Browsing Category

ଦେଶ ବିଦେଶ

ଶସ୍ତା ହେଲା ସୁନା, ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦାମ୍‌

ନୂଆଦିଲ୍ଲୀ: ଲଗାତାର ବଢ଼ୁଥିବା ସୁନା ଦର ଉପରେ ଆଜି ଲାଗିଛି ରୋକ। ଆଜି ବଜାରରେ କମିଛି ସୁନା ମୂଲ୍ୟ। ଆଜି ସୋମବାର, ଅଗଷ୍ଟ ୧୧ ତାରିଖରେ ସୁନାର ମୂଲ୍ୟ ହ୍ରାସ ପାଇଛି। ଗତ ସପ୍ତାହର ଶୁକ୍ରବାର ତୁଳନାରେ ସୁନାର ମୂଲ୍ୟ…

ଚଳନ୍ତା ବିମାନରେ ଅଘଟଣ; ଧୂଆଁମୟ ହେଲା ବିମାନ, ଭୟରେ ଆକତାମାକତା ହେଲେ ଯାତ୍ରୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଚଳନ୍ତା ବିମାନରେ ଧୂଆଁ। ଡରିଗଲେ ଯାତ୍ରୀ। ଅବତରଣର ୪ ଘଣ୍ଟା ପୂର୍ବରୁ ବିମାନ ଭିତରେ ଖେଳିଯାଇଥିଲା ଧୂଆଁ। ଯାତ୍ରୀ କେହି କିଛି ବୁଝିବା ପୂର୍ବରୁ ଧୂଆଁରେ ହୋଇଯାଇଥିଲେ ଆକତାମାକତା। ଏମଷ୍ଟର୍ଡମ ଯାଉଥିବା…

“ଶବକୁ ୫ ଦିନ ପାଣିରେ ବୁଡ଼ାଇ ରଖ, ପୁନର୍ଜୀବନ ପାଇ ମଲା ଲୋକ ଉଠି ବସିବ”!

ଉତ୍ତରପ୍ରଦେଶ: ମରିଯାଇଛି ତ କିଛି ଚିନ୍ତା କରନାହିଁ।  ପୁଣିଥରେ ବସିବ ଶବ। ତାକୁ ପାଣି ଭିତରେ ୫ ଦିନ ଯାଏଁ ବୁଡ଼େଇକି ରଖ ଦେଖିବ ଶବବି ଜୀବନ ଦାନ ପାଇବ। ଆଉ ଉଠି ବସିବ। ଏସବୁ ଆମେ କହୁନାହୁଁ ଏପରି କିଛି ଘଟଣା ଏବେ…

ଗୋଟିଏ ଛାତତଳେ ‘ମୁଁ, ମୋ ସ୍ୱାମୀ ଏବଂ ତାଙ୍କ ଏକ୍ସ…., ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

ଓଡିଶା ଭାସ୍କର: ବିଶ୍ୱର ଅନେକ ଦେଶର ଲୋକଙ୍କ ମଧ୍ୟରେ ଖୋଲା ଖୋଲି ସମ୍ପର୍କକୁ ପ୍ରୋତ୍ସାହିତ କରାଯାଏ। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଇଛାରେ କାହାକୁ ବିବାହ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଏବଂ ଅଧିକାର ରହିଛି।…

“ଆମେ ୧୦ଟା ମିଶାଇଲରେ ଭାରତକୁ ଧ୍ୱସ୍ତ କରିଦେବୁ” ଅପରେସନ ସିନ୍ଦୁରବେଳେ ଲୁଚିଥିବା ମୁନିର ବିଦେଶରେ ଯାଇ ଦେଲେ ଧମକ

ୱାଶିଂଟନ: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ମାଟିରୁ ଭାରତକୁ ଧମକ ଦେଇଛନ୍ତି। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ…

ପାକିସ୍ତାନରେ ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ, ବିସ୍ଫୋରଣରେ ୬ଟି ବଗି ଲାଇନଚ୍ୟୁତ

ପାକିସ୍ତାନ: ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍।  ପାକିସ୍ତାନରେ ପୁଣି ତରେ ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍ କରାଯାଇଛି।  ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ଏହି ଘଟଣା…

ଆଜି ଲୋକସଭାରେ ଆଗତ ହେବ ନୂଆ ଆୟକର ବିଲ୍, ଜାଣନ୍ତୁ ବିଲରେ କେଉଁ ବଡ଼ ପରିବର୍ତ୍ତନ କରାଯାଇଛି

ନୂଆଦିଲ୍ଲୀ: ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଜି ଲୋକସଭାରେ ନୂଆ ଆୟକର ବିଲ୍ ଆଗତ ହେବ । କରଦାତାଙ୍କ ହିତକୁ ଦୃଷ୍ଟିରେ ରଖି ବିଲରେ ତମାମ ପରିବର୍ତ୍ତନ କରାଯାଇଛି । ସିଲେକ୍ଟ କମିଟି ଦ୍ୱାରା ସୁପାରିସ…

୧୫ ମାସର ଝିଅକୁ ନିର୍ଯ୍ୟାତନା, ଚାପୁଡ଼ା ମାରିଲେ, ବେଲ୍ଟରେ ପିଟିଲେ, ମନ ଶାନ୍ତି ହେଲାନି ଯେ କାମୁଡ଼ିକି ରକ୍ତାକ୍ତ କରିଦେଲେ

ଉତ୍ତରପ୍ରଦେଶ: ୧୫ ମାସର ଶିଶୁ କନ୍ୟା ସହ ଡେ କେୟାର ସେଣ୍ଟରରେ ବର୍ବରତା।  ସିସିଟିଭିରେ କଏଦ ହେଲା ଡେ କେୟାର ସେଣ୍ଟରର ଚାକରାଣୀର ଅମାନୁଷିକ କାର୍ଯ୍ୟ। କୁନି ଝିଅକୁ ପ୍ରଥମେ ଚାପୁଡ଼ା ପରେ ଚାପୁଡ଼ା ମାରିଲା। …

ପ୍ରେମିକ ସହ ଶୋଇବା ପାଇଁ ପ୍ରେମିକା ଖୋଜୁଛି ସୁନ୍ଦରୀ ଝିଅ, ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

ଓଡିଶାଭାସ୍କର: ପ୍ରେମିକ ପାଇଁ ପ୍ରେମିକା ଖୋଜୁଛି ସୁନ୍ଦରୀ ଝିଅ। ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ପ୍ରେମୀଯୁଗଳଙ୍କ ନାଁ ହେଉଛି ନତାଶା ଏବଂ…

କୁକୁର ପରେ ବିଲେଇ ନାଁରେ ଆବାସ ପ୍ରମାଣ ପତ୍ର

ବିହାର: କୁକୁର ପରେ ଏବେ ବିଲେଇ ପାଳି। ପୂର୍ବରୁ କୁକୁର ନାଁରେ କରାଯାଇଥିଲା ଘର ପ୍ରମାଣ ପତ୍ର ଏବେ ବିଲେଇ ନାଁରେ ହୋଇଛି ଆବେଦନ। ଯେଉଁ ଆବେଦନରେ ବିଲେଇର ନାମ 'କ୍ୟାଟ୍ କୁମାର', ବାପାଙ୍କ ନାମ 'କେଟି ବସ୍' ଏବଂ…