Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ବରଫ ତରଳାଇ ପିଉଛନ୍ତି ପାଣି, ସୁମୀରେ ଫସିଥିବା ଭାରତୀୟ ଛାତ୍ରୀ ବଖାଣିଲେ ଯୁଦ୍ଧର ମାହୋଲ

ନୂଆଦିଲ୍ଲୀ: ଦଶମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ୟୁକ୍ରେନରେ ଚାରିଆଡ଼େ ଯୁଦ୍ଧ ବିଭୀଷିକା । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡ଼ୁଛନ୍ତି ପ୍ରବାସୀ । ଭାରତ ସରକାର ଋଷରେ ଫସିଥିବା ଭାରତୀୟ ନାଗରିକ ଏବଂ…

ସୁମିରେ ଫସି ରହିଛନ୍ତି ୭୦୦ ଭାରତୀୟ ଛାତ୍ରଛାତ୍ରୀ: ସେଫ୍ ପାସେଜ୍ ପାଇଁ ଉଭୟ ରାଷ୍ଟ୍ରକୁ ବୈଦେଶିକ ମନ୍ତ୍ରାଳୟର ଅନୁରୋଧ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପାଇଁ ଭାରତର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୭୦୦ ଛାତ୍ରଛାତ୍ରୀ ସୁମି ସହରରେ ଫସି ରହିଛନ୍ତି । ଏହି ଛାତ୍ରଛାତ୍ରୀଙ୍କ…

ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ଚଳାଇଲେ ଋଷ ସେନା: ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଳୀ: ୧୧ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଦିନକୁ ଦିନ ୟୁକ୍ରେନ ମଧ୍ୟକୁ ପଶିବାରେ ଲାଗିଛନ୍ତି । ଋଷ ସେନାକୁ ୟୁକ୍ରେନର ନାଗରିକ ମାନେ ପ୍ରତିବାଦ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଭିଡକୁ…

ଯୁଦ୍ଧରେ ଜେଲେନସ୍କିଙ୍କୁ ହତ୍ୟା କରାଯିବ ନା ପୁଟିନଙ୍କ କ୍ଷମତା ଲୋପ ପାଇବ: ଆଗକୁ ବିଶ୍ୱ ଦେଖିବ ଏହି ୭ଟି ପରିସ୍ଥିତି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିବା ବେଳେ ଏହାର ଭବିଷ୍ୟତ ଖୁବ ଭୟଙ୍କର ହେବା ଆଶଙ୍କା କରାଯାଉଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଯୁଦ୍ଧର ୭ଟି…

କେବେ ସମାପ୍ତ ହେବ ଯୁଦ୍ଧ ? ସୋମବାର ଆଇସିଜେରେ ମୁହାଁମୁହିଁ ହେବେ ୟୁକ୍ରେନ ଓ ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। କିଭ୍ ଦଖଲ ପାଇଁ ରୁଷ ନିର୍ଣ୍ଣାୟକ ଲଢେଇ କରିବା ମୁଡରେ ରହିଛି। ସେଥିପାଇଁ ୟୁକ୍ରେନର ରାଜଧାନୀ କିଭ୍ ଉପରେ କ୍ଷେପଣାସ୍ତ୍ର ମାଡ କରିବା ସହ ଘନ ଘନ ବୋମା ବର୍ଷଣ…

ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: FMGL ରେଗୁଲେସନ ଆକ୍ଟରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି । ତେବେ ଏହି ଯୁଦ୍ଧରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ହଜାର ହଜାର ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ । ଇତିମଧ୍ୟରେ ଭାରତ ସରକାର…

ୟୁକ୍ରେନରେ ସାମୟିକ ଅସ୍ତ୍ରବିରତି ଘୋଷଣା କଲା ରୁଷ: କ’ଣ ଅଟକିଯିବ ଯୁଦ୍ଧ?

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆସିଛି ବଡ଼ ଖବର । ୟୁକ୍ରେନର ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ରୁଷ । ମାରିୟୁପୋଲ ଓ ବୋଲନବାଖା ସହରରେ ସସାମୟିକ ଅସ୍ତ୍ରବିରତି ଘୋଷଣା ନେଇ ସୂଚନା ମିଳିଛି । ଯୁଦ୍ଧ…

ୟୁକ୍ରେନରେ ଖାଦ୍ୟ ସଙ୍କଟ: ଆକ୍ରମଣକୁ ନେଇ ଆମେରିକାର ବଡ଼ ଦାବି

କିଭ: ଯୁଦ୍ଧର ୧୦ମ ଦିନରେ ବି ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରକୁ କବଜା କରିସାରିଲେଣି ରୁଷ ସେନା । ଘର ଭିତରେ ଥିବା ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ୟୁକ୍ରେନର କିଛି…

ୟୁକ୍ରେନ ଉପରେ ‘ପରମାଣୁ ବୋମା’ ପକାଇବ କି ରୁଷ? ୫୦୦ ବର୍ଷ ପୂର୍ବେ ନୋଷ୍ଟ୍ରଡାମସ୍ କରିଥିଲେ ଏପରି ଭବିଷ୍ୟବାଣୀ, କରୋନା ଓ ଇନ୍ଦିରାଗାନ୍ଧୀଙ୍କୁ…

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୧୦ ଦିନ ଧରି ଯୁଦ୍ଧ ଲାଗିରହିଥିବା ବେଳେ ୟୁକ୍ରେନର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଛି । ଦୁନିଆର ସର୍ବଶ୍ରେଷ୍ଠ ଭବିଷ୍ୟତବକ୍ତା ନୋଷ୍ଟ୍ରଡାମସ ପ୍ରାୟ ୫୦୦ ବର୍ଷ…

(Video)ଲାଇଭ୍ ଟିଭି ପ୍ରସାରଣ ବେଳେ ରୁଷିଆ ଟିଭି ଚ୍ୟାନେଲ୍ ରୁ ସବୁ କର୍ମଚାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆଜି ହେଉଛି ୟୁକ୍ରେନ-ଋଷ ଯୁଦ୍ଧର ୧୦ମ ଦିନ । ଋଷ ୟୁକ୍ରେନ ଉଉରେ ତାର ଆକ୍ରମଣ ଜାରି ରଖିଛି । ଋଷିଆର ଏହି ବର୍ବରତାକୁ ବର୍ତ୍ତମାନ ସମସ୍ତ ପଶ୍ଚିମ ଦେଶ ବିରୋଧ କରୁଥିବା ବେଳେ ଖୋଦ ଋଷିଆବାସୀ ମଧ୍ୟ ଏହାକୁ…