Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ଇରାନ-ଇସ୍ରାଏଲ ଯୁଦ୍ଧ: ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କଲା ଇଣ୍ଡିଗୋ

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ ଉତ୍ତେଜନା । ଏହା ମଧ୍ୟରେ ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ । ଇରାନ-ଇସ୍ରାଏଲ ଯୁଦ୍ଧ,ଏବଂ ଇରାନର 3ଟି ପରମାଣୁ କେନ୍ଦ୍ର ଉପରେ…

ଇସ୍ରାଏଲ-ଇରାନ-ଆମେରିକା: ଭାରତରେ ଯୁଦ୍ଧ ପ୍ରଭାବ, ମଝି ଆକାଶରୁ ଫେରିଲା ବିମାନ

ନୁଆଦିଲ୍ଲୀ: ଲଣ୍ଡନ ଯାଉଥୁବା ବିମାନ ହାଇଦ୍ରାବାଦରେ ଅଟକିଲା । ହାଇଦ୍ରାବାଦ ରନୱେରେ ଅଟକି ରହିଛି ବିମାନ । 2 ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଅଟକି ରହିଛି । ଯୁଦ୍ଧ କାରଣରୁ ବିମାନକୁ ମିଳିପାରିନି ଅନୁମତି । ଏପଟେ…

ଅପରେସନ ସିନ୍ଧୁ: ଇରାନରୁ ଫେରିଲେ 110 ଭାରତୀୟ, 90 ଜଣ କାଶ୍ମୀରୀ ଥିବା ସୂଚନା

ନୂଆଦିଲ୍ଲୀ: ଇରାନରୁ ଭାରତୀୟଙ୍କୁ ଫେରାଇବା ପାଇଁ ଭାରତର ଅପରେସନ ସିନ୍ଧୁ । ଆଜି ଭାରତ ଫେରିଛନ୍ତି 110 ଜଣ ଭାରତୀୟ ଛାତ୍ର । ଇରାନରୁ ଆର୍ମେନିଆର ରାଜଧାନୀ ୟେରେଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି । ଏହି 110 ଜଣ…

(VIDEO) ଭାଙ୍ଗିଯିବ କି ପୁଟିନଙ୍କ ବଳ! କ୍ରିମିଆ ବ୍ରିଜରେ ବଡ଼ ବିସ୍ଫୋରଣ କଲେ ଜେଲେନସ୍କି

କିଭ୍: ୟୁକ୍ରେନ ୭୨ ଘଣ୍ଟା ମଧ୍ୟରେ ରୁଷ ଉପରେ ଆଉ ଏକ ବଡ଼ ଆକ୍ରମଣ କରିଛି। ଏଥର ୟୁକ୍ରେନୀୟ ସେନା କ୍ରିମିଆ ସେତୁ ଉପରେ ୧୧୦୦ କିଲୋଗ୍ରାମ ପାଣି ତଳେ ବିସ୍ଫୋରକ ରଖି ଉଡ଼ାଇ ଦେଇଛି। ତଥାପି, ଏହା ସେତୁକୁ କେତେ କ୍ଷତି…

ନିଶ୍ଚିତ ହେବ ତୃତୀୟ ବିଶ୍ୱଯୁଦ୍ଧ, ଏହି ବଡ଼ ଦେଶ କଲା ଭବିଷ୍ୟବାଣୀ, ଟ୍ରମ୍ପ ବି ଏହାକୁ…

ୱାଶିଂଟନ,୨୮ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କର ଘନିଷ୍ଠ ବନ୍ଧୁ ବୋଲି କହିଛନ୍ତି, କିନ୍ତୁ ଆଜିକାଲି ଟ୍ରମ୍ପଙ୍କ ଏକ ବୟାନ ଦୁଇ ଦେଶ ମଧ୍ୟରେ ଲକ୍ଷ୍ମଣରେଖା…

ଗୋଟିଏ ରାତିରେ 273 ଡ୍ରୋନ ଆଟାକ୍, ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ

କିଭ୍:  273 ଡ୍ରୋନ ସହ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ରୁଷ । ଏହି ଆକ୍ରମଣ ଡ୍ନିପ୍ରୋପେଟ୍ରୋଭସ୍କ ଏବଂ ଡୋନେସ୍କ ଅଞ୍ଚଳକୁ ଦୋହଲାଇ ଦେଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷର ଏହା ୟୁକ୍ରେନ ଉପରେ ସବୁଠାରୁ ବଡ଼…

ଗୋଟେ ପଟେ ଶାନ୍ତି ବାର୍ତ୍ତା ​​, ଅନ୍ୟପଟେ ରୁଷର ୟୁକ୍ରେନ ଉପରେ ଡ୍ରୋନ ଆକ୍ରମଣ; 9 ମୃତ

କିଭ୍: ଗୋଟିଏ ପଟେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଅନ୍ୟପଟେ ରୁଷ ୟୁକ୍ରେନର ସୁମି ଅଞ୍ଚଳରେ ଏକ ମିନିବସ ଉପରେ କରିଛି ଡ୍ରୋନ ଆକ୍ରମଣ । ଯେଉଁଥିରେ 9 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 4 ଜଣ ଆହତ ହୋଇଛନ୍ତି।…

BIG BREAKING…ୟୁକ୍ରେନ ପ୍ରସଙ୍ଗରେ ବୁଝାମଣା କରିବାକୁ ଋଷ୍ ପ୍ରସ୍ତୁତ, ଟ୍ରମ୍ପଙ୍କୁ ଫୋନରେ କହିଲେ ପୁଟିନ

ନୂଆଦିଲ୍ଲୀ: ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ସେ ୟୁକ୍ରେନ ଯୁଦ୍ଧ କୁ ନେଇ ବୁଝାମଣାର ଆବଶ୍ୟକତା ବିଷୟରେ…

ଜେଲନସ୍କିଙ୍କୁ ପୁଟିନଙ୍କ ନାଲି ଆଖି… ଅଧରାତିରେ କିଭ୍ ଉପରେ ରୁଷର ମିଶାଇଲ ମାଡ଼, ୧୦ ଲକ୍ଷରୁ ଅଧିକ ଘରେ ବିଜୁଳି ନାହିଁ….

ମସ୍କୋ/କିଭ୍: ଅଧରାତିରେ ରୁଷ୍ ୟୁକ୍ରେନ୍ ଉପରେ କରିଛି ମିଶାଇଲ ମାଡ଼ । ମିଶାଇଲ ମାଡ଼ ଯୋଗୁ ଏବେ କିଭ୍ର ୧୦ ଲକ୍ଷରୁ ଅଧିକ ଘରର ବିଜୁଳି ଚାଲିଯାଇଛି । ଯାହାପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଅନ୍ଧାରରେ ରହିଛନ୍ତି । ଏହାଥିଲା…

ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବ ରୁଷିଆ ! ଟେନସନରେ ୟୁରୋପୀୟ ଦେଶ, ଜମା କଲେଣି ଖାଦ୍ୟ ଓ ଜଳ

ମସ୍କୋ: ୟୁକ୍ରେନ ଓ ରୁଷିଆ ଯୁଦ୍ଧକୁ ବିତିଯାଇଛି ୧୦୦୦ ଦିନ । ଏ ଭିତରେ ଉଭୟ ଦେଶର ବହୁତ କ୍ଷତି ହୋଇଛି । ଏହାଛଡ଼ା ଯୁଦ୍ଧର ପ୍ରଭାବରେ ସାରା ବିଶ୍ୱ ପ୍ରଭାବିତ ହୋଇଛି । ଏତେ ଦିନ ବିତିଯାଇତିଲେ ସୁଦ୍ଧା ଯୁଦ୍ଧ ବନ୍ଦ…