CHARIDHAM
Browsing Category

ଦେଶ ବିଦେଶ

ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦି, ମଞ୍ଚ ଉପରୁ ଆମେରିକାକୁ ରୋକଠୋକ୍ ଶୁଣାଇଦେଲେ

ନୂଆଦିଲ୍ଲୀ: ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତ ଜବାବ। ଟ୍ରମ୍ପଙ୍କୁ ରୋକଠୋକ୍ ଶୁଣାଇଦେଲେ ମୋଦି। ପାକିସ୍ତାନକୁ ସୁରକ୍ଷା ଦେଉଥିବା ଆମେରିକାକୁ ମଞ୍ଚ ଉପରୁ ଭର୍ସନା କଲେ ଭାରତର ପ୍ରଧାନମନ୍ତ୍ରୀ।…

କେବେ ଭାବିଛନ୍ତି କେତେ ଲୋକଙ୍କୁ ସରକାର ମାଗଣାରେ ରାସନ ଦିଅନ୍ତି? ଖର୍ଚ୍ଚ କରନ୍ତି ଏତେ ଲକ୍ଷ କୋଟି ଟଙ୍କା….

ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା PMGKAY ଅଧୀନରେ, ସାରା ଦେଶରେ କୋଟି କୋଟି ଗରିବ ପରିବାରକୁ ପ୍ରତି ମାସରେ ମାଗଣା ରାସନ୍ ଦିଆଯାଉଛି।…

ସାମ୍ନାରେ ବସିଥିଲେ ଶହବାଜ, ପାକିସ୍ତାନଙ୍କୁ ଟାର୍ଗେଟ କରି ମୋଦୀ ନେଲେ ଏଭଳି କ୍ଲାସ, ଶୁଣିକି ଲୋକେ…

ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ତିଆନଜିନ୍‌ରେ ଅନୁଷ୍ଠିତ ହେଉଥିବା SCO ସମ୍ମିଳନୀ 2025ରେ ଭାଷଣ ଦେଇଥିଲେ। ସେ ଆତଙ୍କବାଦର ବିପଦ ଉପରେ ଏକ ଚେତାବନୀ ଦେଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।…

Heroin ଶିଳ୍ପାଙ୍କଠାରୁ ଆରମ୍ଭ କରି ଅନନ୍ୟା ପାଣ୍ଡେ… ସମସ୍ତେ ଏ ବିଚିତ୍ର କଣ୍ଢେଇ ପ୍ରେମରେ ପାଗଳୀ, କମ୍ପାନୀ ମାଲିକ ଏବେ ମାଲେମାଲ୍

ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ବଜାରରେ ଚାଇନିଜ୍ କଣ୍ଢେଇ 'ଲାବୁବୁ' ବହୁତ ଲୋକପ୍ରିୟ ହୋଇଗଲା। ତୀକ୍ଷ୍ଣ କାନ, ଦାନ୍ତ, ହସ, ଗୋଲ ଆଖି, ଏହାକୁ ଦେଖିବା ମାତ୍ରେ ଆପଣ ଏକ ଅଜବ ଅନୁଭବ କରିବାକୁ ଲାଗିବେ। ତଥାପି,…

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ: ୨୦୨୫ରେ ତୃତୀୟ ବିଶ୍ୱଯୁଦ୍ଧ, ପ୍ରକୃତି କରିବ ବିକଟାଳ ଗର୍ଜନ, ଫାଟିବ ଆଗ୍ନେୟଗିରି

ନୂଆଦିଲ୍ଲୀ: ବୁଲଗେରିଆନ୍ ଦିବ୍ୟାଙ୍ଗ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ ହୋଇଛି, ଯେଉଁ କାରଣରୁ ଲୋକମାନେ ତାଙ୍କ ଦ୍ୱାରା…

ମାସ ଆରମ୍ଭରୁ ନୂଆ ନିୟମ, LPG, ରୂପା, ପୋଷ୍ଟ ଅଫିସ, SBI କାର୍ଡ ସବୁ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜି ୨୦୨୫ ବର୍ଷର ୯ମ ମାସ ଅର୍ଥାତ୍ ସେପ୍ଟେମ୍ବର ମାସ ଆଜିଠାରୁ ଆରମ୍ଭ ହେଉଛି। ଆଉ ସେପ୍ଟେମ୍ବର ମାସ ପହିଲାରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି। ଯାହା ଆଜିଠାରୁ ଲାଗୁ ହେବ। ଆଜି ଆମେ ଏଠାରେ ସେହି…

ଭୂମିକମ୍ପ ନୁହେଁ, ଥିଲା ମୃତ୍ୟୁର ତାଣ୍ଡବ, ଚାଲିଗଲା 250 ଜୀବନ, 500 ଗୁରୁତର, ସାରାଦେଶରେ ହାହାକାର…

ଓଡ଼ିଶା ଭାସ୍କର: ଆଫଗାନିସ୍ତାନରେ ଦେଖିବାକୁ ମିଳିଛି ବଡ଼ଧରଣର ଭୂମିକମ୍ପ  । ଭୂମିକମ୍ପରେ ଖବରଲେଖା ହେବାବେଳକୁ ପ୍ରାୟ 250 ଜଣଙ୍କର ମୃତ୍ୟୁ ହୋଇଛି  । ତାହାସହ 500 ଲୋକ ଗୁରୁତର ଥିବା ମଧ୍ଯ ଜଣା ପଡ଼ିଛି ।…

ପୁଣି ଅଘଟଣ, ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନ ଇଞ୍ଜିନରେ ନିଆଁ, ମଝି ଆକାଶରେ…

ନୂଆଦିଲ୍ଲୀ: ପୁଣି ଅଘଟଣ। ବିମାନ ଇଞ୍ଜିନରେ ନିଆଁ। ଯାତ୍ରୀ ନେଇ ଯାଉଥିବା ଏୟାର ଇଣ୍ଡିଆ ବିମାନ ଇଞ୍ଜିନରେ ହଠାତ୍ ଲାଗିଗଲା ନିଆଁ। ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନର ଇଞ୍ଜିନରେ ନିଆଁ ଲାଗିବା ଖବରକୁ…

ପହିଲାରୁ କମିଲା ଗ୍ୟାସ ଦର, ଏଲପିଜି ଗ୍ୟାସ ଦରରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର। ସେପ୍ଟେମ୍ୱର ପହିଲାରୁ କମିଲା ଗ୍ୟାସ ଦର। ଲୋକଙ୍କୁ ମିଳିଲା ଆଶ୍ୱସ୍ତି। ଏଲପିଜି ଗ୍ୟାସ ଦରରେ ହେଲା ବଡ଼ ପରିବର୍ତ୍ତନ। ୧୯ କିଲୋଗ୍ରାମ ଏଲପିଜି ଦରରେ ୫୧.୫୦…

ଅଧରାତିରେ ଭୟଙ୍କର ଭୂକମ୍ପ ଝଟକା, ରାତିସାରା ୫ ଥର ଭୂମିକମ୍ପ, ଭୁଶୁଡିଲା କୋଠା, ଅନେକ ଲୋକଙ୍କ ମୃତ୍ୟୁ, ଆସିବ ସୁନାମୀ!

ଆଫଗାନିସ୍ତାନ: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ। ବିଳମ୍ବିତ ରାତିରେ ଦେଶରେ ଗୋଟିଏ ପରେ ଗୋଟିଏ ଭୂମିକମ୍ପର ନିରନ୍ତର ଝଟକା ଲୋକଙ୍କୁ ଥରାଇ ଦେଇଛି। ଏହି ଭୂମିକମ୍ପର ଝଟକା…