ୍ରକୋପ ଜାରି ରହିଛି । ପ୍ରକୃତି ବିଶ୍ୱର ଦୁଇଟି ଭିନ୍ନ ଭିନ୍ନ କୋଣରେ ତାର ଭୟଙ୍କର ରୂପ ଦେଖାଇଛି  । ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାରରୁ ଅଧିକ…

ଆସିଫ ଅଲୀ ନେଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ, ଟିମରେ ମିଳୁନଥିଲା ସୁଯୋଗ

ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର ଖେଳାଳି ଆସିଫ ଅଲୀ ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ତାଙ୍କୁ ବହୁ ସମୟରୁ ଟିମରେ ସୁଯୋଗ ଦିଆଯାଉ ନଥିଲା। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ…

କୁଲଦୀପ ଯାଦବ ଏସିଆ କପ୍ ପୂର୍ବରୁ ଆରମ୍ଭ କରିଦେଲେ ନୂଆ ‘ବିଜନେସ୍‌’, ଷ୍ଟାର ଖେଳାଳିଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ପାଇଁ ଭାରତୀୟ ଦଳରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି। ସେ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ…

GST କଟିବା ପରେ କେତେ ଶସ୍ତାରେ ମିଳିବ OYO ରୁମ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ନୂଆଦିଲ୍ଲୀ: ହୋଟେଲରେ ରହୁଥିବା ଲୋକଙ୍କ ପାଇଁ ଏହା ଏକ ଆଶ୍ୱସ୍ତିର ଖବର। ବହୁତ ଦିନ ଧରି ଅଭିଯୋଗ ହୋଇଆସୁଛି ଯେ, ହୋଟେଲରେ ନନ୍-ଏସି ଏବଂ ଏସି ରୁମ୍ ବହୁତ ମହଙ୍ଗା କାରଣ ଏଥିରେ ଅଧିକ ଟିକସ ଲଗାଯାଉଛି। ଏବେ କେନ୍ଦ୍ର…

୩ ସେପ୍ଟେମ୍ବର ଯାଏଁ ସ୍କୁଲ-କଲେଜ ସବୁ ଛୁଟି, ଶିକ୍ଷା ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଞ୍ଜାବରେ ବନ୍ୟା ତାଣ୍ଡବ ଜାରି ରହିଛି। ଏଠାରେ ପ୍ରାୟ ୧୦ଟି ଜିଲ୍ଲାର ୧୦୧୮ ଗାଁ ବନ୍ୟା କବଳରେ ରହିଛି। ପ୍ରାୟ ୩ ଲକ୍ଷ ଏକର ଚାଷ ଜମି ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ପଞ୍ଜାବର ସମସ୍ତ…

ବିଳିବିଳେଇଲେ ଟ୍ରମ୍ପ, ୩ ଦେଶର ମହାଶକ୍ତି ଦେଖି ଦେହରେ ଲାଗିଗଲା ନିଆଁ, କହିଲେ ଏହି କଥା…

ନୂଆଦିଲ୍ଲୀ: ଚୀନରେ ହେଉଥିବା ଏସସିଓ ସମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ଜିନପିଙ୍ଗ, ଏବଂ ଭ୍ଲାଦମିର ପୁଟିନଙ୍କ ଭେଟଘାଟକୁ ନେଇ ଆମେରିକା ଦେହରେ ଲାଗିଛି ନିଆଁ। ଆମେରିକାର ରାଷ୍ଟ୍ରପତି ଏସସିଓ ସମ୍ମିଳନୀ ଶେଷ ହେବା…

ଦିଲ୍ଲୀରେ ହେବ ବନ୍ୟା ସ୍ଥିତି, ହଥିନିକୁଣ୍ଡ ପାଣି କରିବ କଲବଲ, ଏହି ଅଞ୍ଚଳର ଲୋକ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କାଲି ସନ୍ଧ୍ୟାରୁ, ମଙ୍ଗଳବାର ଦିନ ରାଜଧାନୀ ଦିଲ୍ଲୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ,…

ସୋମବାରରେ ବଢିଗଲା ସୁନା ଦର, ୧ ହଜାର ମହଙ୍ଗା ହେଲା ରୂପା, ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ଦିନ ସୁନାର ମୂଲ୍ୟ ୧,୦୦୦ ବଢି ୧୦ ଗ୍ରାମ ପିଛା ୧,୦୫,୬୭୦ ଟଙ୍କାରେ ପହଞ୍ଚିଛି। ସ୍ଥାନୀୟ ବଜାରରେ ୯୯.୫% ସୁଦ୍ଧତାର ସୁନା ସୋମବାର ଦିନ ୮୦୦ ଟଙ୍କା ବଢି ୧,୦୪,୮୦୦…

ଏହି ବ୍ୟାଙ୍କରେ ୨,୦୦,୦୦୦ ଜମା କଲେ ପାଇବେ ୩୦,୯୦୮ର ଫିକ୍ସ ସୁଧ, ଚେକ୍ କରନ୍ତୁ ସ୍କିମର ଡିଟେଲ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏକ ସରକାରୀ ବ୍ୟାଙ୍କ। ଏହା ସଞ୍ଚୟ ଯୋଜନାଗୁଡ଼ିକ ଉପରେ ନିଜ ଗ୍ରାହକଙ୍କୁ ଶାନଦାର ରିଟର୍ଣ୍ଣ ଦେଉଛି। ତେବେ ଏହି ବ୍ୟାଙ୍କର ଏଫଡି ସ୍କିମରେ ୨ଲକ୍ଷ ଜମା କରି ଆପଣ ୩୦ ହଜାର ୯୦୮…